Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଭୁବନେଶ୍ୱର ଓ ରାଉରକେଲାରେ ହକି ପ୍ରୋ ଲିଗ୍ : ଅକ୍ଟୋବର ୨୮ରୁ ଆରମ୍ଭ ହେବ ସିଜନ
ଭୁବନେଶ୍ୱର/ରାଉରକେଲା: ସୁନ୍ଦରଗଡ଼ର ହକିପ୍ରେମୀଙ୍କ ପାଇଁ ଖୁସିର ଖବର । ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ୱକପ୍ ଶେଷ ହେବା ପରେ ରାଉରକେଲାରେ ମାର୍ଚ୍ଚ ମାସରେ ଖେଳାଯିବ ଏଫ୍ଆଇଏଚ୍ ପ୍ରୋ ଲିଗ୍ । ଆଜି ୨୦୨୨-୨୦୨୩ ପୁରୁଷ ପ୍ରୋ ଲିଗ୍ ସିଜନର ସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ!-->…
କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ମ୍ୟାଚ
ଭୁବନେଶ୍ୱର: ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କୁ ନେଇ ହେଉଥିବା ଏହି!-->…
କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଫେରିଥିବା ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବଣେଇ ଡ୍ରାଇଭର…
ରାଉରକେଲା,: (ବସନ୍ତ କୁମାର ଜେନା):ବଣାଇଁଗଡ ବସଷ୍ଟାଣ୍ଡ ପରିସରରେ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୁରସୁଲତାନ କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଗୌରବ ଅର୍ଜନ ଆଣି ଥିବାରୁ ଯୁବଛାତ୍ରୀଙ୍କୁ ସ୍ୱାଗତ
ସମ୍ବର୍ଦ୍ଧନା!-->!-->!-->!-->!-->…
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ମାରାଥନ ଦୌଡ଼ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଅଗଷ୍ଟ ୨୯ ତାରିଖ ଦିନ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୌଡ଼ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ହେବାର ସ୍ଥିରୀକୃତ ହୋଇଛି। ଜିଲ୍ଲା!-->…
ବୁଡ଼ାଗୁଡା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଦଯାପିତ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଂଚାୟତ ମହକୁମାରେ ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ନେଇଁ ଆଞ୍ଚଳିକ ସ୍ତରରେ ଭଲିବଲ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ଜି!-->!-->!-->…
ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ
ମୁମ୍ବାଇ: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ଶନିବାର ଜିମ୍ବାୱେ ଗସ୍ତ କରିଛି। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ହରାରେ ସ୍ପୋର୍ଟସ କ୍ଲବ୍ରେ ଅଗଷ୍ଟ ୧୮, ୨୦ ଓ ୨୨ ତାରିଖରେ ଏହି ୩ ମ୍ୟାଚ୍ ଖେଳିବ। ବିସିସିଆଇ ଶନିବାର ଏହାର ଟ୍ବିଟର୍!-->…
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତର ଶ୍ରେଷ୍ଠ ପ୍ରଦର୍ଶନ!
ନୂଆଦିଲ୍ଲୀ: ସୋମବାର ରାତିରେ ଶେଷ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୨ ସ୍ବର୍ଣ୍ଣ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। କିନ୍ତୁ କିଛି ଏମିତି କାରଣ ରହିଛି!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପ୍ତ : ଭାରତର ଚତୁର୍ଥ ସ୍ଥାନ ଅଧିକାର
ବର୍ମିଂହାମ: ଦୀର୍ଘ ୧୨ ଦିନ ଧରି ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ସୋମବାର ସଫଳତାର ସହ ସମାପିତ ହୋଇଛି। ୭୨ଟି ରାଜ୍ୟଗୋଷ୍ଠୀ ଦେଶରୁ ୫,୦୦୦ରୁ ଊର୍ଧ୍ବ ଖେଳାଳି ୨୦ ଖେଳର ୨୮୦ ଇଭେଣ୍ଟରେ ନିଜ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୧୯୩୦ ମସିହାରୁ ଆରମ୍ଭ!-->…
ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ଓ ସିନ୍ଧୁ
ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନଟି ଭାରତ ପାଇଁ ସ୍ମରଣୀୟ ଦିନରେ ପରିଣତ ହେବାକୁ ଯାଉଛି । ଆଜି ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ପି.ଭି. ସିନ୍ଧୁ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣ!-->…
ଭାରତକୁ ବକ୍ସିଂରେ ମିଳିଲା ସ୍ୱର୍ଣ୍ଣ, ହକିରେ ବ୍ରୋଞ୍ଜ
ବର୍ମିଂହମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଦୁଇଟି ଭଲ ଖବର ମିଳିଛି। ବକ୍ସିଂରେ ଭାରତ ଜିତିଲା ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ!-->…