Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହକି ଇଣ୍ଡିଆ ପୁରୁଷ ଦଳ ଘୋଷଣା: ଓଡ଼ିଆ ଖେଳାଳି ଅମିତ ରୋହିଦାସ ସାମିଲ

ନୂଆଦିଲ୍ଲୀ : ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ୫ ଜଣ ଡେବ୍ୟୁାଣ୍ଟ ରହିଛନ୍ତି। ଦଳର ନେତୃତ୍ବ ହରମାନପ୍ରୀତ୍ ସିଂ ନେବେ। ଉପଅଧିନାୟକ ଭାବରେ ହାର୍ଦ୍ଦିକ ସିଂଙ୍କୁ ଦଳର ସାମିଲ କରାଯାଇଛି। ଅଲମ୍ପିକ୍ସ ଦଳରେ ଅମିତ ରୋହିଦାସ

 ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ

ଲଣ୍ଡନ: କ୍ରିକେଟ୍‌ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।ସେ, ତାଙ୍କ ସାଥୀ ଟନି ଲୁଇସଙ୍କ ସହ,

ନିଲମ୍ବିତ ହେଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ । ତିନି ସପ୍ତାହ ତଳେ ନାଡା ଏହି ଅଭିଯୋଗ ସମ୍ପର୍କରେ କୁସ୍ତିଯୋଦ୍ଧାଙ୍କୁ ନୋଟିସ୍ ଜାରି କରିନଥିବା ଦର୍ଶାଇ

ଆଉ ୩ ବର୍ଷ ବୃଦ୍ଧି ହେବ ଭାରତୀୟ ହକିର ସ୍ପନସରସିପ୍

ଭୁବନେଶ୍ବର: ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ରାଜ୍ୟ ଅତିଥି ଭବନ ଠାରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି

୪ ମହଲାରୁ ପଡ଼ି ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ ମୃତ, ଆତ୍ମହତ୍ୟା ସଂଦେହ

ବେଙ୍ଗାଲୁରୁ: ଟି-୨୦ ବିଶ୍ବକପ୍ ୨୦୨୪ର ସୁପର-୮ରେ ଭାରତୀୟ ଦଳ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ ଜଗତରେ ଏକ ଦୁଃଖଦ ଘଟଣା ଘଟିଛି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍ ଜନସନଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା

ଦୋହା ଡାଇମଣ୍ଡ ଲିଗ୍, ଜାଭେଲିନ୍ ଥ୍ରୋରେ ଦ୍ଵିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ : ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ନୀରଜ ଜାଭେଲିନକୁ ୮୮.୩୬ ମିଟର ଦୂରତାରେ ଫିଙ୍ଗି ଦେଇଥିଲେ ଏବଂ ମାତ୍ର ଦୁଇ ସେଣ୍ଟିମିଟର ବ୍ୟବଧାନରେ ଶୀର୍ଷ ସ୍ଥାନରୁ ବଞ୍ଚିତ ହୋଇଥିଲେ। ଜାକବ ଭାଡଲେଜ୍ ପ୍ରଥମ ସ୍ଥାନରେ ରହିଥିଲେ।

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା ଲାଗିଛି। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ନିଲମ୍ବନ ସାମୟିକ ବୋଲି କୁହାଯାଉଥିବା ବେଳେ

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ, ବାଦ ପଡ଼ିଲେ କେଏଲ ରାହୁଲ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି। ପୂର୍ବ ସୂଚନା ମୁତାବକ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଟିମ

ପଞ୍ଚମ କନ୍ଧମାଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ…

ଫୁଲବାଣୀ : ଫୁଲବାଣୀ ସ୍ଥିତ କୋରୋନେସନ ପଡିଆରେ ଥିବା ଏଥେଲେଟିକ ଇଣ୍ଡୋର ହଲ ଠାରେ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡେମୀ ମିଳିତ ସହଯୋଗରେ ପଞ୍ଚମ କନ୍ଧମାଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ

ଭିନେଶ ଫୋଗାଟଙ୍କୁ ମିଳିଲା ଅଲିମ୍ପିକ୍ସ ଟିକେଟ୍‌

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସରେ ଭାରତର ପାଇଁ ସ୍ୱର୍ଣ୍ଣ ଜିତିଥିଲା ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ। ସେ ମହିଳା ବର୍ଗର ୫୦ କେଜି ବର୍ଗରେ ଚଳିତ ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଲଢ଼େଇ କରିବେ।ଆଜି ଯୋଗ୍ୟତା ପର୍ଯ୍ୟାୟର