Browsing Category

ଆଞ୍ଚଳିକ

ଜଳାଭାବ ଜନିତ ସମସ୍ୟା ଦୂର କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନେଇ ବୈଠକ…

ଫୁଲବାଣୀ : ଚଳିତ ୨୦୨୩ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଜଳକଷ୍ଟ ଦୂର କରିବା ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ,…

ବିଧାୟକ ଉପାନ୍ତ ଅଞ୍ଚଳର ସମସ୍ୟା ବୁଝି, ଦଳୀୟ କର୍ମୀଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଦେଲେ ଯୋଗ…

ଦାରିଙ୍ଗବାଡ଼ି, ୦୯/୦୩ : ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଇଲାକାର ଥିବା ବିଭିନ୍ନ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପାଇ, ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗାଁରେ ପହଞ୍ଚି ସମସ୍ୟାର ସମାଧାନ କରିବା ପ୍ରୟାସ ଜାରି…

ତାଲୁକ ଆଇନ ସେବାକମିଟି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ମନୋରଂଜନ ଦାଶଙ୍କ ପୈାରହିତ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ…

ଟୋକୋନ ଆସିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଛତ୍ରପୁର : ଟାର୍ଗେଟକୁ ଆଳ ଦେଖାଇ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯାଉ ନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଚାଷୀମାନେ ବହୁବାର ବିଭିନ୍ନ କାର୍ଯ୍ୟାଳୟ ଘୁରି ବୁଲିଲେ ମଧ୍ୟ ସେମାନଙ୍କ ଗୁହାରୀ କିଏ ଶୁଣୁ ନାହାଁନ୍ତି । ଯାହାଫଳରେ ଗୁରୁବାର…

ଛତ୍ରପୁର ପ୍ରେସକ୍ଳବ ପକ୍ଷରୁ ନିଆରା ଢଙ୍ଗରେ ହୋଲି ଖେଳର ଆସର…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ପ୍ରେସକ୍ଲବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ପୌରହିତ୍ୟରେ କ୍ଳବର ସମସ୍ତ ସଦସ୍ୟ ଓ କର୍ମକର୍ତାମାନେ ହୋଲି ଦିନର ସକାଳେ ମିଠା ଖୁଆଖୋଇ ହୋଇ ପରସ୍ପରକୁ ଆଲିଙ୍ଗନ କରି ଭାଇଚାରାର ପର୍ବ ଭାବେ ପାଳନ କରିଥିଲେ । ଛତ୍ରପୁର ଥାନା…

ଜିଲ୍ଲାରେ ପାଳନ ହେଲା ଆନ୍ତର୍ଜାତିକ ମହିଳା ଦିବସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି | ଆଜିର ଏହି ବୈଠକକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସମାରୀ ତାଙ୍ଗୁଲ ଉଦଘାଟନ କରିବା ସହିତ ମହିଳା ମାନେ କିପରି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ…

ବାରିକୁମ୍ପାରେ ଠାରେ ଧୁମଧାମରେ ପାଳିତ ହେଲା ହୋଲି ପର୍ବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମା ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପା ଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ l ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହା ମାରି ପାଇଁ ବନ୍ଦ ହେଇଥିଲା l କଟକଣା…

ଶିକ୍ଷକଙ୍କୁ ଛୁରା ଭୂଷି ମାରିବାକୁ ଉଦ୍ୟମ, ଅଳ୍ପକେ ରକ୍ଷା ପାଇଲେ..

ଦାରିଙ୍ଗବାଡ଼ି, ୦୯/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଥାନା ଅଞ୍ଚଳରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ବ୍ଳକ ଅନ୍ତର୍ଗତ ବୁଡାନପିପାଲି ଗ୍ରାମର ଜୟନ୍ତ ପ୍ରଧାନ(ଶିକ୍ଷକ) ଗ୍ରାମରୁ ରାଣିପାଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ଆଠ ବର୍ଷ ପୁଅଙ୍କୁ ଧରି ମଟର ସାଇକେଲରେ ବିଦ୍ୟାଳୟକୁ…

କ୍ରାନ୍ତି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ବ୍ରହ୍ମପୁର : ଆମ ଜୀବନରେ ଥିବା ପ୍ରତି ଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ । ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କେବେ ମା’ ଭାବରେ, କେବେ ଭଉଣୀ ଭାବରେ ଓ କେବେ ଜଣେ ପତ୍ନୀ ଭାବରେ । ପୁରା ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ

ଫୁଲବାଣୀ /ବାଲିଗୁଡା : ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ…