Browsing Category

ଆଞ୍ଚଳିକ

ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ…

ଭୁବନେଶ୍ୱର : ତା:୦୪-୦୬-୨୦୨୩:- ବାଲେଶ୍ଵର ନିକଟ ବାହାନଗା ଠାରେ ଶୁକ୍ରବାର ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ଆହତଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ। ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେଡକ୍ରସ ଭବନ ରକ୍ତ ଭଣ୍ଡାର ରେ ଏଲିନା ଆୟୋଜିତ

ବାଲିଗୁଡାରେ ପ୍ରବଳ ପବନ ସହ ଘଡଘଡି : ନଡ଼ିଆ ଗଛକୁ ବିଜୁଳି ମାରିବାରୁ ଜଳିଗଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ,ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ

ବାହାନାଗା ଟ୍ରେନ ଧକ୍କାରେ ମୃତବ୍ୟକ୍ତିଙ୍କ ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭା ଯାତ୍ରା

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀ ଠାରେ ଜିଲ୍ଲାପ୍ରେସ କ୍ଲବ, ବରିଷ୍ଠ ନାଗରିକ ସଙ୍ଘ ଓ ମିଳିତ ନାଗରିକ କମିଟିଙ୍କ ମିଳିତ ସହଯୋଗରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନାଙ୍କ ସଭପତିତ୍ୱରେ ବାହାନାଗା ଠାରେ କରମଣ୍ଡଳ ଟ୍ରେନ ଧକ୍କାରେ ମୃତ ବ୍ଯକ୍ତିଙ୍କ ଅମର ଆତ୍ମାର

ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତଙ୍କ ଆଜି ପର୍ଯ୍ୟନ୍ତ ଖୋଜ ଖବର ମିଳିନାହିଁ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତିର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜେଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରାରେ ଅତିଥି ଭାବରେ ଯୋଗ ଦେବା ପାଇଁ ଯାଉ ଥିବା ସମୟରେ

ବାଲିଗୁଡାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିର ସମସ୍ତ ସଦସ୍ୟ,ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ

ବାଲେଶ୍ଵର ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ କେଣ୍ଡଲ ରାଲି

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେ ଆଜି ବଣିକ ସଂଘ ଓ ଟିକିରି ଅଞ୍ଚଳ ଯୁବକ ମାନେ ଟିକିରି ମୁଖ୍ୟ ରାସ୍ତା ରେ କେଣ୍ଡଲ ଶୋଭାଯାତ୍ରା ଟିକିରି ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗୋକୁଳମୁଣ୍ଡା ତ୍ରୀନାଥ ମନ୍ଦିରପର୍ଯ୍ୟନ୍ତ ସଭା ଯାତ୍ରା ବାହାରିଥିଲା | ବାଲେଶ୍ଵର ଜିଲ୍ଲା

ଟିକିରିରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କାଶିପୁର : ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ ଅନୁଷ୍ଠିତ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ।ଏହି ଦିନ

ବାହାନଗା ରେଳ ଦୁର୍ଘଟଣାରେ ପାତ୍ରପୁର ବ୍ଳକ ର ଜଣେ ଯୁବତୀ ଗୁରୁତର

ପାତ୍ରପୁର-ବାଲେଶ୍ଵର ଜିଲ୍ଲାର ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ୨୫୦ ରୁ ଉର୍ଦ୍ଧ୍ବ ଲୋକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଗୁରୁତର ଆହତ ହୋଇଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ ଅନ୍ତର୍ଗତ ଗୋଠଗାଁ ଗ୍ରାମର ଜଣେ ଯୁବତୀ

କରମଣ୍ଡଳ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ବ୍ୟକ୍ତି ଙ୍କ ଉଦ୍ଦେଶ୍ଯ ରେ କେଣ୍ଡେଲ ଶୋଭାଯାତ୍ରା ଓ ଶୋକସନ୍ତପ୍ତ…

କୁଆଁରମୁଣ୍ଡା : ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍‌ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ

ବାହାନଗା ଟ୍ରେନ ଟ୍ରାଜେଡି: ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର, ମୃତ ସଂଖ୍ୟା ୩୦୦ ଟପିଲା..!

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଟପିଛି। ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ। ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର