Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ କର୍ମଶାଳା…
ବ୍ରହ୍ମପୁର - ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ସ୍ଥାନୀୟ ଶଙ୍କର ଭବନ ସଭାଗୃହରେ ଏକ୍ସଟ୍ରୁଡ଼ର ଇଂଜିନିୟରିଂ ଏଜେନ୍ସି ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ!-->…
ଆଇଫୋନ-୧୧ ବଦଳରେ ଡେଲିଭର କରିଥିଲେ ସାବୁନ, ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା…
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା। ଆଇଫୋନ-୧୧ ବଦଳରେ ସାବୁନ ଡେଲିଭର କରିଥିବାରୁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ଉପଭୋକ୍ତା କମିସନ। ଏହି ଜରିମାନା ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାଯାଇଛି। ସେବାର ଅଭାବ!-->…
ସୁନ୍ଦରଗଡ଼ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’…
• ପାଇଲଟ୍ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ• ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟାଙ୍କୁ ଜୀବିକା• ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ
ସୁନ୍ଦରଗଡ଼, ୨୪ ଫେବ୍ରୁଆରି ୨୦୨୩: ‘‘ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ!-->!-->!-->!-->!-->…
ଅନୁଷ୍ଠିତ ହେଲା ମାଛ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର…
ଫିରିଙ୍ଗିଆ, : ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଗାଁ ପୋଖରୀରେ ମାଛ ଚାଷ ଏକ ଲାଭଦାୟକ ଓ ପ୍ରମୁଖ କାର୍ଯ୍ୟକ୍ରମ ପାଲଟିଛି I ଗାଁ!-->!-->!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ
ଗ୍ରାହକମାନେ ୨୦୨୩ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ବିଦ୍ୟୁତ ବକେୟା ଉପରେ କେବଳ ଏହି ଯୋଜନା ଲାଗୁ ହେବ
ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ!-->!-->!-->!-->!-->…
ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ…
• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ
ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍!-->!-->!-->…
ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍, କାର୍ ଓ ପର୍ସନାଲ ଲୋନ୍
ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ!-->…
୮ ପ୍ରକଳ୍ପରେ ୪,୪୨୩ କୋଟି ୫୧ ଲକ୍ଷର ପୁଞ୍ଜିନିବେଶ, ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ହେମନ୍ତ ଶର୍ମା
ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ!-->…
ପଶୁପାଳନ କାରୀଙ୍କ ଭାଗ୍ୟ ବଦଳାଇବ ଆଜୋଲା, ବଢିବ ଚାଷୀଙ୍କ ଆୟ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି୭୯ ପଶୁପାଳନ କ୍ଷେତ୍ରରେ ଚାଷୀ ଅତ୍ୟଧିକ ଖଚ୍ଚାନ୍ତ ହୋଇ ଲାଭାଂଶ କମିଯାଉଥିବା ରୁ ଲୋକେ ଧିରେଧିରେ ଏହି ଚାଷ ରୁ ନିବୃତ ହେବାରେ ଲାଗିଲେଣି। ମୁଖ୍ୟତଃ ପଶୁଙ୍କ ଖାଦ୍ୟ ଓ ଦାନା ପାଇଁ ହଜାର ହଜାର ଟଙ୍କା ଖର୍ଚ କରାଯାଉଥିବା ବେଳେ ଆୟ କମି!-->!-->!-->…
ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା ସଚେତନତା ରଥ
କଟକ ୧୧/୧୦: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ!-->…