Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ପୁଷ୍ପ!-->…
ସ୍ବଚ୍ଛ ସର୍ବେକ୍ଷଣ-୨୨, ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କଲେ ଅଧ୍ୟକ୍ଷା…
ଚିକିଟି-ଭାରତ ସରକାରଙ୍କ ତରଫରୁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୨ ରେ ଗଂଜାମ ଜିଲ୍ଲା ଚିକିଟି ଏନଏସି କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଆଜି ଅଧ୍ୟକ୍ଷା ଦିପା କୁମାରୀ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ!-->…
ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା…
ଫୁଲବାଣୀ :- ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ଗାଁ ଗାଁ ରେ ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇଛି ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି ପଦ ଯାତ୍ରା ତୂମୁଡିବନ୍ଧ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଣ୍ଡିଗଡ ପଞ୍ଚାୟତ ସେବାଭାରତୀ!-->!-->!-->…
ଏନ୍ଏସି ପକ୍ଷରୁ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ…
ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଆଜି ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଏନ୍ଏସିର ସଫେଇ କର୍ମଚାରୀ ମାନଙ୍କୁ ଅତିଥି ରୂପେ ଗ୍ରହଣ କରି ନୂତନ ବସ୍ତ୍ର ପ୍ରଦାନ ସହ ସୁସ୍ବାଦୁ ବ୍ଯଞ୍ଜନ ଭୋଜନ ପ୍ରସ୍ତୁତ କରି!-->…
ବାଲିପଦର ଓ ବୁଗୁଡ଼ା କଲେଜରେ ଗାନ୍ଧୀ ଜୟନ୍ତୀ ପାଳିତ
ବୁଗୁଡା : ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରିଣୀ ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପଦର ଫାଣ୍ଡି ଅଧିକାରୀ ସମୀର ରଞ୍ଜନ!-->…
ରାଉରକେଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ…
ରାଉରକେଲା : (ବସନ୍ତ କୁମାର ଜେନା ): ପ୍ରତିବର୍ଷ ପରି ଦଳର ରାଜ୍ୟସଭାପତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜୁ ଜନତା ଦଳର ସଭାପତି,ସୁନ୍ଦରଗଡ ଯୋଜନା କମିଟିର ଅଧକ୍ଷ ତଥା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତ୍ୟକ୍ଷ ତତ୍ବାବଧାନରେ,ନଗର ସଭାପତି!-->!-->!-->…
ସୁନପୁର ଓ ସୁରଳ ପଞ୍ଚାୟତରେ ଗାନ୍ଧିଜୟନ୍ତୀ ଗ୍ରାମସଭା ଅନୁଷ୍ଠିତ…
ଚିକିଟି- ଚିକିଟି ବ୍ଲକ୍ ଉପକୂଳବର୍ତ୍ତୀ ସୁନପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଗୌରୀ ଶଙ୍କର ମାଛ, ସରପଞ୍ଚ ଲକ୍ଷ୍ମୀ ଧର ବେହେରା, ସମିତି ସଭ୍ୟ ଅମୂଲ୍ୟ ବେହେରା, ଜି ଆର ଏସ ପ୍ରଦୀପ!-->…
ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜି:ଉଦୟଗିରି ବିଧାୟକ ସାଲୁଗା!-->!-->!-->…
ହିଞ୍ଜିଳି ବିଜୁ ଜନତାଦଳର ଜନସମ୍ପର୍କ ପଦଯାତ୍ରା…
ହିଞ୍ଜିଳିକାଟୁ:- ଅକ୍ଟୋବର ୨ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ହିଞ୍ଜିଳିକାଟୁ ପୌରପାଳିକା ଓ ଵ୍ଳକ ତରଫରୁ ରବିବାର ଜନସମ୍ପର୍କ ପଦଯାତ୍ରା!-->…
କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ଫୁଲବାଣୀ:- ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଦିନ ଉଦଯାପିତ ହୋଇଛି l ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ!-->!-->!-->…