Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଟେଷ୍ଟ ଖେଳାଳୀଙ୍କ ଉପରେ ଧନବର୍ଷା କଲା ବିସିସିଆଇ
କୋଲକାତା: ଟିମ୍ ଇଣ୍ଡିଆ ୧୧୨ ବର୍ଷ ପରେ ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡର ରେକର୍ଡ ଭାଙ୍ଗିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି।ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ ଜିତିଛି।ଏହି ବିଜୟ ସହିତ!-->…
୧୪ଶ ରାଜ୍ୟ ସ୍ତରୀୟ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଉଦଯାପିତ:ଝାରସୁଗୁଡାକୁ ପରାସ୍ତ କରି କେନ୍ଦୁଝର ଚମ୍ପିୟାନ…
ଦେବଗଡ, : ୩ା୩ ଦେବଗଡ ପୌରାଂଚଳ ମହୁଲଢିପାସାହି(୧୧ନମ୍ବର ୱାର୍ଡ)ନାଳ ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୪ଶ ବଜରଙ୍ଗ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଝାରସୁଗୁଡାର ସୁଭମ ସ୍ପୋର୍ଟିଂକୁ ୫୫ ରନରେ ପରାସ୍ତ!-->…
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ!-->…
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟୀ ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିଛି ରୋହିତ ବାହିନୀ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ। ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ!-->…
ମଙ୍ଗଳକୁ ହେଲିକପ୍ଟର ପଠାଇବ ଇସ୍ରୋ…
ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି। ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି।ଇସ୍ରୋ ଏକ ଲ୍ୟାଣ୍ଡର!-->…
ନବକଳେବର ହେବ ବାରବାଟୀ ଷ୍ଟାଡିୟମ; ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା!-->…
ଇଂଲଣ୍ଡକୁ ୪୩୪ ରନରେ ହରାଇ ଭାରତ ସବୁଠାରୁ ବଡ଼ ଟେଷ୍ଟ ବିଜୟ ହାସଲ କଲା
ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼!-->…
ବାଳିକା ଫୁଟବଲ ଖେଳାଳିଙ୍କ ଅସ୍ୱାଭାବିକ ଆଚରଣ ନେଇ ଆଲୋଡନ
ଦେବଗଡ,:ଦେବଗଡର ବାଳିକା ଫୁଟବଳ ଖେଳାଳି ମାନେ ଗତକାଲି ବୌଦ୍ଧ ଜିଲା କଂଟାମାଳରେ ଏକ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳି ଚମ୍ପିୟାନ ହୋଇଥିଲେ । ମାତ୍ର ଖେଳ ଶେଷ ହେବାର କିଛି ସମୟ ପରେ ଏକାଧିକ ଖେଳାଳି ହଠାତ ଅସୁସ୍ଥ ହୋଇପଡିଥିଲେ । ଏହି କ୍ରମରେ ସେମାନେ ଆଜି ଦେବଗଡରେ ପହଂଚିବାପରେ!-->…
ମା’ ମଙ୍ଗଳା କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ମହ୍ଲାରବାହାଳ କ୍ରିକେଟ କ୍ଲବ ଚମ୍ପିୟାନ
ଦେବଗଡ଼,୧୩ା୨ : ତିଲେବଣି ବ୍ଲକ ବଣିଆକିଲିଣ୍ଡା ଗ୍ରାମ ପଂଚାୟତର ସୁନାମୁଣ୍ଡା ଗ୍ରାମରେ ମା’ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୮ ତାରିଖରୁ ଚାଲିଥିବା ମା’ ମଙ୍ଗଳା କ୍ରିକେଟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଟାଇଁସର କ୍ରିକେଟ କ୍ଲବକୁ ୬୩ ରନରେ!-->…
ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ : ଜବଲପୁରକୁ ପରାସ୍ତ କରି ହରିଆନା…
ଦେବଗଡ଼,୨ା୨:ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଭଲିବଲ ଷ୍ଟାଡିୟମ ଠାରେ କଲା ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶର!-->…