Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଟିପିଏସ୍ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି…
ପଶୁ ଶିକାର ପାଇଁ ବେଆଇନ ହୁକିଂ, ଟିପିଏସ୍ଓଡିଏଲ୍ ଭିତ୍ତିଭୂମି ନିକଟରେ ବେଆଇନ ନିର୍ମାଣ ଏବଂ ଘରୋଇ ବିଦ୍ୟୁତ ସୁରକ୍ଷା ବିଷୟବସ୍ତୁ ଉପରେ ସଚେତନତା ଅଭିଯାନ
ବ୍ରହ୍ମପୁର,: ୩୦ ଏପ୍ରିଲ୍ ୨୦୨୩: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ!-->!-->!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଉତ୍ସବ ଓଡ଼ିଶା’ ଉଦଯାପିତ
ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ାଭୁବନେଶ୍ବର: ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା। ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ରାଜ୍ୟ ବିକାଶ ପଥରେ ଆଗକୁ ବଢୁଥିବାରୁ ପ୍ରତ୍ୟେକ ଓଡିଆ ଏହାର!-->…
ନୂତନ ପେନସନଭୁକ୍ତ କନ୍ଧମାଳ ଜିଲ୍ଲା ପ୍ରାଥମିକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ ଓ ଆଲୋଚନା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହ ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ୪ ଦଫା ସମ୍ମିଳୀତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ରେ ୪ ଗୋଟି ମୁଖ୍ୟ!-->…
ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା
ଛତ୍ରପୁର : ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଛତ୍ରପୁର ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ଭଳି ଏପ୍ରିଲ ମାସ ଶେଷ ଶନିବାର କୁ ବିଶ୍ଵ ପ୍ରାଣୀ ଚିକିତ୍ସା ସଂଘ ଦ୍ଵାରା ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ!-->…
ଅବସରପ୍ରାପ୍ତ କର୍ମଚାରୀ ସଂଘର ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ଛତ୍ରପୁର : ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ* ର ଆହ୍ବାନକ୍ରମେ ୨୪ଏପ୍ରିଲରୁ ରାଜ୍ୟବ୍ୟାପୀ ପାଳନ ହେଉଥିବା ପ୍ରତିବାଦ ସପ୍ତାହ ଅଵସରରେ ଶନିବାର ଦାବୀ ପୁରଣ ପାଇଁ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଂଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି!-->…
୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହ ସମ୍ପୂର୍ଣ୍ଣ ବିଲୋପ କରିବାକୁ ସରକାର ସଂକଳ୍ପ ବଦ୍ଧ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରୁ ବାଲ୍ୟବିବାହ ରୋକିବା ପାଇଁ ପାରମ୍ପରିକ ଫୋରମ୍ ବୈଠକ ଉଦ୍ଦେଶ୍ୟରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆକ୍ସନ୍ଏଡ୍, ଓଡ଼ିଶା, ଭାରତ ସହଯୋଗରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ!-->…
ଦୁଇ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ନବରଙ୍ଗପୁର ପୋଲିସ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଦୁଇ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କଲା ନବରଙ୍ଗପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଆରକ୍ଷୀ!-->…
ସଂକୁଳ ସ୍ତରୀୟ (ପ୍ରାଥମିକ) ଓ ଜିଲ୍ଲା ସ୍ତରୀୟ (ମାଧ୍ୟମିକ) ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣର ସମାରୋପ କାର୍ଯ୍ୟକ୍ରମ
ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ସଂକୁଳ ସ୍ତରୀୟ (ପ୍ରାଥମିକ)ଓ ଜିଲ୍ଲା ସ୍ତରୀୟ (ମାଧ୍ୟମିକ) ଆଚାର୍ଯ୍ୟ ପ୍ରଶିକ୍ଷଣର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ନିରଞ୍ଜନ ମିଶ୍ର(ସଙ୍ଘର ଜିଲ୍ଲା ସହ କାର୍ଯ୍ୟ!-->…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଅନଙ୍ଗ, ସମ୍ପାଦକ ଭାବେ ସୁକାନ୍ତ ନିର୍ବାଚିତ
ଫୁଲବାଣୀ : ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫୁଲବାଣୀ ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନକୁ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର କହଁର, ଉପସଭାପତି, ସନ୍ତୋଷ କୁମାର ଦିଗାଲ ଓ ସଂଗଠନ ସମ୍ପାଦକ ବିଦେଶୀ କୁମାର ନାୟକ ପରିଚାଳନା କରିଥିଲେ । ଏହି ନିର୍ବାଚନରେ ସଭାପତି!-->…
ଫୁଲବାଣୀଠାରେ ଆକାଶବାଣୀ ଏଫ୍ଏମ୍ କେନ୍ଦ୍ର ଉଦ୍ଘାଟିତ
ଫୁଲବାଣୀ: କେନ୍ଦ୍ର ସରକାରଙ୍କ ପ୍ରସାର ଭାରତୀ ଆନୁକୂଲ୍ୟରେ ଫୁଲବାଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭର୍ଚୁଆଲ ମୋଡ଼ରେ ଏଫ୍ଏମ୍ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ୧୦୦.୧ ଫ୍ରିକ୍ୟୁଏନ୍ସୀରେ ଏହି କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।!-->…