Browsing Category

ଓଡିଶା

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି । ଏନେଇ ମନମୋହନ କହିଛନ୍ତି, ଆସନ୍ତା ୨୮, ୨୯,

ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି

ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ

କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ : ଯୋଗାଣ ମନ୍ତ୍ରୀ

କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ । ଧାନମଣ୍ଡିରେ କଟନିଛଟନି ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟନିଛଟନି ବନ୍ଦ ନ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଧାନମଣ୍ଡିରେ ଚଳିବନି ଦଲାଲ ରାଜ । ଦଲାଲମାନଙ୍କ ଉପରେ ନିଆଯିବ

ଭରତପୁର ଥାନା ଘଟଣା: ଭିଡ଼ିଓ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜଣା ପଡ଼ିବ ସବୁ ସତ। ବହୁ ବିବାଦିତ ଭାରତପୁର ଥାନା ଘଟଣାରେ ପରିଶେଷରେ ଭିଡ଼ିଓ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ନିକଟରେ

ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ: ମନମୋହନ ସାମଲ

ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କଂଗ୍ରେସର ଏଭଳି କାର୍ଯ୍ୟ ଅଣସାମ୍ବିଧାନିକ। ରାହୁଲ ଏଭଳି କରିବା ଅତ୍ୟନ୍ତ ନିନ୍ଦନୀୟ। ଗଣତନ୍ତ୍ରରେ କଂଗ୍ରେସର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରାଯିବ

ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

NGRI ରିପୋର୍ଟ ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି । ଗତକାଲି ମହାସ୍ନାନ ପାଇଁ ଆଜି ମରାମତି ପାଇଁ କମ୍ ସମୟ ମିଳିପାରେ। ପରିଚୟପତ୍ର ପ୍ରଦାନ କରାଯାଇଛି ମରାମତି ସମୟରେ ଯେଉଁମାନେ ଉପସ୍ଥିତ ରହିବେ। ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ ବୋଲି କହିଲେ

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌

ସମ୍ବଲପୁର: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍‌ । ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ

ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ

କେନ୍ଦ୍ରାପଡା : ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ । ୩ କ୍ବିଣ୍ଟାଲ ମାଛ ଜବତ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗଭୀର ସମୁଦ୍ର ଏକକୂଳିଆରେ ବେଆଇନ ମାଛ ଧରୁଥିବା ସମୟରେ ଚଢାଉ କଲା ଶାସନୀପେଟା ବନବିଭାଗ । ମା’ ସୁନା ତାରିଣୀ-୯ ନାମକ ବୋଟ ଉପରେ ଚଢାଉ କରି

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି । ସରକାରଙ୍କ ଜନବିରୋଧୀ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଜଣାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ । ଏଥିସହ ନୂଆ ବିଶ୍ବାସ ସହ ନୂଆ ଓଡ଼ିଶା ଗଠନ ପାଇଁ ଉତ୍ସାର୍ଗୀକୃତ କାର୍ଯ୍ୟ କରିବାକୁ ସେ