Browsing Category

ଆଞ୍ଚଳିକ

ଚୟନ ସ୍ଥାନରେ କାର୍ଯ୍ୟ ହୋଇନଥିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ…

ଦାରିଙ୍ଗବାଡି,୧୦/୪ : ଚୟନ ହୋଇଥିବା ସ୍ଥାନରେ କାର୍ଯ୍ୟ ନହୋଇ ଅନ୍ୟ ସ୍ଥାନରେ କାମ ହୋଇଥିବା ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଦାସିଂବାଡି ପଞ୍ଚାୟତ କାଣ୍ଡାପା ଗ୍ରାମବାସୀ ଆଣିଛନ୍ତି କିଛି ଏଭଳି ଅଭିଯୋଗ ।…

ସରକାର ଶୀଘ୍ର କେ.ଏଲ.ଡି.ବି. ବୈଠକ ଆହ୍ଵାନ କରି ବୋନସ, କନ୍ୟା ବିବାହ ସହାୟତା, ଦରମା ବୃଦ୍ଧି ଘୋଷଣା ପାଇଁ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଓ ଛାତ୍ର ବୃତ୍ତି ସମ୍ପର୍କୀୟ ଘୋଷଣାର ଅବହେଳାର ଦୃଢ ପ୍ରତିବାଦ, କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ୍.ଟି. ଅର୍ଥ ଫେରସ୍ତ ଦାବୀ ପାଇଁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ପାଇଁ ସଂଘର ରାଜ୍ୟ…

ଶ୍ରୀଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ଦ୍ବାରା ବିଶାଳ ମତୁଆ ସମାରୋହ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ନବ ରେଜିଷ୍ଟ୍ରୀଭୁକ୍ତ ସ୍ବେଚ୍ଛାସେବୀ ସଂଗଠନର ଆଜି ଦାୟୀତ୍ବ ବହନ କରିଛନ୍ତି ଯାହାର ରେଜିଷ୍ଟ୍ରି ନମ୍ବର ୦୩/୨୦୨୩ ତାରିଖ ୧୮/୦୧/୨୦୨୩ ରେ ପ୍ରମାଣ ପତ୍ରଟି ସ୍ୱେଚ୍ଛାସେଵୀ ସଂଗଠନ ହସ୍ତଗତ ହୋଇଅଛି l ଏହି ସଂଗଠନର ସଭାପତି ଶ୍ରୀ ଚିତ୍ତରଞ୍ଜନ ଢାଲି ,ସହ…

ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ

ଛତ୍ରପୁର : ଛତ୍ରପୁର ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନର ଆବସିକ କଲୋନୀ ଅଞ୍ଚଳରେ ଅବସ୍ଥିତ ଆଇ.ଆର.ଇ. ଜଗନ୍ନାଥ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ରବିବାର ପବିତ୍ର କୃଷ୍ଣପକ୍ଷ ତୃତୀୟା ତିଥୀ ଦିନ ମହାସମାରୋହରେ ସମାହିତ ହୋଇଯାଇଛି । ଏହି ଜଗନ୍ନାଥ ମନ୍ଦିର ୨୦୦୦ ମସିହାରେ…

ପ୍ରତି ପଂଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକପତ୍ର…

ଛତ୍ରପୁର : ଛତ୍ରପୁର ତହସିଲରେ ଦୀର୍ଘ ୪୬ ବର୍ଷ ହେଲା ଜମିଜମା ରେକର୍ଡ ସଂଶୋଧନ ହୋଇପାରିନାହିଁ । ପୂର୍ବ ପୁରୁଷ ମାନଙ୍କ ନାମରେ ଥିବା ଜମିଜମା ଗୁଡିକ ପ୍ରକୃତ ହିତାଧିକାରୀ ମାନେ ଭୋଗ କରିପାରୁନାହାନ୍ତି । ଯେହେତୁ ତାଙ୍କ ନାମରେ ପଟ୍ଟା ହୋଇପାରିନାହିଁ । ଫଳରେ ସେମାନଙ୍କ ପିଲାଙ୍କ ପାଠପଢା,…

ବଡମାଧପୁରରେ ୨୨ତମ ପଞ୍ଚୁଦଣ୍ଡ ମହାମିଳନ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଅଛି । ଏଥିରେ ବେଲଗୁଣ୍ଠା, କବିସୂର୍ଯ୍ୟନଗର (ପରିଡା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି)…

ଉଚ୍ଚଶିକ୍ଷା ବିଭାଗର ବ୍ୟବସାୟିକରଣ ନୀତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ବିରୋଧ

ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ବର୍ଦ୍ଧିତ ଶିକ୍ଷା ଫି ଛାଡ଼ କର: ଏମଏଏସଏମବ୍ରହ୍ମପୁର : ଚଳିତ ବର୍ଷ ବ୍ରହ୍ମପୁର ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲିବାକୁ ଯାଉଥିବା ବିଜ୍ଞାନ ପିଜି ପାଠ୍ୟକ୍ରମ ପାଇଁ 60ହଜାର ଓ ବାଣିଜ୍ୟ, କଳା ପାଇଁ 40ହଜାର ଟଙ୍କା ଆଦାୟ କରିବାପାଇଁ ଉଚ୍ଚ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ଉଦ୍ଧାର ହତ୍ୟା ସନ୍ଦେହ

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ଥୁଟିବର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର କିଛି ଦୂରରେ ଏକ ଶବ ଦେଖୁବାକୁ ମିଳିଛି । ସ୍ଥାନୀୟ ଲୋକ ସକାଳୁ ଗାଁ ର ନିକଟରେ ଏକ ଶୋବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଟିକିରି…

ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ମହାଶୟଙ୍କୁ ୧୦ ଦଫା…

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର, କିନ୍ତୁ ଏଠାକାର ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି | ସୂଚନା ପ୍ରକାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝି ଡାବୁଗାଁ, ନିର୍ଦେଶ କ୍ରମେ ରାଇଘର…

କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଡ଼ାକ୍ତର ମହାସଂଘର ଚେତାବନୀ

ଫୁଲବାଣୀ : ଗୁମାଗଡରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ଦୀପ୍ତି ରଞ୍ଜନ ଜେନାଙ୍କ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଆଜି ତୁରନ୍ତ କନିଷ୍ଠ କିରାଣୀ ଦୀପ୍ତି…