Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ରାପଡ଼ାବାଡ଼ି ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୭/୪ : ଦାରିଙ୍ଗବାଡ଼ି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରାପଡ଼ାବାଡ଼ି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସିନି ଦିଗାଲ ଅବସର…

ଉପାନ୍ତ ଇଲାକା ମିଞ୍ଜାପଙ୍କାରେ ବିଧାୟକ – ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟ ଜଳ, ନେଟୱାର୍କ ଓ ଗମନାଗମନ ସମସ୍ୟା…

ଦାରିଙ୍ଗବାଡ଼ି, ୨୮/୦୪ : ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗି ଗ୍ରାମ ପଞ୍ଚାୟତର ଉପନ୍ତା ଇଲାକାରେ ଥିବା ମିଞ୍ଜାପଙ୍କା ଗ୍ରାମରେ ପହଁଚିଲେ। ଏହି ଗ୍ରାମ ବ୍ଲକ ମହକୁମାଠାରୁ ପ୍ରାୟ ୭୦ କି .ମି ଦୂର ସହିତ ଗଞ୍ଜାମ ଜିଲା ଓ ଗଜପତି ଜିଲା…

ବାଲିଗୁଡ଼ାରେ ମା ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା – ମାଆଙ୍କ ନଗର ପରିକ୍ରମା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଇଷ୍ଟଦେବୀ ମା ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଛି । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ମା'ଙ୍କ ଯାତ୍ରା ଧୁମ୍ ଧାମରେ ପାଳନ ହେଉଥିବା ବେଳ ମଙ୍ଗଳବାର ଠାରୁ ମା'ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଛି ।…

ପଞ୍ଚାୟତ ସମିତି ବୈଠକ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗର ବିକାଶମୁଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ…

ବାଲିଗୁଡା ସଂକୁଳସ୍ତରୀୟ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟଶାଳା ଉଦଘାଟିତ

ବାଲିଗୁଡା : ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସଂକୁଳର ଉଦଘାଟନୀ ଉତ୍ସବ ଅନୁଷ୍ଠିତ…

ଚାକିରୀ କରାଇ ଦେବା ନାଁରେ ଠକେଇ : ଅଭିଯୁକ୍ତକୁ କାବୁକଲା କାଲିମେଳା ପୋଲିସ

ମାଲକାନଗିରି (କାଲିମେଳା) : ଆଜି କାଲିମେଳା ଏସଆଇ ଡି ସୁନାନୀଙ୍କ ନେତୃତ୍ୱରେ କାଲିମେଳା ପୋଲିସ ଟିମ୍ ଚାକିରୀ କରାଇ ଦେବା ନାରେ ଠକେଇର ମୁଖ୍ୟ ଅଭିଯୁକ୍ତ ସୁରେଶ କୁମାର ପଣ୍ଡା ବୟସ ୪୮ବର୍ଷଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି । ବିଭିନ୍ନ ପ୍ରକାର କାରବାରରେ ସମ୍ପୁକ୍ତ ବ୍ୟକ୍ତିଙ୍କୁ…

ଅଭିଯୁକ୍ତଙ୍କୁ ଗିରଫ ପରେ ଗ୍ରାମବାସୀଙ୍କ ରାସ୍ତାରୋକ, ହିଞ୍ଜିଳିକାଟୁ ଠାରୁ ଶେରଗଡ ଯାତାୟାତ ଠପ୍‌

ହିଞ୍ଜିଳିକାଟୁ (୨୬।୪) : ଶେରଗଡ ଥାନା ଅନ୍ତର୍ଗତ ସୁନାନ୍ଥର ଗ୍ରାମରେ ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ୧୩ ଜଣ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ! ଉଭୟ ଗୋଷ୍ଠୀର ଏତଲା କ୍ରମେ ପୃଥକ ମାମଲା ୨୧୬ଓ ୨୧୭ /୨୩ ରେ ମାମଲା ରୁଜୁ କରି ମଙ୍ଗଳବାର ସୁନାନ୍ଥର ଗ୍ରାମର…

କାନ୍ଧରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

ଉମରକୋଟ(୨୬/୦୪) : ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ କରଞ୍ଜିପାଣି ଗ୍ରାମରେ ରାସ୍ତା ନଥାଇ ଏକ ଅଭାବୀନୀୟ ଘଟଣା ଚାରିକାନ୍ଧରେ ବୁହାହେଲେ ରୋଗୀ | ଚୈତନ ମୁଦୁଲି (୫୦) ଙ୍କୁ କାଠରେ ଷ୍ଟ୍ରେଚର ଭଳି ବାନ୍ଧି ଚାରିକାନ୍ଧ ଦେଇ ବୋହି ବୋହି…

ବାଲିଗୁଡା ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଉଦଘାଟିତ

ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସଂକୁଳର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ…

ସନ୍ଦେହ ଘେରରେ ଯୁବତୀଙ୍କ ଝୁଲନ୍ତା ମୃତଦେହ

ରାଇଘର(୨୬/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଂଚାୟତ ଅଧିନସ୍ଥ ଛତାବେଡା ଗ୍ରାମର କଲସୁ ମାଝୀଙ୍କ ଝିଅ କୁମାରୀ ତୁଲେଶ୍ରୀ ମାଝୀ (୧୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ତୁଲେଶ୍ରୀ ଦଶମ ଶ୍ରେଣୀର ଛାତ୍ରୀ ଓ ଚଳିତ ବର୍ଷର ପରୀକ୍ଷାର୍ଥୀ l ପରିବାରର ସମସ୍ତେ ଗତ ରବିବାର…