Browsing Category

ଆଞ୍ଚଳିକ

ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗିତାରେ ହେବ ରୂପାନ୍ତରୀକରଣ…

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗୀତାରେ ହେବ ରୂପାନ୍ତରିକରଣ, ଏନେଇ ଦକ୍ଷତା ବୃଦ୍ଧି କର୍ମଶାଳା ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ…

ଜଙ୍ଗଲରେ କାଠ ସଂଗ୍ରହ ସମୟରେ ଜଙ୍ଗଲି ବାରା ଆକ୍ରମଣରେ ଗୁରୁତର…

ମାଲକାନଗିରି : ଜଙ୍ଗଲକୁ କାଠ ଆଣିବାକୁ ଯାଇ ଜଙ୍ଗଲି ବାରା ଆକ୍ରମଣରେ ଆହତ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ନିଳାଦିନଗର ପଞ୍ଚାୟତର ପରାଜାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ ପରାଜାଗୁଡା ଗ୍ରାମର ନରସିଙ୍ଗ କାଡାମ ଗତକାଲି ସଖାଳ ୯ ଘଟିକା ସମୟରେ ସମୟରେ…

ଜି ୨୦ ସମୀକ୍ଷକ ଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ…

ମାଲକାନଗିରି :ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କୁ ଜି୨୦ ସମୀକ୍ଷକ ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ l ସ୍ଥାନୀୟ ନୋଡାଲ ଅଫିସର ଡ଼ ରଞ୍ଜନ କୁମାର ସ୍ୱାଇଁ ଏହି ପରିଦର୍ଶନ ରେ ସହଯୋଗ କରିଥିଲେ…

ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀର ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପାଇଁ ଜିଲ୍ଲା ଅଡିଟ ଅଧିକାରୀଙ୍କ…

ସୁନ୍ଦରଗଡ଼ :- ରାଉରକେଲା ମହାନଗର ନିଗମରେ ପୂର୍ବରୁ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଇଁ ଆବଶ୍ୟକ ନଥିପତ୍ର ସବୁର ନିରୀକ୍ଷଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଅଡିଟ ଅଧିକାରୀଙ୍କ ପାଖକୁ ମ୍ୟୁନିସିପାଲ କର୍ପୋରେସନ କମିଶନର ଗତ ଜୁଲାଇ ୨୫ ତାରିଖ ଦିନ ଚିଠି ନମ୍ବର ୯୬୮୯…

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓରିଏଣ୍ଟେସନ୍ କର୍ମଶାଳା

ବ୍ରହ୍ମପୁର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପାଞ୍ଚଟି ଜିଲ୍ଲାର ସହରାଞ୍ଚଳ ଅଧିକାରୀ ଙ୍କୁ ନେଇ ଓରିଏଣ୍ଟେସନ୍ କର୍ମଶାଳା ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି ନଗର…

ରେଡ଼ିଓ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ରେଡ଼ିଓ ଷ୍ଟେସନ ନିକଟରେ ଜୈନିକ ବ୍ୟକ୍ତିଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ଏସି ରୁ ସଟ ସର୍କିଟ ଯୋଗୁଁ ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ସୌଣ୍ଢିକ ସମାଜର ପୂର୍ବତନ ସଭାପତି ପ୍ରଭାକର ସାହୁ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଆହତ ୨ ଗୁରୁତର

ମାଲକାନଗିରି, ୧୨।୪ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମ ନିକଟସ୍ତ ପୂଜାରୀମୁଣ୍ଡାରେ ଏକ କାର ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ଗୁରୁତ୍ତର ଆହତ ହୋଇଛନ୍ତି ଓ ୩ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ…

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଅଣାଯାଉ

ଫୁଲବାଣୀ : ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ମାନ୍ୟବର ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଜରିଆରେ ଫୁଲବାଣୀ ଠାରେ କନ୍ଧମାଳ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ…

ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ…

ବ୍ରହ୍ମପୁର : ସାମନ୍ତରାୟ ଏକାଡେମୀ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଛନ୍ତି ଯେ, କଠିନ ପରିଶ୍ରମ ଓ ଦୀର୍ଘ ଦିନର ସଂଘର୍ଷ ହିଁ ଆଜି…

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଚତୁର୍ଥ ଦିନ : ଆସ୍କାର ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିନ ପାନାସୋନିକ କ୍ରିକେଟ କ୍ଲବ (ଆସ୍କା )ବନାମ ରାମେଶ୍ୱର ସ୍ପୋର୍ଟିଙ୍ଗି କ୍ଲୁବ (ବ୍ରହ୍ମପୁର )ମଧ୍ୟରେ ଅନୁଷ୍ଠିତ ହୋଇଥିଲା…