Browsing Category

ଆଞ୍ଚଳିକ

ହିଞ୍ଜିଳି କନକ ଦୁର୍ଗାପୀଠରେ ଚବିଶି ପ୍ରହର ନାମଯଜ୍ଞ

ହିଞ୍ଜିଳିକାଟୁ ୯।୧୧ : ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ମା’ କନକ ଦୁର୍ଗା ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚବିଶି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, କଳସ ଯାତ୍ରା ସୋମବାର ଦିନ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ନାମ…

ଚୋରି ହୋଇଥିବା ରୋଲର ଜବତ : ମୁଖ୍ୟ ଆସାମୀ ଫେରାର

ହିଞ୍ଜିଳିକାଟୁ ୯।୧୧ : ପୁରୁଷୋତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଭୁୟାଁଦେବୀ ମନ୍ଦିର ନିକଟରୁ ଚୋରି ହୋଇଥିବା ରୋଲର ହିଞ୍ଜିଳି ଥାନା ଅନ୍ତର୍ଗତ ନୁଆଗଡ ଗ୍ରାମ ବାରିତଳ ସାହିସ୍ଥିତ କବାଡ଼ି ଦୋକାନରୁ ଅଧାକଟା ଅବସ୍ଥାରେ ଉଦ୍ଧାର ଓ ୩ ଜଣଙ୍କୁ ଗିରିଫ କରିଥିବା ପୋଲିସ୍ ଜଣାପଡିଛି।…

ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଭିନ୍ନ ପଦକ୍ଷେପ ନେଉଛି ୧୨ ବାଟାଲିୟନ ସିଆରପିଏଫ

ଫୁଲବାଣୀ : ସିଆରପିଏଫର ସାମାଜିକ ଦାୟିତର ଏକ ଅଂଶ ଭାବରେ ଏବଂ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଏକ ପଦକ୍ଷେପ ଭାବରେ ୧୨ ବାଟାଲିୟନ ସିଆରପିଏଫ ଦ୍ୱାରା ସାଡିଙ୍ଗିଆ ପଞ୍ଚାୟତର ସାଧାରଣ ଅଞ୍ଚଳରେ ବୁଧବାର ଦିନ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ -୨୦୨୨ ଆୟୋଜନ କରାଯାଇଥିଲା । ସିଏ…

ଛାଡଖାଇରେ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଭିଡ଼ : ପିଆଜ ରସୁଣ ରେଟ ବୃଦ୍ଧି…

ଫୁଲବାଣୀ :-ବୁଧବାର ଦିନ ଫୁଲବାଣୀ ଆମିଶ ଦୋକାନରେ ବହୁ ଲୋକ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ଏପରିକି କେତେକ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା l ଯାହା ହେଉ ଦୋକାନୀ ମାଲାମାଲ୍ ତା ସାଙ୍ଗକୁ ପିଆଜ ରସୁଣ ରେଟ ବୃଦ୍ଧି ଯୋଗୁଁ…

ନୂତନ ପେନସନ ଭୁକ୍ତ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ବୈଠକ…

ଦାରିଙ୍ଗବାଡ଼ି,: ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ ସଂଘର ସମ୍ପାଦକ ରମେଶ ପ୍ରଧାନଙ୍କ ଆହ୍ଵାନ କ୍ରମେ ରାପଡ଼ା ବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଭାପତି କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ…

କନ୍ଧମାଳ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।ଏହି ଶୁଭ ଅବସରରେ ଫୁଲବାଣୀ ଏଡିଜେ ସ୍ଵତନ୍ତ୍ର ପୋସ୍କ ଶ୍ରୀ ସଞ୍ଜିତ୍ କୁମାର ବେହେରା ସବୁଜ ପତାକା ଦେଖାଇ ରାଲିକୁ ଶୁଭ ଉଦଘାଟନ…

ଗତକାଲି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ସହାୟତା ଦାବିରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କଲେ…

ମାଲକାନଗିରି : କାଲିମେଲେ ମୋଟୁ ଥାନା ମାନ୍ୟମ କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜ ଗିରି ଗ୍ରାମର ନୀଳ ରାମ ବଡ଼ନାୟକ ତାଙ୍କ ପତ୍ନୀ ଜେମା ଦେଇ ବଡ଼ ନାୟକ ଏବଂ ଆଠ ବର୍ଷୀୟ ପୁତ୍ର ସଲମନ ବଡ଼ନାୟକ ତିନିଜଣ ଏକ ମଟର ସାଇକଲ ମାଲକାନଗିରି ହଷ୍ଟେଲରେ ରହି ପଢ଼ୁଥିବା ଝିଅ କୁ ଦେଖିବାକୁ ଯାଇଥିଲେ…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ…

ଉମରକୋଟ :. ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉମରକୋଟ ର ମାନ୍ୟବର ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି…