Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ…

ଦାରିଙ୍ଗବାଡ଼ି,୧୩/୬.ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନୀତ

ବିଭିନ୍ନ ସମସ୍ୟା ପ୍ରତିବାଦ ରେ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ : ପ୍ରତିଶୃତି ପରେ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ସ୍ଥିତ ସମନ୍ୟୁତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ (ଆଇସିଡିଏସ) ରେ ହେଉଥ‌ିବା ବିଭିନ୍ନ ସମସ୍ୟା ଏବଂ ଶିଶୁ ବିକାଶ ଅଧିକାରିଣୀଙ୍କ ଅବହେଳାରେ ଅତିଷ୍ଟ ହୋଇ ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ

ତିନି ଦିନ ଧରି ବ୍ରାହ୍ମଣୀଗାଁ ସ୍ଥିତ ଦୁଇଟିଏଟିଏମ୍ ଅଚଳ। ସାଧାରଣ ଜନତା ହନ୍ତସନ୍ତ…

ଦାରିଙ୍ଗବାଡି, ୧୩/୦୬, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ସ୍ଥିତ ୨ଟି ଷ୍ଟେଟ ବ୍ୟାଙ୍କ ଏଟିଏମ ଅଚଳ ଅବସ୍ଥାରେ ତିନି ଦିନ ଧରି ପଡି ରହିଥିବା ଖବର ହସ୍ତଗତ ହୋଇଛି। ତିନି ଦିନ ଧରି ଏଟିଏମରେ ଟଙ୍କା ନଥିବାରୁ ସାଧାରଣ ଜନତା ଜରୁରୀ ଆବଶ୍ୟକତାରେ ପଇସା ଉଠେଇ ନ ପାରି ନାହିଁ

ରାଜସ୍ୱ ବିଭାଗ ଅଧିକାରୀ ଙ୍କ ଆଶ୍ରିବାଦ ରେ ବାଲି ଓ ପଥର ମାଫିଆ :ଆସ୍କା ଅଞ୍ଚଳରେ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ…

ବ୍ରହ୍ମପୁର: ଆସ୍କା ରେ ଥିବା ଋଷିକୂଲ୍ୟା ଓ ବଦନଦୀ ର ବାଲି ଜିଲ୍ଲା ସମେତ ଜିଲ୍ଲା ଓ ରାଜ୍ୟ ବାହାରେ ଚାହିଦା ରହିଛି। ଏହିବାଲି ରେ ଘର ତିଆରି କରିଲେ ଅଧିକ ମଜବୁତ ରହେ।ଏହାର ସୁଯୋଗ ନେଇ ଆସ୍କା ଅଞ୍ଚଳ ର ରାଜନେତା, ସମାଜ ସେବୀ ଓ ଅପରାଧ ତତ୍ୱ ମାନେ ସେମାନଙ୍କ ର ସମର୍ଥକ ଓ ନିଜଲୋକ ଙ୍କ

ଗଞ୍ଜାମଜିଲ୍ଲା ରଜକ କୁଳ ସମାଜ ସହ ସମିତି ମିଶ୍ରଣ ପର୍ବ ପଶ୍ଚିମ…

ହିଞ୍ଜିଳିକାଟୁ: ୧୩।୬ ଗଞ୍ଜାମ ଜିଲ୍ଲା ରଜକ ସମାଜର ସାଧାରଣ ସଭା ମଙ୍ଗଳବାର ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ରଜକ ସମାଜ ସଭାପତି ରମେଶ ଚନ୍ଦ୍ର ସଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ରଜକ ସମିତି ସଭାପତି ଆପନା ସେଠି ଙ୍କ

ଦିନିକିଆ କନ୍ଧମାଳ ଗ୍ରସ୍ତରେ ବିଜେଡି ସଂଘଠନ ସମ୍ପାଦକ ବବି ଦାସ…

ଫୁଲବାଣୀ: ଆଜି ଦିନିକିଆ କନ୍ଧମାଳ ଗ୍ରସ୍ତରେ ବିଜେଡି ସଂଘଠନ ସମ୍ପାଦକ ବବି ଦାସ।ବବି ଦାସ ପ୍ରଥମେ ଫୁଲବାଣୀ ସ୍ଥିତ ପ୍ରଦକ୍ଷିଣ ଗୃହରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ଶହ ଶହ କର୍ମୀଙ୍କୁ ନେଇ

ନୁତନ ତହସିଲ କାର୍ଯାଳୟ ପାଇଁ ଦାବୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ସ୍ମାରକ ପତ୍ର ପ୍ରଦାନ

କୁଆଁରମୁଣ୍ଡା //ନୁଆଗାଁ :- ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ନୁଆଗାଁ ବ୍ଳକ ଏକ ଉପାନ୍ତ ଅଞ୍ଚଳ ରୁପେ ପରିଚିତ।ଏଠାରେ ୨୦ ଟି ପଞ୍ଚାୟତ ମଧ୍ଯରୁ ଅଧାରୁ ଅଧିକ ପଞ୍ଚାୟତ ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ କୁ ଲାଗି ରହିଛି ।ଏଠାକାର ଅଧିବାସୀ ସାଧାରଣତଃ ଲୋକ ଚାଷ ଓ କୁଲି ମଜୁରିଆ ଭାବେ ନିଜର ପରିବାର

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ

୫-ଟି ସଚିବଙ୍କ ଦାରିଙ୍ଗବାଡି ଗସ୍ତ ପାଇଁ ତଦାରଖ କଲେ କନ୍ଧମାଳ ଏସ ପି…

ଦାରିଙ୍ଗବାଡ଼ି ,୧୨/୬: ଆସନ୍ତା ୧୬ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ୧୭ ତାରିଖରେ ୫-ଟି ସଚିବ ଦାରିଙ୍ଗବାଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଦାରିଙ୍ଗବାଡ଼ିରେ କିଛି କାର୍ଯ୍ୟକ୍ରମରେ ସଚିବ ଯୋଗଦେବା ସହିତ କିଛି ସରକାରୀ