Browsing Category

ଆଞ୍ଚଳିକ

ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା, ଅନୁଗୋଳ ଚମ୍ପିଆନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ୟାଡମିଣ୍ଟନ ଆସୋସିଏସନ୍ ଓ ଫୁଲବାଣୀ ସଟଲର୍ସ ପକ୍ଷରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ସହକାରୀ ଜିଲ୍ଲାପାଳ ବୁନା ପ୍ରଧାନ, ଜିଲ୍ଲା କ୍ରୀତ।…

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ ତରଫରୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମେଢ଼ ତଥା…

ବ୍ରହ୍ମପୁର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ ତରଫରୁ ସ୍ଥାନୀୟ ଗୋଳାବନ୍ଧସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ପରିସରରେ ସପ୍ତାହ ବ୍ୟାପୀ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମେଢ଼ (ଝାଙ୍କି) ତଥା ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ…

ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ୧ ଆହତ

ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ଉପରେ ଗତକାଲି ମଧ୍ୟରାତ୍ର ସମୟରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ଏକ ମଇଁଷି ଗୁରୁତର ଆହତ ହୋଇଛି । ଅଭାବନୀୟ ଘଟଣା କ୍ରମେ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ। ସୂଚନା ଅନୁଯାୟୀ…

ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ନିଆଁକୁ ଆୟତକରିବା ପାଇଁ ଗୁରୁତ୍ୱ

ମାଲକାନଗିରି,୨୧।୩ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀଙ୍କ ତତ୍ୱାବଦାନରେ ଅନୁଷ୍ଠିତ ହୋଇ ଯାଇଛିା କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ କୁନ୍ଦନ ସିଂ, ଅବୈତନିକ…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଘୁ. ଉଦୟିରି ବ୍ଲକ ସ୍ଥିତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର…

ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର…

ହିଞ୍ଜିଳିକାଟୁ ୨୧।୩ହିଞ୍ଜିଳିକାଟୁ ଶେରଗବ ଥାନା ଅନ୍ତର୍ଗତ ରକ୍ତପଟା ଗ୍ରାମ ନିକଟରେ ଏକ ଘରୋଇ ସ୍କୁଲ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଆହତ ହୋଇଥିବା ଖବର ମିଳିଛି। ମୃତକ ମହିଳା ଜଣକ ହେଲେ ସୋରଡା ଥାନା ନୂଆଗଡ ଗ୍ରାମର…

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ଭିନ୍ନ ଉପାୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଫୁଲବାଣୀ/ବାଲିଗୁଡ଼ା: ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ…

ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ, ବ୍ୟବସାୟରେ ଫିକା ପକାଇଲା ଅଦିନିଆ ବର୍ଷା

ବ୍ରହ୍ମପୁର : ସ୍ଥାନୀୟ କେସି ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ୧୩ ତମ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ବ୍ରହ୍ମପୁର ଶାଖା ପରିଚାଳକ ଶଙ୍କର୍ଷଣ ବେହେରା ଯୋଗ ଦେଇଥିଲେ। ସେହିପରି ମୁଖ୍ୟ…