ଦୁର୍ଗାପୂଜା ମଣ୍ଡପ ଛାତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

add-all


ହିଞ୍ଜିଳିକାଟୁ ୭।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଜଣେ ମଦ୍ୟପ ମଦ ପିଇ ଛାତ ଉପରେ ଜଣେ ଯୁବକଙ୍କ ମୃତଦେହକୁ ପଡିଥିବା ଦେଖି ପାଟି କରିଥିଲେ ।ସ୍ଥାନୀୟ ଵେପାରୀ ମାନେ ଏ ନେଇ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ad-week
Leave A Reply

Your email address will not be published.