Browsing Category

ଆଞ୍ଚଳିକ

ସାମ୍ବାଦିକଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦାନ…

ଫୁଲବାଣୀ : ସାମ୍ବାଦିକ ସ୍ଵର୍ଗତ କୁନାଲ ବେହେରାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତ୍ବନା ଜଣାଇଥିଲେ l ପ୍ରକାଶ ଥାଉକି ନନ୍ଦିଘୋଷ ଟିଭିର ରାଇକିଆ ପ୍ରତିନିଧି

ମରଣଯନ୍ତା ପାଲଟିଛି ବଣିପଦର ଗ୍ରାମର ସଡ଼କ…

ପ୍ରଶାସନ ର ନିଘା ନାହିଁ... ଉମରକୋଟ : ଗ୍ରାମ ଉନ୍ନୟନ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି, କିନ୍ତୁ ସେଗୁଡିକ ଯାଉଛି କେଉଁ ଆଡ଼େ ? ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ପଞ୍ଚଯାତ, ବଣିପଦର ଗ୍ରାମର ପ୍ରଧାନ ମନ୍ତ୍ରୀ ସଡ଼କ ଚଚରା

ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପୁରସ୍କୃତ

ଫୁଲବାଣୀ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ସାଇ ବିଦ୍ୟାଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନାଟ୍ୟ ଜଗତର ପ୍ରବାଦ ପୁରୁଷ ଓ ନାଟ୍ୟ ଜଗତର ବାଦଶାହା ଡ଼ଃ. ସଚ୍ଚି ଦାସଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବା ସହ ୪୯ବର୍ଷ ତଳେ ଡ଼ଃ. ଦାସଙ୍କ ଲିଖିତ ନାଟକ ନୀଳ ଆକାଶ ଦୂର

ଦୁଇ ଦଫା ଦାବି ନେଇ ପିଏମ୍ଇସି ଛାତ୍ରଙ୍କ ଦାବିପତ୍ର ଓ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର : ଶିତଳାପଲ୍ହି ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ଦୁଇ ଦଫା ନେଇ ଆଜି ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ମହାବିଦ୍ୟାଳୟ ର ବିଭିନ୍ନ ହଷ୍ଟେଲ ମାନଙ୍କୁ ରୁମ୍ ଭଡ଼ା ଓ ଅନ୍ୟଖର୍ଚ୍ଚ ଲେଖା ଯାଇ ପ୍ରତି ପିଲା ପିଛା ୬୦୦୦ ଟଙ୍କା ଲେଖା ପକାଯାଇଥିବା ବେଳେ ହଷ୍ଟେଲ

ଡକ୍ତର ସବିତା ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ…

ବ୍ରହ୍ମପୁର :ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରତିଭାଶାଳୀ ଅବସର ପାପ୍ତ ଓଡ଼ିଆ ପ୍ରଫେସର ତଥା ଗାନ୍ଧୀନଗର ନିବାସୀ ସ୍ୱର୍ଗତ ଡକ୍ତର ସବିତା ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ତା ୨୬/୦୫/୨୦୨୩ ରିଖ ଶୁକ୍ରବାର ଦିନ ହାଇଦରାବାଦ ସ୍ଥିତ ଝିଅ ମାନଙ୍କ ନିମନ୍ତ

ବୋଲେରୋ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ…

ଭଦ୍ରକ: ଆଜି ପୂର୍ବାହ୍ନ ୯ଟା ସମୟରେ ଏବ ବୋଲେରୋ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମର ସ୍ୱର୍ଗତ ବୈକୁଷ୍ଠ ସାମଲଙ୍କ ପତ୍ନୀ ଅଖୁଜି । ଅଖୁଜି ନିଜ ବାଡ଼ିରୁ ଶାଗ ତୋଳି ଫେରୁଥିବା ସମୟରେ ଭାରସାମ୍ୟ

କୁଆଁରମୁଣ୍ଡାରେ କାଳବୈଶାଖୀର ତାଣ୍ଡବ

କୁଆଁରମୁଣ୍ଡା : କୁଆଁରମୁଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରୀରେ ଭୀଷଳ କାଳବୈଶାଖୀ ପ୍ରବାହିତ ହୋଇଯାଇଛି | ଏହାର ପ୍ରଭାବରେ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଅଘଟଣ ଘଟିଯାଇଛି । କାର୍ଯ୍ୟାଳୟ ବନ୍ଦ ଥିବାରୁ ଯଦିଓ ଝଡ଼ବର୍ଷା ଲାଗି କୌଶସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି

କୋଟଗଡ ଥାନା ଅଞ୍ଚଳର ଦୁଷ୍କର୍ମକାରୀ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳର ମାଦାଙ୍ଗି ଗ୍ରାମରେ ଚଳିତ ମାସ ୨୦ତାରିଖରେ ୮ବର୍ଷର ନାବାଳିକାଙ୍କୁ ଟିଭି ଦେଖିବାକୁ ଡାକି ଦୁଷ୍କର୍ମ ଭଳି ଲଜ୍ଜ୍ୟା ଘଟଣା କରି ଫେରାର ହୋଇଯାଇଥିବା ଦୁଷ୍କର୍ମ କାରିକୁ ୪ଦିନପରେ ଗିରଫ୍ କରିଛି କୋଟଗଡ ପୁଲିସ୍।

କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦୁଇ ଦିନଆ କନ୍ଧମାଳ ଗସ୍ତ

ବାଲିଗୁଡ଼ା,: କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନଆ କନ୍ଧମାଳ ଗସ୍ତରେ ଆସୁଛନ୍ତି। ମେ ୨୯ ସନ୍ଧ୍ୟା ବେଳେ ବାଲିଗୁଡ଼ା ରେ ପହଞ୍ଚି ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ରାତ୍ରି ଯାପନ କରିବେ। ୩୦ମେ ସକାଳ ୯ଟା ରୁ ବାହାରି ରାଇକିଆ ଅଭିମୁଖେ

ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀଙ୍କ ଦିନିକିଆ ତାଲିମ କର୍ମଶାଳା

ଫୁଲବାଣୀ (୨୬.୫) : ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଏବଂ ସେମାନଙ୍କ ବ୍ୟକ୍ତିଗତ ସୂଚନା ଗୋପନୀୟତା ପ୍ରତି ସର୍ବଦା ଯତ୍ନଶୀଳ ହେବା। ସରକାରଙ୍କ ଗାଇଡଲାଇନ ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଏବଂ ତାଲିମ ଦ୍ଵାରା ଅଧିକ ସଶକ୍ତ ହେବା