Browsing Category

ଓଡିଶା

ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ, ବଜାରକୁ ଆସିବ ନୂଆ ଆଳୁ

ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ । ବଜାରକୁ ନୂଆ ଆଳୁ ଆସିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା । ଦୈନିକ ୪ ହଜାରରୁ ୪୫୦୦ ମେଟ୍ରିକ ଟନ୍ ଆଳୁ ଦରକାର । ଏବେ କ୍ବିଣ୍ଟାଲ ପିଛା ୩୧ ଶହରୁ ୩୩ଶହ ଟଙ୍କା ରହିଛି । ଖାଉଟି ସ୍ବାର୍ଥକୁ ଗୁରୁତ୍ବ ଦେବା

ନୂଆ ସରକାରର ୫ ମାସରେ ୭୬୯ ଦୁଷ୍କର୍ମ ମାମଲା

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବାର ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଗୃହରେ କିଛି ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାୟକ ଅଧିରାଜ ମୋହନ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ

ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ, ରହିଛି ୧୮ଟି ପ୍ଲଟ

ଜୟପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ ଚାଲିଛି । ୮ ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବିଶ୍ବନାଥ ପାତ୍ର। ଇଞ୍ଜିନିୟର ବାବୁଙ୍କ ସମ୍ପତ୍ତି ଦେଖି

ଦକ୍ଷିଣ ଓଡିଶା ପାଇଁ ଟାସ୍କଫୋର୍ସ ଗଠନ: ୩୦ ଦିନରେ ଦେବ ରିପୋର୍ଟ

ଭୁବନେଶ୍ବର: ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଦକ୍ଷିଣ ଓଡିଶା ବିକାଶ ପରିଷଦ କିପରି ଗଠିତ ହେବ,

ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ରଥଯାତ୍ରା କରିବ ଇସ୍କନ

ପୁରୀ: ଅଦିନିଆ ନୁହେଁ ଗୋଟିଏ ତିଥିରେ ରଥଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ ବସିଥିଲା ବୈଠକ । ବୈଠକରେ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ଓ ଇସ୍କନ କର୍ତ୍ତୃପକ୍ଷ । ତେବେ

ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର

ଟାଙ୍ଗୀ: ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ । ଚିଲିକା ତହସିଲ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ବିଶାଖାପାଟଣାର ଏକ ଚା ଦୋକାନରୁ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନୟାଗଡ଼ର ହୋଇଥିବା ବେଳେ ଘଟଣା ପରେ ଫେରାର ଥିଲେ । ଶେଷରେ ଯୁବକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ସୂଚନାଯୋଗ୍ୟ, ଗତ

ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ତୁରନ୍ତ ମରାମତି ନେଇ ଏଏସଆଇକୁ ଚିଠି । ଏଏସଆଇକୁ ଚିଠି ଲେଖି ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ । ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ମିଳିବା ପରେ ଚିଠି ଲେଖିଲା ପ୍ରଶାସନ । ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ସହ ମରାମତି ବେଳେ

ଉପ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କ ସହିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନା : ଖୁବ ଶୀଘ୍ର ବିଭିନ୍ନ…

ଭୁବନେଶ୍ୱର ୩/୧୨:ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସଚିବାଳୟ ପ୍ରକୋଷ୍ଠ ରେ ଓ ଆଜି ବିଧାନସଭା ଅଫିସ ପ୍ରକୋଷ୍ଠ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ ଆଲୋଚନା ହୋଇଥିଲା । ଏହି ପରିପେକ୍ଷିରେ ଉପ ମୁଖ୍ୟମନ୍ତ୍ରୀ