Browsing Category

ଆଞ୍ଚଳିକ

ମଦ୍ୟପକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ନବରଂଗପୁର : ଏକ ଭାଇରାଲ ଭିଡିଓ ଓ ଫୋଟରେ ଶତାଧିକ ମହିଳା ମିଶି ଜଣେ ଲୋକକୁ ରଶିରେ ବାନ୍ଧିବା ଦୃଶ୍ୟ ଦେଖାଯାଉଛି। ଏହା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର। ମହିଳାମାନେ ଏଇ ଗ୍ରାମ ରେ ମଦରନ୍ଧା, ବିକ୍ରି କରିବାକୁ ନେଇଁ ଘରେ ଘରେ ସଚେତନ କରିଆସୁଛନ୍ତି।…

ଶ୍ରମିକମାନେ ସର୍ବଶ୍ରେଷ୍ଠ ବିନ୍ଧାଣୀ : ପୌରାଧ୍ୟକ୍ଷା, ଫୁଲବାଣୀ

ଫୁଲବାଣୀ : ଆଜି ସାରା ବିଶ୍ଵରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ମଇ ଦିବସ/ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୩ ଜୁ ମହାସମାରୋହର ' ସହିତ…

ସୁନ୍ଦରଗଡରେ ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ସୁନ୍ଦରଗଡ (୦୧/୦୫) : ସୁନ୍ଦରଗଡ ହେଉଛି କ୍ରୀଡାର ଜିଲ୍ଲା। ଗତ ତିନି ବର୍ଷ ଧରି ରାଜ୍ୟରେ ଫୁଟବଲ୍ ଖେଳ ଦିଗନ୍ତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁନ୍ଦରଗଡ ଖେଳାଳୀ । ଏହି ଧାରାକୁ ଆଗେଇ ନେବା ପାଇଁ ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ନବ ପ୍ରଭାତର…

ଜଙ୍ଗଲ ଭିତରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ

ଉମରକୋଟ(୩୦/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆପଦର ଗ୍ରାମର ଜଙ୍ଗଲ ମଝିରେ ଜଣେ ଅଜଣା ବ୍ୟକ୍ତି ବେକରେ ଫାସୀ ଦେଇ ଆଜି ଦିନ ସାରା ଏକ ଆମ୍ବ ଗଛରେ ଝୁଲୁଥିବା ଅବସ୍ତାରେ କଳିଆପଦର ଓ ଆଖପାଖ ଅଞ୍ଚଳର ଲୋକମାନେ ଦେଖିବାକୁ ପାଇଥିଲେ l ଏହି ପରି ଏକ ମୃତ…

ବାଲିଗୁଡାରେ ଗୋ-ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲିଗୁଡା : ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ଆନୁକୂଲ୍ୟରେ ସ୍ଥାନୀୟ ଶାଖା ତରଫରୁ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଶ୍ୱ ଶାନ୍ତି ଓ ଧର୍ମ ରକ୍ଷା ତଥା ଗୋ ବଂଶର ସୁରକ୍ଷା ନିମନ୍ତେ ଗୋ ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି l…

କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପ୍ରଥମ ସାଧାରଣ ଅଧିବେଶନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ସହ ବନ୍ଧିତ ଓଡିଶା ସାମ୍ବାଦିକ ୟୁନିଅନ(ଓ ୟୁ ଯେ )ର ପ୍ରଥମ ସାଧାରଣ ଅଧିବେଶନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ର କଟପଡି ଗ୍ରାମ ନିକଟସ୍ଥ ଖଡ୍ଗନଦୀ ଶାଳବଣ ଠାରେ ସଂଘ ସଭାପତି ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ

ମାଲକାନଗିରି// ମାଥିଲି( ୩୦।୪) : ସଡ଼କ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ସ୍ଥିତ ଦେଶୀ ମଦ ଭାଟିରେ ରୋଷୟା ଭାବରେ କାର୍ଯ୍ୟ କରୁଥିବା ଔରଙ୍ଗାବାଦ ଜିଲ୍ଲା ଦେବ ଥାନା ଅନ୍ତର୍ଗତ କାଞ୍ଚନ ପୁର ଗାଁର…

ମୃତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ଅଭିଯୋଗ

ହିଞ୍ଜିଳିକାଟୁ, ୩୦।୪: ହିଞ୍ଜିଳି ଥାନା ଶିକିରି ଶାଖା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ମୃତା ବ୍ୟକ୍ତି ଙ୍କ ସେଭିଙ୍ଗ ଖାତାରୁ ବିଭିନ୍ନ ସମୟରେ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଏଟିଏମ୍ ମାଧ୍ୟମରେ ହଡପ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।ପ୍ରକାଶ ଯେ, ଶିକିରି ଗ୍ରାମ ର ଯୋଗେନ୍ଦ୍ର…

୧ ତାରିଖରୁ ୨୭ ମଇ ପର୍ଯ୍ୟନ୍ତ ଜିଲ୍ଲାରେ ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ

ସର୍ଭେ କାର୍ଯ୍ୟ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବାଲିସ ନିୟୋଜିତ ରହିବେଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆସନ୍ତା କାଲି ସୋମବାର ଠାରୁ ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବ । ସର୍ଭେ କାର୍ଯ୍ୟ ଯେପରି ସଠିକ୍ ହେବ…

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନବରଂଗପୁର (୩୦/୦୪) ଜଣେ ସୁଦକ୍ଷ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜି ଜଗଦିଶ ରାଓଙ୍କ ଚାକିରୀ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଉପସ୍ଥିତ ରହିଥିଲେ। ଶ୍ରୀ…