Browsing Category

ଆଞ୍ଚଳିକ

ବଣାଇଁ ବନଖଣ୍ଡ ବିଭାଗର ପ୍ରଚେଷ୍ଟାରେ ହାତୀ ଶାବକ ସୁସ୍ଥ…

ସୁନ୍ଦରଗଡ଼ / ବଣେଇ : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ ଗୋଟିଏ…

ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ମାନବାଧିକାର ମିସନ ମାଧ୍ୟମରେ ଶୁଣାଣି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା ତରଫରୁ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର କର୍ମକର୍ତ୍ତା ବରିଷ୍ଠ ହୋମଗାର୍ଡ ମଞ୍ଜୁଳା ନାୟକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କୁ ନେଇ ହାଇକୋର୍ଟରେ…

ପାନବନ୍ଦ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ସନ୍ଦେହ…

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅନ୍ତର୍ଗତ ପାନବନ୍ଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ପାନବନ୍ଦ ଗ୍ରାମର ଲାସୁ ମାଝୀ ଙ୍କର ସନ୍ଦେହ ଜନକ ମୃତ୍ୟୁ ହେଇଛି । ପରିବାର ଲୋକ ଙ୍କ କହିବା ଅନୁସାରେ ଲାସୁ ମାଝୀ ଗତକାଲି…

ସରକାରୀ ସହାୟତା ଅପେକ୍ଷାରେ ବାପା ମା ଛେଉଣ୍ଡ ଅସହାୟ ଯୁବତୀ ଅସ୍ତୀ ଭତ୍ରା …

ଉମରକୋଟ ଉପଖଣ୍ଡିୟ ସାମ୍ବାଦିକ // ନିଃସର୍ତ୍ତ ନିୟୁଜ ସରକାରୀ ସାହାଯ୍ୟ ଅପେକ୍ଷା ରେ ନିରୀହ ଯୁବତୀ.... ଝରିଗାଁ ( ୧୭/୩/୨୦୨୩ ) ସରକାରୀ ସହାୟତା କୁ ଚାହିଁ ବସିଛି ବାପ ମା ହରାଇ ଥିବା ଅସ୍ତି ଭତ୍ରା । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଡ଼ଙ୍ଗରିଗୁଡା ପଂଚାୟତ ଅନ୍ତର୍ଗତ…

ଯୁବବିନିମୟ କାର୍ଯ୍ୟକ୍ରମରେ ସାମିଲ ପାଇଁ ବି.ଏସ.ଏଫ୍‌. ତରଫରୁ ଯୁବକ ଯୁବତୀଙ୍କୁ ଇନ୍ଦୋର ଓ ଅମୃତସର ଯାତ୍ରାରେ…

ମାଲକାନଗିରି,୧୭।୩ : ମାଲକାନଗିରି ଜିଲ୍ଲା ସଦର ମହକୁମା ବି.ଏସ୍‌.ଏଫ୍‌, ତରଫରୁ ଆଜି ଜିଲ୍ଲାର ବିଭିନ୍ନ ଅଂଚଳର ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମଧ୍ୟ ପ୍ରଦେଶର ଇନ୍ଦୋର ଓ ପଞ୍ଜାବର ଅମୃତସରକୁ ଯାତ୍ରା କରିବା ପାଇଁ ପଠା ଯାଇଛିା ତେବେ ମଧ୍ୟ ପ୍ରଦେଶର ଇନ୍ଦୋରକୁ ୧୦ ଜଣ ଯୁବକ ଯାତ୍ରା…

ଶିକ୍ଷୟତ୍ରୀଙ୍କୁ ସ୍ୱଛତା ଚମ୍ପିୟାନ ପୁରସ୍କାର…

ଆସିକା : ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ )ଓଡିଶା ପକ୍ଷରୁ ଆସିକା ଏନଏସି ଠାରେ ସ୍ୱଚ୍ଛ ସର୍ବେକ୍ଷେଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧକ୍ଷା ବିନେତା ସ୍ୱାଇଁ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,…

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ପ୍ରଶିକ୍ଷଣ ଶିବିର…

ବଣାଇଁ (୧୭/୦୩) : ଦେଶର ଶିକ୍ଷାର୍ଥି ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ବଣାଇଁ ବ୍ଲକ ସ୍ତରୀୟ ଏକ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଆଜି କଷଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଯାଇଛି । ଏହି ଶିବିର ଉଦ୍ଘାଟନ ଉତ୍ସବ ପ୍ରାରମ୍ଭରେ ପଞ୍ଚାୟତ…

ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଧାରଣା

ବ୍ରହ୍ମପୁର : ସଂସ୍କାରବାଦୀ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଘଠନ ର ସଦସ୍ୟ ମାନେ ଯୋଗଦେଇ ଷ୍ଟେସନ ସମ୍ମୁଖରେ ଦୁଇ ଘଣ୍ଟା ଧରି ପ୍ରତୀକ ଧାରଣା ଦେଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ କେନ୍ଦ୍ର…

ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ର ପାଇଁ ସ୍ଥାପନ ହେବ ଶୁଭଖୁଣ୍ଟି…

ବ୍ରହ୍ମପୁର : ଚଳିତ ବର୍ଷ ବାପ ଘରକୁ ଆସିବେ ମାଁ ବୁଢୀ ଠାକୁରାଣୀ । ଏଥିପାଇଁ ସାରା ସହର ଚଳଚଂଚଳ ହୋଇ ଉଠି ଥିବା ବେଳେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମାର୍ଚ୍ଚ ୧୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ଲାଗି ଦିନ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ….

ଭୁବନେଶ୍ୱର/ ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍…