Browsing Category

ଆଞ୍ଚଳିକ

ହାଟପଦା ପ୍ରାଥମିକ ବିଦ୍ୟାଳୟର ପରିସର ଅନାବନା ଘାସରେ ଭରପୁର

ଦାରିଙ୍ଗବାଡି, ୨୪/୦୬ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର କମ ରହିଥିବା ଖବର ହସ୍ତଗତ ହୋଇଛି। ୨୧ ତାରିଖରୁ ସମସ୍ତ ବିଦ୍ୟାଳୟ ଖୋଲି ଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ସତ୍ୱେ ଉପାନ୍ତ ଇଲାକାରେ ଥିବା କିଛି ବିଦ୍ୟାଳୟ…

ଲଙ୍କା ଗୁଣ୍ଡ ଫିଙ୍ଗି ହାଣିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ…

ବ୍ରହ୍ମପୁର : ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥ ଇସକନ୍ ମନ୍ଦିର ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି କନିଶି ଗ୍ରାମର କୁନା ଚନ୍ଦ୍ର ଖଟୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସୂଚନା ଅନୁଯାୟୀ କୁନା ନିଜ ମାଁ…

ଧନ ବଳରେ ବଳିୟାନ ହୋଇ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ…

ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ଶ୍ରୀ ସୟଦ ସବୀର ସାହ ଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ…

ଆଉଟସୋରସିଙ୍ଗ କର୍ମଚାରୀମାନଙ୍କର ଜିଲ୍ଲାପାଳ ଅଫିସ ଘେରାଉ ଓ ଧାରଣା

ଫୁଲବାଣୀ : ଆଜି ଆଉଟ ସୋରସିଙ୍ଗ କର୍ମଚାରୀ ମାନଙ୍କର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ହଜାର ଉର୍ଦ୍ଧ୍ବ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l…

ଫରେଷ୍ଟର ବାବୁଙ୍କ ଦାଦାଗିରି

ଉମରକୋଟ (୨୩/୦୬) : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଏକ ମାଓପ୍ରବଣ ଅଞ୍ଚଳ ହେଇ ଥିବାରୁ ଏହି ବ୍ଲକର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକରେ ଗ୍ରାମ ବାସୀ ରାତିରେ ମାଓବାଦୀଙ୍କ ଶିକାର ତ ଦିବାଲୋକେ ଦିନ ଦ୍ୱିପ୍ରହରେ ସରକାରୀ ବାବୁ ମାନଙ୍କ ଶିକାର ହେଉଛନ୍ତି l ଆଜି ୨୩/୦୬/୨୦୨୩ ରେ ଓଡ଼ିଶା…

ଦାରିଙ୍ଗବାଡ଼ିରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ଦାରିଙ୍ଗବାଡ଼ି, ୨୩/୦୬, ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ଗତକାଲି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ରେ ପହଞ୍ଚିଛନ୍ତି। ପ୍ରାକ ମୌସୁମୀ ପ୍ରଭାବରେ ଦାରିଙ୍ଗବାଡ଼ିରେ ଲାଗି ରହିଥିବା ଝିପି…

ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ | ରାଜ୍ୟ…

ଜନସଙ୍ଘ ପ୍ରତିଷ୍ଠାତା ଡ଼ଃ.ଶ୍ୟାମାପ୍ରସାଦ ମୁଖର୍ଜୀଙ୍କର ବଳିଦାନ ଦିବସ ପାଳନ

ସୁନ୍ଦରଗଡ ( ୨୩.୦୬) : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସଦରମହକୁମାସ୍ଥିତ ଭୋଜପୁର ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଭାରତର ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ…

ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଛତ୍ରପୁର (୨୩.୦୬) : ଧରାକୋଟ ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ…

ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟ…