Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଜାତୀୟ ବାଳିକା ହକି: କ୍ବାର୍ଟରଫାଇନାଲରେ ଓଡ଼ିଶା
ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍ ମ୍ୟାଚ୍ ଜିତି ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ!-->…
ଲେବାନନ୍ ସୁଟ୍ଆଉଟ୍; ଫାଇନାଲ୍ରେ ଭାରତ
ବେଙ୍ଗାଲୁରୁ: ଲେବାନନ୍କୁ ସୁଟ୍ ଆଉଟ୍ କରି ଭାରତ ସାଫ୍ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛି। ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍ରେ ଭାରତ ୪-୨ ପେନାଲ୍ଟି ସୁଟ୍ଆଉଟ୍ରେ ଲେବାନନ୍କୁ ହରାଇଥିଲା। ଫାଇନାଲ୍ରେ ଭାରତର!-->…
ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ
ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି ଆଇସିସି ପକ୍ଷରୁ ମ୍ୟାଚ ସୂଚୀ ଜାରି କରାଯାଇଛି।ଉଦ୍ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ!-->…
୨୦୨୩ ବିଶ୍ବକପ୍ ପାଇଁ ଦଳଗତ ମାନସିକତା ଆବଶ୍ୟକ: କପିଳ ଦେବ
ନୂଆଦିଲ୍ଲୀ: ମହାନ ଅଲ୍ରାଉଣ୍ଡର୍ କପିଳ ଦେବଙ୍କ ପାଇଁ ଭାରତ ପ୍ରଥମ ଥର ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିଲା। ରବିବାର ଭାରତବାସୀ ଏହାର ୪୦ତମ ପୂର୍ତ୍ତି ପାଳନ କରୁଥିବା ବେଳେ ସେଦିନର ସଫଳ ଅଧିନାୟକ କପିଳ ଦେବ କିନ୍ତୁ ଚଳିତ ବର୍ଷର ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି।!-->…
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ପୂଜାରା, ଦିନିକିଆରେ ସଞ୍ଜୁ ସାମସନ୍ ସାମିଲ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା!-->…
ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର
ଦୁବାଇ: ଭାରତୀୟ ଅଫ୍ ସ୍ପିନର୍ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଜେମ୍ସ ଆଣ୍ଡରସନ୍ (୮୨୯)!-->…
ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚରେ ଗୁଞ୍ଜିଗାଁ ଦଳ ପୁରୁଣା ନୂଆଗାଁ ଦଳକୁ ୧୯ ରନ୍ ରେ ପରାସ୍ତ କରିଥିଲା। ଟସ୍ ଜିତି ଗୁଞ୍ଜିଗାଁ ଦଳ!-->…
ଆଇସିସି, ବିସିସିଆଇ ଦେଲେ ପାକିସ୍ତାନକୁ ବଡ଼ ଝଟକା, ବିଶ୍ବକପ- ମ୍ୟାଚ ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ପ୍ରତ୍ୟାଖ୍ୟାନ
ମୁମ୍ବାଇ : ପାକିସ୍ତାନ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତର ବିସିସିଆଇ । ଆଇସିସି ଓ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦାବି କରିଥିଲା ଯେ, ୨୦୨୩ ବିଶ୍ବକପ୍ ମ୍ୟାଚ୍ ଚେନ୍ନାଇ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ଖେଳାଯାଉ ।!-->…
ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟରେ ହଙ୍ଗାମା, ୬ ମାସରେ ହିଁ ଅଧ୍ୟକ୍ଷ ପଦ ଛାଡିଦେଲେ ନଜମ ସେଠୀ
ନୂଆଦିଲ୍ଲୀ: ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ହଙ୍ଗାମା ଦେଖିବାକୁ!-->…
ଭାରତରେ ବିଶ୍ବକପ ଖେଳିବାକୁ ପାକିସ୍ତାନ ମନା କରୁ : ମିଆଁଦାଦ୍
କରାଚୀ : ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭାରତରେ ହେବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ!-->…