Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ରାଉରକେଲା ବିମାନ ବନ୍ଦର ନିର୍ମାଣ…
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା!-->…
ଫିଫା ବିଶ୍ବକପ୍ ୨୦୨୨: ଗତ ୨୫ ବର୍ଷ ଭିତରେ ଗୁଗୁଲ୍ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା କହିଲେ ପିଚାଇ
ନୂଆଦିଲ୍ଲୀ: କତାରରେ ହୋଇଥିବା ଫିଫା ବିଶ୍ବକପ୍ ୨୦୨୨ ନିକଟ ଅତୀତରେ ବେଶ୍ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ।
ପିଚାଇ ଏକ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍ରେ ସବୁଠାରୁ!-->!-->!-->…
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ଦାରିଙ୍ଗବାଡି,୧୮/୧୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଗୋଷ୍ଠୀ!-->…
ଚିତ୍ରକୋଣ୍ଡା ପଞ୍ଚାୟତ ସ୍ତରୀୟ ମାଲ୍ୟବନ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଖେଳ ପଡିଆ ଠାରେ ଆଜି ଚିତ୍ରକୋଣ୍ଡା ପଞ୍ଚାୟତ ର ତିନି ଗୋଟି ବିଦ୍ୟାଳୟ ର ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା!-->!-->!-->…
ରାଉରକେଲାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ : ଭାଗନେଲେ ୧୭୦୦ରୁ ଅଧିକ…
ରାଉରକେଲା : ରାଉରକେଲା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ଚାରି ଦିନ ଧରି ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ପାନପୋଷ ଉପଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ୧୭୦୦ରୁ ଅଧିକ ପ୍ରତିଯୋଗୀ!-->!-->!-->…
ସୁନ୍ଦରଗଡ଼ରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ : ପ୍ରଥମ ଦିନରେ ଖୋଖୋ ଏବଂ ଭଲିବଲ ପ୍ରତିଯୋଗିତାରେ…
ସୁନ୍ଦରଗଡ଼ : ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା!-->!-->!-->!-->!-->…
ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…
ଦାରିଙ୍ଗବାଡି : ୧୬/୧୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ନେତାଜୀ ଆଥଲେଟିକ୍ ସଂଘ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜୋନ କରାଯାଇଛି । ମୁଖ୍ୟ ଅତିଥି!-->!-->!-->…
ବୁଗୁଡ଼ା ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ…
ବୁଗୁଡ଼ା : ତା ୧୬/୨୨/୨୨ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ୨୧ଟି ଉଚ୍ଚ ବିଦ୍ୟାଳୟ ଓ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ!-->…
ପ୍ରଥମ ଟେଷ୍ଟ୍ : ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ୧୩୩ ରନରେ ୮ ଓ୍ବିକେଟ ହରାଇଲା
ଚଟ୍ଟୋଗ୍ରାମ : ଚଟ୍ଟୋଗ୍ରାମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ସ୍ଥିତିକୁ ଦୃଢ କରିଛି । ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ୮ ଓ୍ବିକେଟରେ ୧୩୩ ରନ କରିଛି । ଫଳରେ ଏପର୍ଯ୍ୟନ୍ତ ବାଂଲାଦେଶ ୨୭୧ରନରେ ପଛୁଆ ରହିଛି ।!-->…
ଗ୍ରାମାଞ୍ଚଳସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ
ଫୁଲବାଣୀ : ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘ ଦୂମୁରିଗୁଡ଼ାର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି!-->…