Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାନ୍ଦୁଛି ଚାଷୀ, କିଲୋ ଦୁଇ ଟଙ୍କାରେ ବିକ୍ରି ହେଉଛି ବିଲାତି
କେନ୍ଦୁଝର : କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ!-->…
ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି।!-->…
ଭୁବନେଶ୍ୱର ବିମାନବନ୍ଦରକୁ ଖୁବ୍ଶୀଘ୍ର ମିଳିବ ନୂତନ ଟର୍ମିନାଲ, ରହିବ ଅତ୍ୟାଧୁନିକ ସୁବିଧା
ଭୁବନେଶ୍ୱର, ୨୦।୨: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପରେ ତୃତୀୟ ଟର୍ମିନାଲ ଆରମ୍ଭ କରିବାର ଯୋଜନା ରହିଛି। ଏହି ବିକାଶ ବିମାନବନ୍ଦରର କ୍ଷମତା ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିବାକୁ!-->…
KIIT କାଣ୍ଡ ପ୍ରତିବାଦରେ ପୋଲିସ-ବଜରଙ୍ଗ କର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର,୨୦।୨: KIIT କ୍ୟାମ୍ପସ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିିବାଦରେ KIIT ଗେଟ୍ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବଜରଙ୍ଗ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ମୀମାନେ ‘ଛାତ୍ରୀଛାତ୍ରଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ’ ଲେଖାଥିବା ପ୍ଲାକାର୍ଡ ଦେଖାଇ!-->…
କିଟ୍ କାଣ୍ଡ: ଅଚ୍ୟୁତ ସାମନ୍ତଙ୍କୁ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୦।୨ : କିଟ୍ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ!-->…
ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀ ପାଳନ ପାଇଁ ବିଧାୟକମାନଙ୍କ ଦାବି
ଭୁବନେଶ୍ବର: ସାନ୍ତାଳୀ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ବିଜେପି ବିଧାୟକ ଭାଦବ ହାଂସଦା ଏବଂ ଜାଲେନ୍ ନାଏକ ଓଡ଼ିଶା ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀର ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।୧୯୨୫!-->…
ଇ-ପରୀକ୍ଷାରେ ବିପିୟୁଟିର ରେକର୍ଡ: ୭ ଦିନରେ ଫଳାଫଳ ଘୋଷଣା
ରାଉରକେଲା: ଇ-ପରୀକ୍ଷାରେ ରେକର୍ଡ କରିଛି ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ (ବିପିୟୁଟି)। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଇ-ପରୀକ୍ଷାରେ ଏହା ସବୁଠୁ ଆଗରେ ରହିଛି। ପରୀକ୍ଷା ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା ସହ!-->…
ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ।ଏଣେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି!-->…
ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି କୌଣସି ପ୍ରସ୍ତାବ ନାହିଁ: ବାଣିଜ୍ୟ…
ଭୁବନେଶ୍ବର: ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ଅପାତତଃ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା!-->…
ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ର ମିଲିଭଗତ ରେ ଖୁଲାମ ଖୁଲା ଚୋରା ବାଲି ଚାଲାଣ …..!
ଚଢ଼ାଉ କେବଳ ଧର୍ମକୁ ଆଖିଠାର...!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରୁ ପୁଣି ବିନା ୱାଇ ଫର୍ମ ରେ ଚୋରା ବାଲି ଚାଲାଣ ହେଉଛି। ହିଞ୍ଜିଳି,ଶେରଗଡ଼, ଆସିକା, ଧରାକୋଟ, ସୋରଡ଼ା ଆଦି ଅଞ୍ଚଳରେ ଥିବା ନଦୀ ଗୁଡିକରୁ ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ସଞ୍ଜ ନଇଁଲେ କରେଞ୍ଜେଇ!-->!-->!-->…