Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାହାନଗା ଟ୍ରେନ ଟ୍ରାଜେଡି : ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କଂଗ୍ରେସ ନେତୃବୃନ୍ଦ
ଭଦ୍ରକ : କଂଗ୍ରେସ ର ଏକ ପ୍ରତିନିଧିଦଳ ସୋମବାର ଭଦ୍ରକ ଡାକ୍ତର ଖାନା ରେ ପହଞ୍ଚି ଆହାତ ଙ୍କ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ବ ରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଡାକ୍ତର ଚେଲ୍ଲା କୁମାର, ବିଜୟ!-->…
ଜିଲ୍ଲା ମୁଖ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼, : ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ଦ୍ଵାରା ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ ୨୬୭ଟି ଅଭିଯୋଗ ଆସିଥିଲା I ସେଥି ମଧ୍ୟରୁ ୨୪୭ ଟି ଅଭିଯୋଗ!-->…
ଜିଲ୍ଲା ରେଡକ୍ରସ ଦ୍ଵାରା ରାବନଡ଼ିହି ଜରାଶ୍ରମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ
ସୁନ୍ଦରଗଡ଼, (୦୫/୦୬): ରାବନଡ଼ିହିସ୍ଥିତ ଜରାଶ୍ରମ ଠାରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି I କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ( ଆପତକାଳୀନ) ତଥା ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦିକା କୁନ୍ତୀ ରାଣୀ ନାୟକ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ!-->…
ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ
ରାଉରକେଲା (୫/୬) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ର୍ଏସ୍ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାକ୍ସ)ର୍ ଏସ୍. ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭୀବେ ଯୋଗ ଦେଇଥିଲେ।!-->…
ଦାଦାବଟି ମାଗିବା ଅଭିଯୋଗ, ୪ ଗିରଫ
ବ୍ରହ୍ମପୁର : ଦାଦାବଟି ମାଗିବା ସହିତ ଆଖୁରସ ବ୍ୟବସାୟୀ କୁ ଆକ୍ରମଣ କରିବା ଅଭିଯୋଗ ରେ ନିମଖଣ୍ଡି ଥାନା ପୋଲିସ ଲୋଚାପଡା ଗଣେଷ ମାର୍ଗର ଚାରି ଜଣଙ୍କୁ ଗିରଫ କରିଛି। ଚଳିତ ମାସ ଜୁନ ପ୍ରଥମ ତାରିଖରେ ଲୋଚପଡା ଚୁଆ ବନ୍ଧ ନିକଟରେ ଆଖୁରସ ବିକ୍ରି କରୁଥିବା ସୁବାଷ ଚନ୍ଦ୍ର ବେହେରା ଏନେଇ!-->…
ବୟସର ଅପରାହ୍ନରେ ଜାତୀୟ ରାଜପଥ କଡ଼ରେ ବିପଦ୍ଜନକ ଅବସ୍ଥାରେ ବିତୁଛି ବୃଦ୍ଧାଙ୍କ ଅବଶିଷ୍ଟ ଜୀବନ…
ମାଲକାନଗିରି:(୦୫/୦୬/୨୦୨୩) କଥାରେ ଅଛି ୧୦ଖଣ୍ଡ ପୁରାଣ ଲେଖିବା ଯେତିକି କଷ୍ଟ ଗୋଟିଏ ସନ୍ତାନ ପ୍ରସବ କରିବା ତା'ଠାରୁ ଢ଼େର ଅଧିକା ଯନ୍ତ୍ରଣା ଦାୟକ। ନଅ ମାସ ଦଶ ଦିନ ଗର୍ଭରେ ଧାରଣ କରି ଯେଉଁ ମାଆ ଜନ୍ମ ଦେଇଥାଏ ସନ୍ତାନକୁ , ବୟସର ଅପରାହ୍ନରେ ଜରାଜୀର୍ଣ୍ଣ ଅବସ୍ଥାରେ ସେ ମାଆକୁ ଅଲୋଡ଼ା!-->…
ବାପାକୁ ଖାଦ୍ୟଦେବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଯୁବତୀ
ବାସୁଦେବପୁର : ଦୁର୍ଘଟଣା କେତେବେଳେ ଆସେ କେମିତି ବି ଆସେ ଏକଥା କେହି କହି ପାରନ୍ତି ନାହିଁ କି ଜାଣି ବି ପାରନ୍ତି ନାହିଁ। କଥାରେ ଅଛି ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, ଏଣୁ ମଣିଷ ଜନ୍ମ ହୋଇ କେତେବେଳେ ଏ କର୍ମ ମୟ ଜୀବନ ଭିତରୁ ଏ ଦୁନିଆ ରୁ ବିଦାୟ ନେଇ ଯାଏ ତାହା କେହି ବି!-->…
ପ୍ରାକୃତିକ ସମ୍ପଦକୁ ବିକ୍ରି କରିବା ବନ୍ଦ କର : ମାନବ ଅଧିକାର ସୁରକ୍ଷା ମଞ୍ଚ…
ବ୍ରହ୍ମପୁର :, ତା.5.6.2023ରିଖ ଦେଶର ପ୍ରାକୃତିକ ସମ୍ପଦକୁ ଯେଉଁ ପ୍ରକାର ଭାବେ କର୍ପୋରେଟ ହାଉସକୁ ବିକ୍ରି ଚାଲିଛି ଆଉ ଅଳ୍ପ ଦିନରେ ଏହି ସମ୍ପତ୍ତି ଶେଷ ହୋଇଯିବ, ଯାହାର ପରିଣାମ ସ୍ୱରୂପ ସମସ୍ତ ଦେଶବାସୀ ଭୋଗିବେ ବୋଲି ଆଜି ବିଶ୍ୱ ପରିବେଶ ଦିବସରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ!-->…
ବାଇକ୍ ଦୁର୍ଘଟଣା ଗ୍ରସ୍ତ ଯୁବକ ମୃତ…
କୁଆଁରମୁଣ୍ଡା- ଗତ କାଲି ବିଳମ୍ବିତ ରାତି ରେ ୧୪୩ ନଂ ଜାତିୟ ରାଜପଥ ଜମୁନାନାକି ଛକ ରେ ଠିଆହୋଇ ଥିବା ଏକ ଟ୍ରେଲର (ବି.ଆର ୪୪ଜିଏ ୨୧୫୪)କୁ ଏକ ବାଇକ୍ (ହଣ୍ଡାସାଇନ୍) ନଂଓଡି୧୪ଜି୬୭୯୨ ଧକ୍କା ଦେଇ ଥିଲା ।ଧକ୍କା ଦେଇ ଥିବା ଯୁବକ ପ୍ରଶାନ୍ତ କୁମାର ମଲ୍ଲିକ ୩୦ ଙ୍କ ର ଘଟଣା ସ୍ଥଳ ରେ ହିଁ!-->…
ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ଅଧିବେସନ ଓ ନୂତନ କର୍ମକର୍ତା ମନୋନୀତ
ମାଲକାନଗିରି : ତା. ୦୪.୦୬.୨୦୨୩ - ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଆଜି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସହ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଘ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ କାର୍ଯ୍ୟକାରୀ କମିଟି!-->…