Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶ୍ୟାମାକାଳୀ ପୂଜା ଉପଲକ୍ଷେ କଳସ ଯାତ୍ରା
ବୁଗୁଡା : ବୁଗୁଡ଼ା ବ୍ଲକ ଗୋଲିଆ ଗାମସ୍ଥ ତେଲୁଗୁ ସାହିରେ ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହେଉଥିବା ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ସାହୁ ଓ କୁନି ସାହୁ କର୍ତ୍ତା ଭାବେ ଯୋଗ!-->…
ଓଡ଼ିଶା ସଶସ୍ତ୍ର ପୋଲିସ୍ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି ପଡ଼ିଲା ମହଙ୍ଗା
ବାଲିମେଳା : ପୋଲିସ୍ ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରି ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସଦା ସର୍ବଦା କାର୍ଯ୍ୟ ଗ୍ରହଣ କରୁଥିବା ବେଳେ ଅନେକ ସମୟରେ ପୋଲିସ୍ ବର୍ଦ୍ଦିର ଅପବ୍ୟବହାର ମଧ୍ୟ ଦେଖିବାକୁ ମିଳେ । ଠିକ୍ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ମଧ୍ୟାହ୍ନ!-->…
ନିର୍ମାଣ ହେବାର ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ
ବୁଗୁଡ଼ା : ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ ହୋଇଗଲାଣି l ଏମିତି ଅବସ୍ଥା ଦେଖିବାକୁ ମିଳିଛି ବୁଗୁଡ଼ା ବୁଦ୍ଧଖୋଲ ରାସ୍ତା ଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ!-->…
ଗାଁ ସାଥୀଙ୍କ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କେରେଡି ଗ୍ରାମପଂଚାୟତ ମିଶନ ଶକ୍ତି ଗୃହ ଠାରେ କନ୍ଧମାଳ ଜିଲ୍ଲାର ୨୦୦୮ ମସିହା ଠାରୁ କାର୍ଯ୍ୟରତ ଗାଁ ସାଥୀ /ମେଟ ଙ୍କୁ ନେଇ ଜିଲ୍ଲା ସଂଯୋଜକ ପ୍ରଦୀପ କହଁରଙ୍କ ନେତୃତ୍ଵରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ!-->…
ଦାରିଙ୍ଗବାଡ଼ିରେ ପହିଲି ଶୀତ
ଦାରିଙ୍ଗବାଡ଼ି,୨୩/୧୦ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ ଋତୁରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହେଇଛି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ବି!-->…
୧୫ଜଣଙ୍କୁ କାମୁଡିବା ପରେ ଧରାପଡ଼ିଲା ପାଗଳ ମାଙ୍କଡ
ହିଞ୍ଜିଳିକାଟୁ, ୨୩।୧୦ : ହିଞ୍ଜିଳିକାଟୁ ବନ ବିଭାଗ ଅଧିନ ତଥା ପୁରୁଷୋତ୍ତମପୁର ବ୍ଲକ ଯାମୁନୀ ଗ୍ରାମରେ ୧୫ ଜଣଙ୍କୁ ଖଣ୍ଡିଆ ଖାବରା କରି ଘାଇଲା କଲାରେ ରବିବାର ଧରାପଡିଛି ପାଗଳ ହନୁମାଙ୍କଡ। ପାଗଳ ହନୁମାଙ୍କଡ ଉପଦ୍ରବ ରେ ଗ୍ରାମରେ ଭୟ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ଧରି ପାଗଳ!-->…
ଗଞ୍ଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଗଠନ ପକ୍ଷରୁ ଜାତୀୟ ଆୟୁର୍ବେଦ ଦିବସ ପାଳିତ
ବ୍ରହ୍ମପୁର : ଗଂଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଙ୍କ ବ୍ରହ୍ମପୁର କାର୍ଯାଳୟରେ ଆୟୋଜିତ ଧନ୍ବନ୍ତରୀ ଜୟନ୍ତୀ ତଥା ଜାତୀୟ ଆୟୁର୍ବେଦ ଦିବସ ରେ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ମୁଖ୍ଯ ବକ୍ତା ଭାବେ ଯୋଗଦାନ କରି ସାଂପ୍ରତିକ ସମୟରେ ମାନବ ସମାଜ!-->…
ଧନତେରାସ୍ ପାଇଁ ଗହଣା ଦୋକାନରେ ଭିଡ, ଜମୁଛି ଲକ୍ଷ ଲକ୍ଷ ଟଙ୍କାର ବେପାର
ବୁଗୁଡ଼ା : ଧନତେରାସ୍ ପର୍ବ ଆଣିଛି ଲୋକଙ୍କ ମଧ୍ୟରେ ଉତ୍ସାହ । ଏହି ଦିନରେ ଘରକୁ କିଛି ନୂଆ ଦ୍ରବ୍ୟ ଆଣିଲେ କୁଆଡେ ପରିବାର ପାଇଁ ଶୁଭ ବୋଲି ବିଶ୍ଵାସ ରହିଛି। ବିଶେଷକରି ସୁନାଗହଣା ଓ ରୁପା ଭଳି ଦ୍ରବ୍ୟ କିଣି ଘରକୁ ଆଣିଲେ ଅଧିକ ଶୁଭ ବୋଲି କୁହାଯାଏ । ଏହି ପର୍ବ ଅନ୍ୟ ରାଜ୍ୟରେ ବହୁଳ!-->…
ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ
ବୁଗୁଡା : ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ଆୟୁର୍ବେଦ ଚିକିତ୍ସକ କିଶୋର ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ସ୍ବବାସଭବନ ପରିସରରେ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କାଳରେ ଚର୍ତୁଭୁଜ ଧନ୍ଵନ୍ତରୀଙ୍କ!-->…
ହାଟପଦା ସାଜିଛି ଅଳିଆ ଗଦା,କେବେ ସୁଧୁରିବ ସ୍ଥିତି
ଦାରିଙ୍ଗବାଡ଼ି (୨୩/୧୦) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ପରିବେଶକୁ ସ୍ଵଛତା ରଖିବା ପାଇଁ ସରକାର ବିଭିନ୍ନ ସମୟରେ ବହୁ ସଚେତନତା ବାର୍ତା ଦେବା ସହ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ତାହା କେତେ ଫଳପ୍ରଦ ହେଉଛି ତାହା ସିମନବାଡ଼ି ଜନଜାତି ହାଟପଦା ଦେଖିଲେ ଜଳଜଳ କରି ଜଣାପଡୁଛି।!-->…