Browsing Category

ଆଞ୍ଚଳିକ

ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଚୋରି : ତାଲା ଭାଙ୍ଗି ଦୃର୍ବୁତ୍ତ ଲୁଟି ନେଲେ ସୁନା ଅଳଙ୍କାର…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ ରାତିରେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଜାମପଦା ସାହିର…

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ତମ ବାର୍ଷିକ ଉତ୍ସବ ପାଳିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ ଏମଏସ.ମଧୁମିତା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ…

ମାଛ ଧରା ପୋତ ପରିଚାଳନା ନିମନ୍ତେ ବ୍ୟବହୃତ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଛତ୍ରପୁର : ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ମତ୍ସ୍ୟ ବିଭାଗ, ଓଡିଶା ସରକାର,ସିଆଇଏଫଏନଇଟି , ବିଶାଖାପାଟେଣା, ଏନ୍.ଏଫ୍.ଡି.ବି., ହାଇଦ୍ରାବାଦଙ୍କର ମିଳିତ ଆନୁକୂଲ୍ୟରେ ପି.ଏମ୍. ଏମ୍.ଏସ୍.ୱାଇ. ଯୋଜନା ଜରିଆରେ ଗଂଜାମ ଜିଲ୍ଲାର ମତ୍ସ୍ୟଜୀବି ଏବଂ…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ…

ସୁନ୍ଦରଗଡ଼ - ୦୧/୦୩/୨୩ ସ୍ଥାନୀୟ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଗତ କାଲି ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବିଜ୍ଞାନ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ଲଳିତ ରଞ୍ଜନ ସାହୁ ପୌରାହିତ୍ୟ କରି…

ହିଞ୍ଜିଳିକାଟୁ ପୌରପରିଷଦ ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହ ମଳ ଉପଚାର କେନ୍ଦ୍ର ବୁଲି ଦେଖିଲେ ଦୁଇଜଣିଆ…

ହିଞ୍ଜିଳିକାଟୁ ୧।୩: ହିଞ୍ଜିଳିକାଟୁ ପୌରପରିଷଦ ନୁଆଗଡ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳ ଉପଚାର କେନ୍ଦ୍ର କୁ ଦୁଇ ଜଣିଆ ବିଦେଶୀ ବିଦ୍ୟାର୍ଥୀ ଗବେଷକ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମରେ ଲଣ୍ଡନ କିଙ୍ଗସ କଲେଜ ର ଡେବିଡ ଥୋମାସ୍ ଓ ନେଦରଲ୍ୟାଣ୍ଠ…

+୨ କଳା,ବାଣିଜ୍ୟ,ବିଜ୍ଞାନ ଓ ଧନ୍ଧାମୁଳକ ପରିକ୍ଷା ଆରମ୍ଭ…

ହିଞ୍ଜିଳିକାଟୁ ୧।୦୩ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ବୁଧବାର ଆରମ୍ଭ ହୋଇଯାଇଛି । ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା…

ସ୍ୱାଭିମାନ ଅଞ୍ଚଳରେ ଶ୍ୟାମ ଏବଂ ମାମ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ବଡପଡା ପଞ୍ଚାୟତ ଅନ୍ତର୍ଭୁକ୍ତ ବଡପଡା ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶୁଶୁ ବିକାଶ ସେବା ସମୂହ ଓ ଆତ୍ମଶକ୍ତୀ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ବଡପଡା ଅଙ୍ଗନୱାର୍ଡୀ କେନ୍ଦ୍ରଠାରେ ଶିଶୁ ମାନଙ୍କର…

ଓକିଲସଂଘ ପକ୍ଷରୁ ପ୍ରଥମ ଏଡ଼ିଜେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସଂଘମିତ୍ରା ଶର୍ମାଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର : ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ପ୍ରଥମ ଏଡ଼ିଜେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସଂଘମିତ୍ରା ଶର୍ମାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ସଂଘମିତ୍ରା ଶର୍ମାଙ୍କ ବରଗଡ଼ ଜିଲ୍ଳାକୁ ବଦଳି ହୋଇଥିବା ବେଳେ ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ…

ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ବ୍ରହ୍ମପୁର : ମିଶନ ଶକ୍ତିର ଗୋଷ୍ଠୀର ସହକର୍ମୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବୀରେ ଆଜି ଆମ୍ ଆଦିମ୍ ପାର୍ଟି ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଥିଲା । ମିଶନ ଶକ୍ତିରେ ସହାୟକ କର୍ମଚାରୀ ଭାବେ କାର୍ଯ୍ୟ…

ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ।

ଦାରିଙ୍ଗବାଡ଼ି,୨୮/୦୨ : ଦାରିଙ୍ଗବାଡ଼ି ବ୍ଳକ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଦୁଇ ଦିନ ପାଳନ କରାଯାଇଛି । ଏହି ଦିବସ ପାଳନ ନେଇ କୋଟଗଡ଼ ବ୍ଳକର ପକାରୀ ଉଚ୍ଚ ବିଦ୍ୟାଳୟ ଓ ପାରିଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲିଗୁଡ଼ା ବ୍ଳକର ଋତୁଙ୍ଗିଆ ଉଚ୍ଚ…