Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଓମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ!-->…
ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ
ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ଙ୍କ କର୍ମ ତପ୍ତର ଅଭିଯାନ କ୍ରମରେ ମୁକ୍ତା ଯୋଜନାରେ ବ୍ରହ୍ମପୁର ମହାନଗର ନିଗମ ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସଫଳ ରୂପାୟନ ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପଣ୍ଡିଆନ। ଆଭାସି ମାଧ୍ୟମରେ ସମୀକ୍ଷା କରିଛନ୍ତି ୫ଟି ସଚିବ।ଦଶଟି!-->…
କୋଏଲ ସେତୁର ନିର୍ମାଣ କାର୍ଯ୍ୟ ମନ୍ଥର,ବଢୁଛି ଜନଅସନ୍ତୋଷ…
କୁଆଁରମୁଣ୍ଡା : ୨୦୧୯ ମସିହା ମାର୍ଚ୍ଚ ୧ ତାରିଖ ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା କୋଏଲ ନଦୀ ରେ ଏକ ପୋଲ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲ ଦ୍ଵାରା କୁଆଁରମୁଣ୍ଡା ବ୍ଳକ ଜନସାଧାରଣ ତଥା ବିରମିତ୍ରପୁର!-->…
ବଣ୍ଡାଘାଟିରେ ଦୁଇ ହଜାର ଟଙ୍କିଆ ନୋଟ S B I ବ୍ୟାଙ୍କ ମାଧ୍ୟମରେ ଅଦଳ ବଦଳ
ମାଲକାନଗିରି : ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତରେ ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଅଚଳ ନିର୍ଦ୍ଦେଶ ହୋଇଥିବା ବେଳେ ତାହା ବଣ୍ଡା ଜନଜାତି ଲୋକମାନଙ୍କ ଅସୁବିଧା ରେ ପକାଇଥିଲା । ଏହାର ସୁବିଧା ପାଇଁ S B I ବ୍ୟାଙ୍କ ମାଧ୍ୟମରେ ଏକ କ୍ୟାମ୍ପ ବଣ୍ଡା ଘାଟି ରେ ଅନୁଷ୍ଠିତ!-->…
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସାଧାରଣ ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ସାଧାରଣ ପରିଷଦ ବୈଠକ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ କରାଯିବ ସହିତ ବିଭିନ୍ନ ଯୋଜନାକୁ ସାମିଲ କରାଯାଇଛି । ଜିଲ୍ଲା ପାଇଁ ୯ କୋଟିରୁ!-->…
ଜିଲ୍ଲା ଘାସିକୁଳ ସମାଜକଲ୍ୟାଣ ସମିତିର ମହାସଭା
ଫୁଲବାଣୀ : ଜିଲ୍ଲା ଘାସି କୁଳ ସମାଜ କଲ୍ୟାଣ ସମିତି କନ୍ଧମାଳର ତ୍ରି-ଦିବସୀୟ ମହା ସମ୍ମିଳନୀ ତା ୭,୮,୯ ଜୁନ ୨୦୨୩ ରିଖ ଦିନ ଜିଲ୍ଲାର ୧୨ ଟି ବ୍ଳକର ଘାସି/ହାଡି ସଂପ୍ରଦାୟର ଜାତି ଭାଇକୁ ନେଇ କରଯାଇଥିଲା । ତା ୭.୬,୨୦୨୩ ରିଖ ଦିନ ସମୟ ଅପରାହ୍ନ ୧ ଘଣ୍ଟା ସମୟରେ ମାଦିକୁନ୍ଦା ଛକ, ଫୁଲବାଣୀ!-->…
ନିଲାମ ପୂର୍ବରୁ ବଜାର ଷ୍ଟଲ୍ କୁ ନେଇ ପ୍ରିୟାପ୍ରୀତି ତୋଷଣ ଓ ଅନିୟମିତତା ଅଭିଯୋଗ ଆଣିଲେ ବଜାର ବଣିକ ସଂଘ…
ବାଲିମେଳା/ମାଲକାନଗିରି:(୦୯/୦୬/୨୦୨୩)ରଜ୍ୟରେ ଶାସକ ଦଳ ଓ ପ୍ରଶାସନ 5T ଓ ସ୍ୱଚ୍ଛ ଶାସନର ଡେଙ୍ଗୁରା ଯେତେ ପିଟୁଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ଶାସକ ଦଳର ଛତ୍ର ଛାୟା ତଳେ ହିଁ ସବୁଠାରୁ ଅଧିକ ଦୁର୍ନୀତି ହେଉଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ଠିକ୍ ଏଭଳି ଏକ ଅଭିଯୋଗ ଆସିଛି!-->!-->!-->…
କନ୍ଧମାଳରେ ସିଫା ଦ୍ବାରା ‘ମତ୍ସ୍ୟ ଅମଳ ମେଳା’ ଓ କୃଷକ-ବୈଜ୍ଞାନିକ ଭାବବିନିମୟ କାର୍ଯ୍ୟକ୍ରମ
ଫୁଲବାଣୀ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା) ଓ ଓଡିଶା ସରକାରଙ୍କ କନ୍ଧମାଳ କୃଷି ବିଭାଗର ମିଳିତ ସହଯୋଗରେ ମାଛ ଅମଳ ମେଳା ଓ ବୈଜ୍ଞାନିକ- କୃଷକ ଭାବବିନିମୟ କାର୍ଯ୍ୟକ୍ରମ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗବନ୍ଧ ଠାରେ ଜୁନ୍ ୭!-->…
କୁଆରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ଛାତିରେ ଲୁହାରଡ ପଶିଗଲା
କୁଆଁରମୁଣ୍ଡା : ରାଏବଗା ଥାନା ଅଣ୍ଡାଳି ପଂଚାୟତ ଅର୍ନ୍ତଗତ ମଝାପଡା ପତ୍ରାଟୋଲି ଗ୍ରାମର ଜନୈକ ଯୁବକ ମାରିୟାନୁସ ସୋରେନ (୩୬ ) ପିତା ଦେଓନିସ ସୋରେନ ଗତକିଛିଦିନ ହେଲା କୁଆଁରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି ସଂଧ୍ୟାରେ କାରଖାନାରେ କାର୍ଯ୍ୟରତ!-->…
ସାଙ୍ଗର ବେକକୁ ବ୍ଲେଡରେ କାଟିଲା ସାଙ୍ଗ
ଭଦ୍ରକ : ସାଙ୍ଗର ବେକକୁ ବ୍ଲେଡ କାଟିଲା ସାଙ୍ଗ | ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଭୈରବପୁର ସ୍ଥିତ ଗମେଇ ନଦୀ ପୋଲ ନିକଟରେ | ଗୁରୁତର ଯୁବକ ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କରିଛନ୍ତି |
ଗୁରୁତର ଯୁବକ ବାଲିନଗର ଗ୍ରାମର ଗୟାଧର ମଲ୍ଲିକ!-->!-->!-->!-->!-->…