Browsing Category

ଆଞ୍ଚଳିକ

ହିଞ୍ଜିଳି କାଟୁ ପରିବା ବଜାରରୁ ବେ _ଆଇନ ଜବରଦଖଲ ହଟେଇବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ହିଞ୍ଜିଳିକାଟୁ, ୨୦ା୯: ହିଞ୍ଜିଳିକାଟୁ ପରିବା ବଜାର ରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଉକ୍ତ ଜମି ଜବରଦଖଲ ଉଚ୍ଛେଦ ନେଇ କୋର୍ଟ ରାୟ ପ୍ରକାଶ ପାଇଛି। ଗଂଜାମ ଜିଲା ହିଞ୍ଜିଳିକାଟୁ ତହସିଲ ନୂଆଗଡ଼ ମୌଜା ଅଧୀନ ଘୋଡ଼ାହାଡ଼ ନଦୀ ନିକଟରେ ଶ୍ରୀ ରାଧାକୃଷ୍ଣ ମୋକ୍ଷ ପ୍ରାଣମୂର୍ତି

କଲଭଟ କାର୍ଯ୍ୟ କରିବାକୁଆସି କାର୍ଯ୍ୟ ସ୍ଥଳରେ ଶ୍ରମିକର ହେଲା ମୃତ୍ୟୁ, କାରଣ ଅସ୍ପଷ୍ଟ..!

ମାଲକାନଗିରି : କାଲିମେଳା ବ୍ଲକ ମାନମ କୋଣ୍ଡା ପଞ୍ଚାୟତ ସୀତା ପାଲ୍ଲୀ ଘାଟି ରେ କଲଭଟ କାର୍ଯ୍ୟ କରୁଥିବା ଶ୍ରମିକର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ମୃତକ ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କଷଗୁମୁଡା ବ୍ଲଜ କୋଡୀଙ୍ଗା ପାର୍ଷା ଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ 47ବର୍ଷୀୟ

ଖଣି ନିର୍ଦେଶକଙ୍କ କୁଆଁରମୁଣ୍ଡା ଗସ୍ତ…

କୁଆଁରମୁଣ୍ଡା- ଆଜି ଖଣି ନିଦ୍ଦେର୍ଶକ ଶ୍ରୀ ପି.କେ ମିଶ୍ର କୁଆଁରମୁଣ୍ଡା ଗସ୍ତ କରିଥିଲେ , ତାଙ୍କ ଗସ୍ତ ରେ ପାନପୋଷ ଏବଂ ବଣାଇ ଉପଖଣ୍ଡ ର ଉପଜିଲ୍ଲାପାଳଙ୍କ ସହ ସମସ୍ତ ତହସିଲଦାର ,ରାଜସ୍ବ ନିରୀକ୍ଷକ ଏବଂ ରାଜସ୍ବ ପରିଦର୍ଶକ ମାନଙ୍କ ସହିତ ଉପଖଣ୍ଡ ର ସମସ୍ତ ମାଇନ୍ସ ଅଧିକାରୀ ମାନେ

କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି

ହିଞ୍ଜିଳିକାଟୁ (୨୧।୫) : ହିଞ୍ଜିଳିକାଟୁ ରେ ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା , ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ସ୍ଥିତ ପନିପରିବା ବଜାର ରେ ଥିବା ଅସ୍ଥାୟୀ ଦୋକାନ ପାଲ ଛପର ଉଡିଯାଇଛି। ଏଥି ସହିତ

ଚିକିଟୀ ବିଧାୟିକା ତଥା ନଗର ଉନୟନ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ନିର୍ବାଚନ ମଣ୍ଡଳୀରେ ରବିବାର ଦିନ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଚିକିଟି ବିଧାୟିକା ତଥା ଓଡ଼ିଶାର ନଗର ଉନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ କରକମଳରେ ହୋଇଅଛି। ପ୍ରଥମେ ଚିକିଟୀ ପୌର ପରିଷଦରେ ବାଉରୀ ସାହି ବାସିନ୍ଦାଙ୍କ ସକାଶେ ଏକ

ଉମରକୋଟ ଅଞ୍ଚଳ ରେ କାଳବୈଶାଖୀ ରଚିଲା ତାଣ୍ଡବ ଲୀଳା…

ଉମେରକୋଟ : ଆଜି ଅପରାହ୍ନ ରେ ଉମରକୋଟ ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଛି କାଳବୈଶାଖୀ l ଘଡ ଘଡି ବିଜୁଳି ସହ ପ୍ରବଳ ମାତ୍ରା ରେ ପବନ ଏବଂ ବର୍ଷା ହୋଇଛି , ଯାହା ଫଳରେ ଉମରକୋଟ ଠାରୁ କୋଣ୍ଡାଗାଁ ଯିବା ରାଜପଥରେ ବଡ଼ ବଡ଼ ଗଛ ଭାଙ୍ଗି ଗମନା ଗମନ ଏକ ରକମ ଠପ ହୋଇ ଯାଇଛି ରାସ୍ତା କଡରେ ଥିବା ବଡ

ବଜ୍ରାଘାତରେ ତିନି ଗାଈଗୋରୁ ମୃତ…

ଦାରିଙ୍ଗବାଡ଼ି,୨୧/୫ : ଦାରିଙ୍ଗବାଡ଼ି ବ୍ଳକ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଗ୍ରାମର ଦୁଇ ବଳଦ ଓ ଗୋଟିଏ ଗାଈ ଆଜି ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅପରାହ୍ନରେ ବିଜୁଳି ଘଡ଼ଘଡି ସହିତ କାଳବୈଶାଖୀ ବର୍ଷା ହୋଇ ଥିଲା । ଗାଁ ନିକଟ ଆମ୍ବ ଗଛ ତଳେ

ଟିକିରି ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ଚୟନ

କାଶୀପୁର : କାଶୀପୁର ବ୍ଲକ ଟିକିରିସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ବ୍ରାହ୍ମଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ହନୁମାନ ଜୀଉଙ୍କ ପୂଜା ଆରାଧନା କରାଯାଇଥିଲା । ବ୍ରାହ୍ମଣ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ