Browsing Category

ଆଞ୍ଚଳିକ

ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ କରାଗଲା

ହିଞ୍ଜିଳିକାଟୁ/ଶେରଗଡ଼ (୧୫/୦୩) : ଶେରଗଡ଼ ଥାନା ଅନ୍ତର୍ଗତ ଅରଖ ପାଦା ରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମିନୀରେ ୧୫୮୦ କେଜି ଜବତ ଗଞ୍ଜେଇ ପୋଡି ନଷ୍ଟ କଲା ଗଞ୍ଜାମ ପୋଲିସ |ଗଞ୍ଜାମ ଜିଲ୍ଲାର ତିନି ଗୋଟି ଥାନା ରେ ଦୀର୍ଘ ବର୍ଷ ହେଲା ଜବତ କରି ରଖା ଯାଇଥିବା ଗଞ୍ଜେଇ ହାଇକୋର୍ଟ ର…

ଦାରିଙ୍ଗବାଡ଼ି ବ୍ଳକରେ ମୋଟର ଚାଳକସଂଘ ପକ୍ଷରୁ ଦଶ ଦଫା ଦାବି ନେଇ ଅଖଚକ ବନ୍ଦ, ସାଧାରଣ ଜନତା ହନ୍ତସନ୍ତ

ଦାରିଙ୍ଗବାଡି, ୧୫/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ବ୍ଳକ ମୋଟର ଚାଳକ ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ବ୍ଲକ ଅଞ୍ଚଳରେ ତିନି ଚକିଆ ଯାନ ଅଟୋ ଠାରୁ ଆରମ୍ଭ କରି ସମସ୍ତ ଯାନ ବାହାନ…

ରାଜ୍ୟସ୍ତରୀୟ ସବଜୁନିଅର ଓ କ୍ୟାଡେଟ କିରୋଗୀ ଓ ପୁମାସି ପ୍ରତିଯୋଗିତା

କନ୍ଧମାଳକୁ ୩ ସ୍ଵର୍ଣ୍ଣ ପଦକ ୫ କଂସ୍ୟା ପଦକ ଫୁଲବାଣୀ : ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ୩୪ତମ ଓଡିଶା ସବ- ଜୁନିଅର କିରୋଗୀ ଓ ୬ଷ୍ଠ ତମ ପୁମସି ଟାଏକୋଣ୍ଡୋ ଓ ୬ଷ୍ଠ ତମ କ୍ୟାଡଟ କିରୋଗୀ ଓ ପମାସୀ ଟାଏକୋଣ୍ଡୋ ପ୍ରତିଯୋଗିତା ଗରୁଡ ଛକସ୍ଥିତ ରେଲୱେ…

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ହିଞ୍ଜିଳିକାଟୁ ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବୁଧବାର ଦିନ ଚକାବନ୍ଦ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ହିଞ୍ଜିଳିକାଟୁ ଶାଖା ସଭାପତି ପିତାମ୍ବର ଦାଶ ଙ୍କ ନେତୃତ୍ୱରେ ଡ୍ରାଇଭର ମାନେ ସକାଳ ୬ଟା ଠାରୁ…

ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବୀ ପତ୍ର ପ୍ରଦାନ…

ଛତ୍ରପୁର : ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦସ୍ଥାୟୀ ନିଯୁକ୍ତି ଦାବିରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ…

ଟାଟା ପାୱାର ସଦର୍ଣ୍ଣ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ…

ବ୍ରହ୍ମପୁର: ଟାଟା କମ୍ପାନୀର ପ୍ରତିଷ୍ଠାତା ଜେ. ଏନ. ଟାଟାଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁରର କର୍ପୋରେଟ କାର୍ଯ୍ୟାଳୟ ଓ ଜୟପୁରର ସର୍କଲ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ସେଥିମଧ୍ୟରୁ ବ୍ରହ୍ମପୁରରେ ୧୨୩ ୟୁନିଟ ଓ…

ଅର୍ଥ ଅଭାବରୁ ସ୍ତନ କ୍ୟାନ୍ସର ପିଡ଼ିତା ବେର୍ନିକା ମୁଠାମାଝୀ ଚିକିତ୍ସା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ

ଦାରିଙ୍ଗବାଡ଼ି,୧୫/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁତେଡ଼ି ଗ୍ରାମର ବେର୍ନିକା ମୁଠାମାଝୀ (୪୩) ସ୍ତନରେ କ୍ୟାନ୍ସର ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଗୁରୁତର ଅବସ୍ଥାରେ ରହି ଆସୁଛି। ସୂଚନା ମୁତାବକ ବେର୍ନିକା ଜଣେ ଅନୁସୂଚିତ…

କୁଡୁମୁଲୁଗୁମ୍ମା ଓ ପୁରୁଣାଗୁମ୍ମାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଯାତ୍ରା ଧୁମଧାମରେ ପାଳିତ

କୁଡୁମୁଲୁଗୁମ୍ମା : କୁଡୁମୁଲୁଗୁମ୍ମା ନିକଟସ୍ଥ ପୁରୁଣାଗୁମ୍ମା ଠାରେ ମାଁ ଭୈରବୀଙ୍କ ମହାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ସବୁ ବର୍ଷ ପରି ଚଇତ୍ର ମାସର ପ୍ରଥମ ମଙ୍ଗଳବାର ମାଁ ଭୈରବୀଙ୍କ ପବିତ୍ର ମହାଯାତ୍ରା ପାଳନ କରାଯାଇଥାଏ । ଏହି ଯାତ୍ରା ପାଇଁ ଏକ ମାସ ପୁର୍ବରୁ ପ୍ରସ୍ତୁତି ଆରମ୍ଭ…

ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ଅନୁକୂଳ ଖଲିପତ୍ର ପ୍ରସ୍ତୁତି: ୨୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ରୋଜଗାର…

ସୁନ୍ଦରଗଡ଼, :୧୫ ମାର୍ଚ୍ଚ ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ’ଖଲିପତ୍ର’ ପ୍ରସ୍ତୁତି। ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର ଚାହିଦା ଏବେ ବଜାରରେ ଭଲ ରହିଛି।…

୧O ଦଫା ଦାବିକୁ ନେଇ ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ…

ନନ୍ଦାହାଣ୍ଡି (୧୫/୩/୨୦୨୩)ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଡ୍ରାଇଭର ମହାସଂଘ ଦ୍ଵାରା ଆଜି ଦଶ ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବ୍ଲକ ସାରା ଦେଖିବାକୁ ମିଳିଛି l ଡ୍ରାଇଭର ମାନେ ସେମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରୁଛନ୍ତି l…