Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଆଇପିଏଲ : ରୋମାଞ୍ଚକର ମ୍ୟାଚରେ କୋଲକାତାକୁ ୮ ରନରେ ହରାଇଲା ଗୁଜୁରାଟ
ମୁମ୍ବାଇ : ମୁମ୍ବାଇର ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୨୨ର ୩୫ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୮ ରନରେ ହରାଇଛି ଗୁଜୁରାଟ ଟାଇଟନ୍ସ (ଜିଟି) । ଗୁଜୁରାଟ ଦ୍ବାରା ରଖାଯାଇଥିବା ୧୫୭ ରନ ଜବାବରେ କୋଲକାତା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୮ ରନ!-->…
ବାରବାରଟିରେ ଟି-୨୦ ମ୍ୟାଚ୍, ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା
କଟକ: ବାରବାରଟିରେ ପୁଣି ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଅସୋସିଏସନ ସଂମ୍ପାଦକ ସଞ୍ଜୟ ବେହେରା ।ଚଳିତ ବର୍ଷ ପେବୃଆରୀ ମାସରେ ବାରବାଟିରେ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍!-->…
ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛନ୍ତି କୋହଲି
ମୁମ୍ବାଇ: ପୂର୍ବତନ ଭାରତୀୟ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ବିରାଟ କୋହଲି ଏବେ ଅତ୍ୟନ୍ତ ଖରାପ ସମୟ ଦେଇ ଗତି କରୁଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ପ୍ରଥମ ବଲ୍ରେ ଆଉଟ୍ ହେବା ସହ ଆଇପିଏଲ୍ ଇତିହାସରେ ଚତୁର୍ଥ ଥର ପାଇଁ ଖାତା ଖୋଲିବା!-->…
କୋଲକାତା ନାଇଟ୍ ରାଇଡର୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
ମୁମ୍ବାଇ: ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ପରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ୟୁଝବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ୍ ସହ ୫ ୱିକେଟ୍ ଦଖଲ ସୋମବାର ଆଇପିଏଲ୍ ମ୍ୟାଚ୍କୁ ଆକର୍ଷଣୀୟ କରି ଦେଇଥିଲା। ରୋମାଞ୍ଚ, ଉତଥାନ, ପତନ ଓ ନାଟକୀୟ ମୁହୂର୍ତ୍ତ ଭିତରେ ଗତି କରିଥିବା ସୋମବାରର ଏହି ମ୍ୟାଚ୍ରେ!-->…
ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ
ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମରେ ଫାଟ । ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ବଖାଣିଛନ୍ତି ଦୂତୀ । ନିଜ ହ୍ୱାଟସଆପ୍ ଷ୍ଟାଟସରେ ଏପରି କିଛି ଲେଖି ନିଜ ମନର ଦୁଃଖକୁ ବଖାଣିଛନ୍ତି ଦୌଡରାଣୀ । ସେ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମର ବିବାଦକୁ ସେୟାର କରିବା ସହିତ!-->…
ରାଉରକେଲା ସ୍ମାର୍ଟ ସିଟି ପାଇଁ ଗର୍ବ ଆଣିଲେ ନଅ ବର୍ଷୀୟ ବାଳକ ତନୁସ କୋହଲି
ବାଙ୍ଗଲୋର ରେ ଅନୁଷ୍ଠିତ ବି ବି ସି ଆଇ ସାଇକେଲ ଚାମ୍ପିଅନସିପ ରେ ଦୂତୀୟ ସ୍ଥାନ ଅଧିକାର
ରାଉରକେଲା : (ବସନ୍ତ କୁମାର ଜେନା); ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ତନୁସ ସିଭିଲ ଟାଉନସିପ୍ ରେ ରହନ୍ତି । ଚାରିବର୍ଷ ହେଲା ସେ ସାଇକେଲ ଚଲାଇବା ଅଭ୍ୟାସ ଜାରି ରଖିଛନ୍ତି। ଗତ ୧୭!-->!-->!-->…
ଆଇପିଏଲ୍ ଏଥର ନୂଆ ବିଜେତା ଦେଖିବ: ଶାସ୍ତ୍ରୀ
ମୁମ୍ବାଇ: ଆଇପିଏଲ୍ ଏଥର ନୂଆ ବିଜେତା ଦେଖିବ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏକାଧିକ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିବା ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ଦଳୀୟ ଚଳିତ ସଂସ୍କରଣରେ!-->…
ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ଼ ପାଇଲେ ବିଶ୍ଵ କରାଟେ ଜଗତର ଧ୍ରୁବତାରା ପ୍ରମୋଦ ରାଉଳ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଚାଟମଣ୍ଡଳୀ ଗ୍ରାମର ଶ୍ରୀ ପ୍ରମୋଦ ରାଉଳଙ୍କୁ ବାବାସାହେବ ଆମ୍ବେଦକର ନୋବଲ ଆୱାର୍ଡ ୨୦୨୨ ରେ ସମ୍ମନିତ କରାଗଲା ସାରା ଭାରତର ଜଣାଶୁନା ବ୍ୟକ୍ତି ତଥା ସାରା ଭାରତ ବର୍ଷ ରେ ଆଜିପର୍ଯନ୍ତ ଲକ୍ଷାଧିକ ଲୋକଙ୍କୁ ବିନମୂଲ୍ୟରେ ନିଜ!-->!-->!-->…
ହାଇଦ୍ରାବାଦର ହ୍ୟାଟ୍ରିକ୍ ବିଜୟ, କୋଲକାତାକୁ ହରାଇଲେ ରାହୁଲ-ମର୍କରାମ
ମୁମ୍ବାଇ: ଆଇପିଏଲ୍-୧୫ର ୨୫ତମ ମ୍ୟାଚ୍ରେ ଶୁକ୍ରବାର ସନ୍ରାଇଜର୍ସ ହାଇଦ୍ରାବାଦ ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଦେଇଛି। ହାଇଦ୍ରାବାଦ ନିଜ ପଞ୍ଚମ ମ୍ୟାଚ୍ ଖେଳି ତୃତୀୟ ବିଜୟ ଏବଂ କୋଲକାତା ଷଷ୍ଠ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଛି। କୋଲକାତା!-->…
୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ । ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଖେଳାଯିବ ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା!-->…