Browsing Category

ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ୯ ସ୍ବର୍ଣ୍ଣ ପଦକ ହାସଲ

ହିଞ୍ଜିଳିକାଟୁ (୧୫।୬) : ଜାଗୁଆର ଏକାଡେମୀ ଅଫ ମାର୍ସଲ ଆର୍ଟ୍ସ ଓ ସେଲ୍ଫ ଡିଫେନ୍ସ ର ୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ରାଜ୍ୟସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ୯ ସ୍ଵର୍ଣ୍ଣ ପଦକ ,୬ ସିଲଭର, ୧ ଵ୍ରୋଞ୍ ପଦକ ହାସଲ କରି ଗୌରବ ଅର୍ଜନ

ମୋଟର ସାଇକେଲ ଓ ବଳଦ ଧକ୍କା, ଦୁଇ ଗୁରୁତର

ଦାରିଙ୍ଗବାଡି (୧୫/୦୬) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ତରଗାବାଲି ଗ୍ରାମର ଧମେନ୍ଦ୍ର ମାଝୀ (୨୪) ଓ ବିନୋଦ ମୁଠାମାଝୀ (୨୧) ଗତକାଲି ସନ୍ଧ୍ୟା ସମୟରେ ମୋଟର ସାଇକେଲ ରେ ନିଜ ଗାଁକୁ ଫେରୁ ଥିବା ବେଳେ ମୋହନା ଥାନା ଅଧିନସ୍ତ ଝିଲିକି ଗ୍ରାମ ନିକଟରେ ବଳଦ ଧକ୍କାରେ

ବିଜେପି ପକ୍ଷରୁ ଗ୍ରୀଡ ସବ ଷ୍ଟେସନ ଘେରାଉ…

ଫୁଲବାଣୀ :ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ଡି ଆର ଡି ଏ ଛକ ସ୍ଥିତ ଗ୍ରୀଡ ସବ ଷ୍ଟେସନ ସମ୍ମୁଖରେ ହାତରେ ଲଣ୍ଠନ ଓ ବିଞ୍ଛଣା ଧରି ଘେରାଉ କରିଥିଲେ l ସମସ୍ତେ ଏକ ସ୍ଵରରେ ଟାଟାକୁ ନବୀନ ସରକାର ଙ୍କ ଅହେତୁକ ଅନୁକମ୍ପା କଣ

ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳିତ

ଦାରିଙ୍ଗବାଡ଼ି (୧୪/୬) : ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଲୋକ କଳା ଦିବସ ପାଳନ ହୋଇଯାଇଛି। ବିଡ଼ିଓ ତଥା ଲୋକ କଳା ସଂଘର ସଭାପତି ଗଦାଧର ପାତ୍ରଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳନ ହୋଇଥିବା ବେଳେ ଏଥିରେ ବ୍ଲକ ଅଞ୍ଚଳରୁ ଶତାଧିକ କଳାକାର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ

ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର

ବାଲିଗୁଡା : ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ବାଟାଲିୟନର ୧୧ ଜଣ ଅଧିକାରୀ ଓ ଜବାନ ସକ୍ରିୟ

ମା କ୍ଷେତ୍ରବାସୀ ପୀଠ , ଚୁନିଦା, କଲେଇ ଗ୍ରା.ପ,ଭଦ୍ରକ ଠାରେ ପଞ୍ଚମ ବାର୍ଷିକ୨୦୨୩ ଆମ ଗାଁ ରଜ ମହୋତ୍ସବ ପାଳିତ…

ଭଦ୍ରକ : ତା ୧୪/୧୫/୧୬/୧୭ରିଖ ଚାରି ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବ ବୋଲି କମିଟିର ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ବାବୁଲା ରାଉତ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି l ଉଦଘାଟକ ଭାବେ ସରପଞ୍ଚ ନିରଞ୍ଜନ ମଲ୍ଲିକ, ମୁଖ୍ୟଅତିଥି ଭାବେ

ବ୍ଲକସ୍ତରୀୟ ଲୋକକଳା ଦିବସ ପାଳନ…

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଲୋକକଳା ଦିବସ ବୁଧବାର ପଂଚାୟତ ସମିତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଏହି ଉତ୍ସବ କୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର

ଗୋପାଳପୁର ପାନ୍ଥ ନିବାସରେ ରଜପର୍ବ ପାଳିତ…

ବ୍ରହ୍ମପୁର // ଗୋପାଳପୁର (୧୪/୬) : ଗୋପାଳପୁରସ୍ଥିତ ପାନ୍ଥ ନିବାସରେ ଆଜି ରଜ ପର୍ବ ପାଳନ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାନ୍ଥ ନିବାସ ପରିସର ରେ ସୁ ସଜିତ ରଜ ଦୋଳି ଉଦ୍ଘାଟନ ହୋଇଥିଲା।ପାନ୍ଥ ନିବାସର ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଆୟୋଜିତ ୩ ଦିନିଆ

ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘର ସାତ ଦିନିଆ ପ୍ରାଥମିକ ବର୍ଗ

ଚିକିଟୀ : ରାଷ୍ଟ୍ର ନିର୍ମାଣ ସାଙ୍ଗକୁ ବ୍ୟକ୍ତି ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବ୍ୟକ୍ତି ନିର୍ମାଣ ରେ ଦୀର୍ଘ ୯୮ବର୍ଷ ଧରି ଲାଗି ରହିଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ସାତ ଦିନିଆ ପ୍ରାଥମିକ ବର୍ଗ ଚିକିଟୀପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ

ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ “ପହିଲି ରଜ” ଉତ୍ସବ ପାଳନ

ବ୍ରହ୍ମପୁର : ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ ଆଜି "ପହିଲି ରଜ" ଉତ୍ସବ ପାଳନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ‌ ନେତୃତ୍ବ ଏବଂ ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ ଓ ବର୍ଷା ବିଦ୍ୟୁସ୍ମିତା ପାଳଙ୍କ