Browsing Category

ଓଡିଶା

ପଶ୍ଚିମବଙ୍ଗରୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ

ବାରିପଦା : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁନି! କିନ୍ତୁ ଆସୁଛି ଚୋରା ମହୁଲ। ଦେଶୀ ମଦ ତିଆରି ପାଇଁ ପଶ୍ଚିମବଙ୍ଗରୁ ମୟୂରଭଞ୍ଜକୁ ମହୁଲ ଆସୁଥିଲା। ହେଲେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ହାତରେ ଧରା ପଡ଼ିଛି ସେହି ଚୋରା ମହୁଲ। ଅବକାରୀ ବିଭାଗ ମହୁଲ ବୋଝେଇ ଗାଡ଼ି ଜବତ କରିବା ସହିତ ୨

ଦେବଗଡ଼: ରେଙ୍ଗାଳୀ ଡ୍ୟାମରୁ କଲରାପତରିଆ ବାଘର ମୃତ ଦେହ ଠାବ

ଦେବଗଡ଼: ରେଙ୍ଗାଳୀ ଡ୍ୟାମ ଜଳ ଭଣ୍ଡାର ମଧ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ। ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି ସେକ୍ସନ ଅନ୍ତର୍ଗତ କଣ୍ଠିମାଳ ଗ୍ରାମ ନିକଟରେ ପାଣିରେ ଭାସୁଥିବା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ସୂଚନା ଅନୁଯାୟୀ, ଗୁରୁବାର

୧୬ ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ବିଶାଖାପାଟଣା ଅଭିମୁଖେ ଯାତ୍ରା…

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ଓ ୧୨୭ ସି ଆର ପି ଏଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ ୧୬ ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ବିଶାଖା ପାଟଣା

ନିଖୋଜ ନାବାଳିକାକୁ ବିହାର ରାଜ୍ୟରୁ ଉଦ୍ଧାର!

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଯମୁନାନାକି ଅଞ୍ଚଳର ଜଣେ ଜୈନିକ ନାବାଳିକାଙ୍କୁ କୁଆଁରମୁଣ୍ଡା ପୁଲିସ ବିହାର ରାଜ୍ୟରୁ ଉଦ୍ଧାର କରିଥିବା ଜଣାପଡ଼ିଛି | ସୂଚନା ମୁତାବକ ଉକ୍ତ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ଚଳିତ ବର୍ଷ ମେ ମାସ ୩୧ ତାରିଖ ଦିନ

ଏକଲବ୍ୟ ବିଦ୍ୟାଲୟ ହଷ୍ଟେଲ ଗୃହରେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା, ଦେଖିବାକୁ ମିଳିଛି ଚାପା ଉତ୍ତେଜନା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ଠାରେ ଥିବା ଏକଲବ୍ୟ ଆବାସିକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତଦେହ ଏକ ପରିତ୍ୟକ୍ତ ଘର ମଧ୍ୟରେ ଏକ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଜଣାପଡ଼ିଥିବା ପରେ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଚାପା ଉତ୍ତେଜନା

ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଆୟୁର୍ବେଦ ବିଷୟରେ ଜାଣିପାରିବା: ମୁଖ୍ୟମନ୍ତ୍ରୀ

ପୁରୀ: ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ

ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ

କଟକ : ପାରିବାରିକ କଳହ ନେଲା ଉଗ୍ରରୂପ। ନିଆଁରେ ପୋଡ଼ି ହୋଇ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ମାସ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି ଚାଲିଗଲା ମା’ର ଜୀବନ। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡାରେ ଏହି ଘଟଣା ଘଟିଛି। ମୃତକ ହେଲେ ସୂଚିସ୍ମିତା ମହାନ୍ତି ଓ ତାଙ୍କର ୨ ମାସର ଝିଅ।

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, କହିଲେ- ଅତୀତରେ ଆମ ଦଳ ଭୁଲ କରିଛି

ଭୁବନେଶ୍ବର ୪।୧୨: ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ । କହିଲେ, ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପ୍ରାର୍ଥୀଙ୍କୁ ଆଣିକି ଆମ ଦଳରେ ନେଲେ । ବର୍ତ୍ତମାନ ସେମାନେ ସାଂସଦ ମାନଙ୍କୁ ନେଇଯାଉଛନ୍ତି ।

ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି, ନକଲିକୁ ଅସଲି କହି ଚଢ଼ା ଦରରେ ବିକୁଛନ୍ତି ବ୍ୟବସାୟୀ

ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା କହିଛନ୍ତି ଖୋଦ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ

ଛାତ୍ରୀମାନେ ପାଚେରୀ ଡେଇଁ ଚାଲିବା ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କଲେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା

ବାରିପଦା : ଛାତ୍ରୀମାନେ ପାଚେରୀ ଡେଇଁ ସକାଳେ ସକାଳେ କ’ଣ ପାଇଁ ଚାଲିଲେ? ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଛାତ୍ରୀମାନଙ୍କୁ କ’ଣ ପାଇଁ ହଇରାଣ ହରକତ କରାଯାଉଛି? ଏହାର ତଦନ୍ତ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିଛନ୍ତି