Browsing Category

ଆଞ୍ଚଳିକ

ସିଆରପିଏଫ କ୍ୟାମ୍ପରେ ଅଘଟଣ : ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ୍‌ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ ରେ ସୋମବାର ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜବାନ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା…

ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶ୍ୱ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ…

ପାଟଣାସାହିରେ ରାମଚାରିତ ମାନସ ପ୍ରବଚନ ଆରମ୍ଭ

ହିଞ୍ଜିଳିକାଟୁ ୮।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାର ରାମଚରିତ ମାନସ ପ୍ରବଚନ ଆରମ୍ଭ ହୋଇଯାଇଛି । ଏହି ପ୍ରବଚନ କାର୍ଯ୍ୟକ୍ରମ…

ଆସନ୍ତା ତା ୧୩.୦୫. ୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୩.୦୫.୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ,…

ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ : ୭୬ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ : ଦୁଃଖ ଦୁର୍ଦ୍ଦଶା ତଥା ରୋଗର ଦୌରାତ୍ମରୁ ମୁକ୍ତି କରି ଜୀବନକୁ ସରସ ସୁନ୍ଦର କରିବା ସହିତ ଏକ ସୁସ୍ଥ ପରିବେଶ ଆଡ଼କୁ ମୁହାଁଇବା ପାଇଁ ବରଦାନ ସ୍ବରୂପ ଯୋଉଁ ସଂସ୍ଥାଗୁଡ଼ିକ ଆମଙ୍କୁ ସାହାଯ୍ୟ ଓ ସହଯୋଗ କରେ ସେଗୁଡ଼ିକୁ ସେବା ସଂସ୍ଥାରେ ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ସେହି ସଂସ୍ଥା…

ଦୁର୍ଗାପୂଜା ମଣ୍ଡପ ଛାତରୁ ଯୁବକଙ୍କ ମୃତଦେହ ଘଟଣା : ପରିଚୟ ପାଇଲା ପୋଲିସ

ହିଞ୍ଜିଳିକାଟୁ (୮।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରଵିବାର ରାତି ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକ ଜଣକ ହେଲେ ହିଞ୍ଜିଳି ଗ୍ରାମର ପପୁ ଦାଶ (୪୦)। ମଣ୍ଡପ ନିକଟ…

ପୁଷ୍ପା -୨ ସୁଟିଂ ଲାଗି ମାଲକାନଗିରିରେ ପହଞ୍ଚିଲା ସୁଟିଂ ସେଟ ସାମଗ୍ରୀ ସହ ରକ୍ତଚନ୍ଦନ କାଠ

ମାଲକାନଗିରି : ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨’କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ । ତେବେ,ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା ୨’ର ସୁଟିଂ ମାଲକାନଗିରିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ମାଲକାନଗିରିରେ ଲୋକାର୍ପିତ ହେଲା ରେଡକ୍ରସ୍ ତରଫରୁ ରାଜ୍ୟର ଦ୍ୱିତୀୟ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ମାଲକାନଗିରି (୦୮/୦୫) : ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଗାଡି ଜିଲ୍ଲପାଳ, ଶ୍ରୀ ବିଶାଲ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତଥା…

ଗୃହରକ୍ଷୀ ମହାସଂଘ ଖଜୁରୀପଡ଼ା ଶାଖା ପକ୍ଷରୁ ଶୈବପୀଠରେ ସ୍ବଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ମିଳିତ ଆଲୋଚନାରେ । ଖଜୁରୀପଡା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଖଜୁରୀପଡ଼ା ଥାନା ଅନ୍ତର୍ଗତ କଲେଜ ନିକଟରେ ଥିବା ସାଂସ୍କୃତିକ ମଞ୍ଚ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।…

ଦୁର୍ଗାପୂଜା ମଣ୍ଡପ ଛାତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ହିଞ୍ଜିଳିକାଟୁ ୭।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଜଣେ ମଦ୍ୟପ ମଦ ପିଇ ଛାତ ଉପରେ ଜଣେ ଯୁବକଙ୍କ…