Browsing Category

ଆଞ୍ଚଳିକ

ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ କାର୍ଯ୍ୟକ୍ରମ

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ବିଷୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ…

୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର

ଛତ୍ରପୁର : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ କଣମଣା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ୨୫ ଜଣ ବାତ୍ୟା କିମ୍ବା ବନ୍ୟା…

ମୃଦୁ ପାନୀୟ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ

ହିଞ୍ଜିଳିକାଟୁ ୨୦।୧୦ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ରେ ମୃଦୁ ପାନୀୟ ଜଳ ବୋତଲ ଓ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ। ହିଞ୍ଜିଳିକାଟୁ ସହରର କେଉଟ ସାହିରେ ଗୋଟିଏ ଗ୍ରସରି ଦକାନରେ ଦେଖିବାକୁ ମିଳିଛି ଏପରି ଘଟଣା lବଜାରରେ ମେଲିଛି ଜହର ପସରା: ପ୍ରଶାସନ ନୀରବଦ୍ରଷ୍ଟା ଅଭିଯୋଗ…

ବାଲିପଦର କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ

ବୁଗୁଡା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ…

ଅଢେଇ ବର୍ଷ ପରେ ଫେରାର ଆସାମୀ ଗିରଫ

ବୁଗୁଡ଼ା : ଦୀର୍ଘ ଅଢେଇ ବର୍ଷ ଧରି ଫେରାର ଥିବା ଜନୈକ ଆସାମୀକୁ ପୋଲିସ ଓ୍ବାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଆସାମୀ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ବଡସାହିର ସୀତାରାମ ରାଉତ(୨୨) । ଗତ ୨୦୧୯ ମସିହାରେ ଗୋଲିଆ ଗ୍ରାମର ଏକ ଗଣ୍ଡଗୋଳ…

ଗଦାପୁରରେ ପରିବର୍ତ୍ତନ ମେଳା

ଦାରିଙ୍ଗବାଡ଼ି, ୨୦/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ପରିସରରେ ଆଜି ପରିବର୍ତ୍ତନ ମେଳାର ଆୟୋଜ କରାଯାଇଛି। ଏହି କାର୍ଯ୍ୟକ୍ରମ ହାତୀମୁଣ୍ଡା, ସରାମୁଳି, ଗଦାପୁର ଓ ତାଜୁଙ୍ଗି ପଞ୍ଚାୟତର ସର୍ଵ ସାଧାରଣଙ୍କୁ ନେଇ କରାଯାଇଛି। ସରକାରଙ୍କ ତରଫରୁ ଶାରୀରିକ,…

ସ୍କୁଲ ଓ ଚର୍ଚ୍ଚ ଗୃହ ଉଦ୍ଘାଟନ କଲେ ବିଧାୟକ

ଦାରିଙ୍ଗବାଡ଼ି,୨୦/୧୦ : ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗୁମିକିଆ ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ ନୂତନ ଗୃହ ଉଦ୍ଘାଟନ କରିଛନ୍ତି । ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁକାଲାଦା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ସହ ଏକ ଚର୍ଚ୍ଚ ଗୃହ ଉଦ୍ଘାଟନ କରିଛନ୍ତି ।…

ଶିଶୁଙ୍କ ଖାଦ୍ୟ ବାଟମାରଣା ନେଇ ସିଡିପିଓଙ୍କୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୦/୧୦, ମହିଳା ଓ ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ କରିବା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରତି ଗାଁରେ ଅଙ୍ଗନବାଡ଼ି ନିର୍ମାଣ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ନିଯୁକ୍ତି କରିଛନ୍ତି । ହେଲେ ସରକାରଙ୍କ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଏକ…

ଚକ୍ଷୁ ରୋଗରେ ପୀଡିତ ଛାତ୍ର, ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡ଼ି, ୨୦/୧୦ : ଚକ୍ଷୁରୋଗରେ ପୀଡ଼ିତ ନବମ ଶ୍ରେଣୀ ଛାତ୍ର। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। କେତେବେଳେ ଆଖିରୁ ବହିଚାଲୁଚି ଲୁହତ, କେତେବେଳେ ଆଖି ବ୍ୟଥା ହେବା ସହିତ କୁଣ୍ଡେଇ ହୋଇ ଲାଲ ପଡିଯାଉଛି ଆଖି। ଯାହାରି ଫଳରେ ପାଠ ପଢି ପାରୁ ନାହାନ୍ତି ଛାତ୍ର। ଦାରିଙ୍ଗବାଡ଼ି ବ୍ଲକ…

ଫୁଲବାଣୀ ଆଇ. ଟି. ଆଇ.ରେ ଅଗ୍ନି ନିର୍ବାପକଓ ନିରାପତ୍ତା ସମ୍ପର୍କରେ ମକ ଡ୍ରିଲ

ଫୁଲବାଣୀ : ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଗ୍ନିଶ୍ରମ ବିଭାଗ ତରଫରୁ ନିଆଁ ଲିଭାଇବାର ଏବଂ ନିରାପତ୍ତାର ଏକ ମକ ଡ୍ରିଲ ଅଫିସର ଇନ ଚାର୍ଜ ଫାୟାର ବିଗ୍ରେଡ଼ ଚଦ୍ର ଶେଖର ନାୟକଙ୍କ ତତ୍ୱାବଧାନ ଓ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠି ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ…