Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି…
ଦାରିଙ୍ଗବାଡି,୧୨/୬ ଦାରିଙ୍ଗବାଡି ବ୍ଲକରେ ସୋମବାର ଦିନ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଅଭିଯୋଗ ଶୁଣାଣିରେ ଏସପି ସୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ମିଳିତ ଅମଲା ମଞ୍ଚ…
ଫୁଲବାଣୀ:ଆଜି ଫୁଲବାଣୀ ସ୍ଥିତ ବନାନୀ କଳା ସଂସଦ ଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲା ମାନେ ବହୁ ସଂଖ୍ୟାରେ ଯୋଗ!-->…
ଗଣମାଧ୍ୟମ ପ୍ରତିନିଧି ଜନତାଙ୍କ ସେବକ, ସାମ୍ବାଦିକ ସଂଘ କା ର୍ଯ୍ୟାଳୟ ଭିତି ପ୍ରସ୍ତର ସ୍ଥାପନ ଦିବସରେ ଅତିଥିମାନଙ୍କ…
ମାଲକାନଗିରି : ତା. ୧୨.୦୬.୨୦୨୩ - ଗଣମାଧ୍ୟମ ପ୍ରତିନିଧି ମାନେ ସାଧାରଣ ଜନତାଙ୍କ ପ୍ରକୃତ ସେବକା ଦୈନନ୍ଦିନ ଖବର ପ୍ରଚାର ପ୍ରସାର କରି ପ୍ରଶାସନକୁ ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡିକ ଅବଗତ କରାଇଥାନ୍ତିା ଯାହାଫଳରେ ପ୍ରଶାସନ କିମ୍ବା ସରକାରଙ୍କ ଅଗୋଚରରେ ସାଧାରଣ ଲୋକଙ୍କ ସମସ୍ୟା ଦୂର!-->…
ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିର ସଭାପତିଙ୍କୁ ବହିଷ୍କୃତ
ଫୁଲବାଣୀ: ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ସଭାପତି ନିଜ ମନ ମୁତାବକ କାର୍ଯ୍ୟ ବିଚ୍ଛିନ୍ନ କରୁଥିବା ଯୋଗୁଁ ସେ ସମ୍ପର୍କରେ ପ୍ରଶାସନ ତଥା ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଜରୁରୀକାଳୀନ ବୈଠକ କରଯାଇଥିଲା ।ଉକ୍ତ ବୈଠକରେ ପାଣ ସମାଜର ବିଭିନ୍ନ ବ୍ଳକ ଯଥାଫିରିଙ୍ଗିଆ!-->…
ଛାତ୍ରୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କଣ୍ଟ୍ରାକ୍ଟରପଡ଼ା ଅଞ୍ଚଳରେ ଜଣେ ନବମ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ରବିବାର ଘରେ କେହି ନଥିବା ସମୟରେ ନାବାଳିକା bcଜଣକ ବେକରେ ଶାଢ଼ି ଲଗାଇ ଝୁଲି ପଡିଛନ୍ତି l ମୃତ ନାବାଳିକା ଜଣକ ହେଲେ ପିଅନ ପଡ଼ା ଅଞ୍ଚଳର ବିଶିକେଷ!-->…
ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା
ବାଲିଗୁଡା : ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ତାପମାତ୍ର ୪୧ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡିଛି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ସକାଳ ୭ ଟା ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ହେଉଥିବା!-->…
ଉତ୍କଳ ଆଳୁମିନାରେ ସପ୍ତାହବ୍ୟାପୀ ପରିବେଶ ଦିବସ ପାଳନ
କାଶୀପୁର : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡଠାରେ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା!-->…
ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ସମାରୋହ
ଭ୍ରଦକ : ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏକାଧାର ରେ ଜଣେ ଅନୁବାଦିକା ସାହିତ୍ୟିକା ଭାରତ ରାଜନୀତି ରେ ଜନମାନସ ର ନାୟିକା ଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୨ ତମ ଜୟନ୍ତୀ ଅବସରରେ ବକ୍ତା ମାନେ ମତ ରଖିଥିଲେ | ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପ ରେ ତ୍ଯାଗ ଭୂମି!-->…
ରାଜ ଖଣ୍ଡାୟତ ବିଶୋଇ ସମାଜ ଗଠିତ
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଠାରେ ରାଜ ଖଣ୍ଡାୟତ ବିଶୋଇ ସମ୍ପ୍ରଦାୟଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ବ୍ରଜସୁନ୍ଦର ବିଶୋଇଙ୍କ ନେତୃତ୍ୱ ଅନୁଷ୍ଠିତ ଏହି ସଭାରେ ଜ଼ିଲ୍ଲା ବିଭିନ୍ନ ବ୍ଲକରୁ ରାଜ ବିଶୋଇ ସମ୍ପ୍ରଦାୟର ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ l!-->…
କାଳବୈଶାଖୀ ପବନ ରେ ଭାଙ୍ଗିଲା ସଭାସ୍ଥଳ ଚିନ୍ତା ରେ ପ୍ରଶାସନ ଓ କର୍ମୀ
ଭଦ୍ରକ : ଆସନ୍ତା କାଲି ରବିବାର ଦୁଇଦିନିଆ ଭଦ୍ରକ ଜିଲ୍ଲା ଗ୍ରସ୍ତ ଆସୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନ ଏଥି ପାଇଁ ପ୍ରଶାସନ ପକ୍ଷରୁ କିଛି ଦିନ ହେବ ନାହିଁ ନ ଥିବା ତତ୍ପରତା ପ୍ରକାଶ ଓ ପାଇଥିଲା ପ୍ରଥମ ଦିନ ରେ (ରବିବାର) ସଦର ମହକୁମାରେ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ଥିବା!-->!-->!-->!-->!-->…