Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଉଦଯାପିତ, ଅଲଫା ସ୍ପୋର୍ଟିଙ୍ଗି କ୍ଲବ ବିଜୟୀ…
ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ସ୍ମାରକୀ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣମେଣ୍ଟର ଉଦଯାପିତ ଅବସରରେ ଅତିଥି ଭାବେ ଭାରତୀୟ କ୍ରିକେଟର ସୌରଭ ତିୱାରୀ, ଓଡ଼ିଶାର ପୂର୍ବତନ ଅଧିନାୟକ ଗୋବିନ୍ଦ!-->…
ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ
ସରକାରଙ୍କ ପ୍ରତିଶୃତି ବିଫଳ, ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନକୁ ଓଲ୍ହାଇବ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ
ବ୍ରହ୍ମପୁର : ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗତ ନଭେମ୍ବର 26 ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର!-->!-->!-->…
ଜଳିଗଲା ୧୧ଟି ପରିବାର ୩୦ ବଖରା ଘର
ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ!-->…
୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଧୂଳିପଥ ! ଠିକାଦାରଙ୍କ କୁକର୍ମର ଫଳ ଭୋଗୁଛନ୍ତି ନିରୀହ ଜନସାଧାରଣ…
ମାଲକାନଗିରି : ମାଲକାନଗିରି ସହରର ମୁଖ୍ୟ ରାସ୍ତାର ଦୁଇପାର୍ଶ୍ଵ ରେ ବିଛାଯାଇଥିବା ମାଟିଯୋଗୁଁ ଧୂଳିମୟ ସହର ଅସ୍ତ୍ୟବ୍ୟସ୍ତ ହୋଇଗଲେଣି ସହରରେ ବସବାସ କରୁଥିବା ଜନସାଧାରଣ l ରାଜପଥ ବିଭଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ତଥା ଜିଲ୍ଲା ପ୍ରଶାସନର ଦାୟିତ୍ଵ ହୀନତା ମନୋଭାବ ଯୋଗୁଁ ହନ୍ତସନ୍ତ!-->…
୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ : ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ମଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ…
ସୁନ୍ଦରଗଡ଼/ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ!-->…
ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ…
ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ ଓ ସମୟ ସାରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ!-->…
ବାଇକ ସହ ଅଟ ମୁହାଁ ମୁହିଁ ଜଣେ ମୃତ ୨ଗୁରୁତର…
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଯାତ୍ରୀ ବାହି ଅଟୋ ସହ ଏକ ବାଇକ ମର୍ମନ୍ତୁତ ଦୁର୍ଘଟଣା ଘଟି ଜଣକର ମୃତ ଘୋଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି କାଶିପୁର ଥାନା ଅନ୍ତର୍ଗତ ସିରିପାଇ!-->…
ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା…
ହିଞ୍ଜିଳିକାଟୁ ୧୧।୩ : ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କିର୍ତ୍ତୀଭାସନ ଶନିବାର ସଂନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଥମେ ହିଞିଳିକାଟୁ ପୌରପରିଷଦ ଗସ୍ତ କରି ନିର୍ମାଣଧିନ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ସାବିତ୍ରୀବାଇ ଫୁଲେ ସ୍ମୃତି ସଭା
ବ୍ରହ୍ମପୁର : ଭାରତବର୍ଷର ପ୍ରଥମ ଶିକ୍ଷିକା, ସମାଜ ସୁଧାରିକା, ପ୍ରଥମ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସାବିତ୍ରୀବାଇ ଫୁଲେଙ୍କ ମୃତ୍ୟୁ ଦିବସରେ ପୂଜ୍ୟ ପୂଜା ସମିତି ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ବିଜିପୁର କାଳୁଆସାହି ସ୍ଥିତ କମ୍ୟୁନିଟି ହଲଠାରେ ସମିତି ସଭାପତି ବଂଶୀଧର!-->…
ମଣ୍ଡଳ କାରାଗାର ଅନ୍ତେବାସୀଙ୍କ କୃତିତ୍ୱ…
ବ୍ରହ୍ମପୁର : ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରରେ କିଏ ହତ୍ୟା ଅଭିଯୋଗରେ ତ କିଏ ଆକ୍ରମଣ ଅଭିଯୋଗରେ ଜେଲ୍ରେ ବର୍ଷ ବର୍ଷ ହେଲା!-->…