Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ…
ଜଳବାୟୁ ପରିବର୍ତ୍ତନର ପରି ବୈଶ୍ଵିକ ସମସ୍ୟାର ମୁକାବିଲା ସହିତ ସମାଜର ପଛୁଆ ବର୍ଗଙ୍କ ଜୀବିକା ସୁଦୃଢୀକରଣ ନିମନ୍ତେ ନିରନ୍ତର ପ୍ରୟାସ କରିବା : ପ୍ରତିଷ୍ଠାତା ଶ୍ରୀ ଗୋପାଳ ଚନ୍ଦ୍ର ଓଝା...ସୁନ୍ଦରଗଡ -୧୫/୦୫/୨୩ ସମାଜର ନିସ୍ଵଃ, ଦୁଃସ୍ଥ, ଅବହେଳିତ ଆଦିବାସୀଙ୍କ ଅଧିକାର ଉପରେ ଦକ୍ଷତା!-->…
କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିରରେ ବନ୍ଧୁ ମିଳନ
କୁକୁଡାଖଣ୍ଡି (୧୫.୦୫) : କୁକୁଡାଖଣ୍ଡି ସରସ୍ବତୀ ଶିଶୁ ମନ୍ଦିର ର ସଭାଗୃହରେ ପୁରାତନ ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କୁ ନେଇ ଏକ ଵନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ରୂପେ ଗଞ୍ଜାମ ସଂଭାଗର ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ବ୍ରହ୍ମପୁର ଗଜପତି ନଗର ଶିଶୁ ଵିଦ୍ୟା!-->…
ସୂରଙ୍ଗିରେ ଗ୍ରାମସଭା ଜରିଆରେ ବୃକ୍ଷରୋପଣ ପାଇଁ ଯୋଜନା
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ଠାରେ ସୋମବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ସ୍ଥାନୀୟ ସରପଞ୍ଚ ସରସ୍ଵତୀ ନାୟକଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଡିପିଏମ ନବୀନ କୁମାର!-->…
ଗଡମା ପାଷ୍ଟରେଟରେ ଆଧ୍ୟାତ୍ମିକ ସଭା
ଦାରିଙ୍ଗବାଡି, ୧୫/୦୫ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ପାଷ୍ଟରେଟ ପକ୍ଷରୁ ଆଧ୍ୟାତ୍ମିକ ସଚେତନ ସଭା ସମେତ କିଶୋର କିଶୋରୀ ଙ୍କ ପାଇଁ ବାଇବେଲ ଜ୍ଞାନ ପ୍ରଦାନର ଭୋକେସନାଲ କ୍ୟାମ୍ପ କୁଟୁଲାରୀଗାଁ ରେ ୧୪ ରିଖରୁ ଆରମ୍ଭ ହୋଇ ୧୬!-->…
ରବି ଋତୁରେ ମାଣ୍ଡିଆ ଚାଷ ଓ ଚାଷୀମାନଙ୍କର ଉତ୍ସାହକୁ ପ୍ରଶଂସା
ଫୁଲବାଣୀ : ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ସମନ୍ବିତ କୃଷି ଓ ମିଲେଟ ମିଶନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମର ସମନ୍ୱୟ ବୈଠକର ଆୟୋଜନା କରାଯାଇଥିଲା । ନୃସିଂହ ଚରଣ ନାୟକ, ଜିଲ୍ଲା କୃଷି ଅଧିକାରୀ ଏବଂ ଅନିଲ କୁମାର ପ୍ରହରାଜ . ଡି.ପି.ଡି,!-->…
ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା,ପଦଯାତ୍ରାରେ ଶହ ଶହ ମହିଳା…
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ଵିକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ରେ ଅଞ୍ଚଳ ର ମହିଳା ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସତାଧିକ ମହିଳା ଓ ଅଞ୍ଚଳ ର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟ ରୁ!-->!-->!-->…
ସିପିଆଇ (ଏଲ-ଏମ)ପକ୍ଷରୁ ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
ହିଞ୍ଜିଳିକାଟୁ ୧୫।୫ ହିଞ୍ଜିଳିକାଟୁ ବ୍ଲକରେ ସୋମବାର ସିପିଆଇ ଏମ ଏଲ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରି ବିଡିଓ ସୁବ୍ରତ କୁମାର ଜେନା ଙ୍କୁ ୧୧ ଦଫା ଦାବି ପ୍ରଦାନ କରିଛନ୍ତି । ସିପିଆଇ ଏମ ଏଲ ରେଡ ଷ୍ଟାର ଜିଲ୍ଲା କମିଟି ସଦସ୍ୟ କମ୍ରେଡ ପାର୍ବତୀ ଙ୍କ ନେତୃତ୍ୱରେ!-->!-->!-->…
ଫୁଲବାଣୀ : ସେବକ ସେବିକା ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ(୧୫/୦୫) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଫୁଲବାଣୀ ବିଭାଗ, ଦକ୍ଷୀଣ ପୂର୍ବ ସମ୍ଭାଗର ସମସ୍ତ ସେବକ ସେବିକାଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଜିର ଉଦଘାଟନ ଉତ୍ସବରେ ପରିଚାଳନା କମିଟିର ସଭାପତି ଡଃ ବ୍ରଜ ବନ୍ଧୁ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି!-->!-->!-->…
ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୭୪ ୟୁନିଟ ସଂଗ୍ରହ
ଛତ୍ରପୁର : ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରିହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ ଭାରତୀ ସେଲିବ୍ରେସନ ଠାରେ ଏକ!-->!-->!-->…
ମହାଲକ୍ଷ୍ମୀ ମନ୍ଦିର ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା
ଚିକିଟୀ : ଚିକିଟୀପେଣ୍ଟ ବକ୍ସି ବଜାରସ୍ଥିତ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ମା ମହାଲକ୍ଷ୍ମୀ ଙ୍କ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ୫ଦିନ ବ୍ୟାପି ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ଅଙ୍କୁରା ରୋପଣ!-->…