Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱାଧୀନତା ର ୭୫ ବର୍ଷ ପୁରିଲାଣି ତଥାପି ଅବହେଳିତ ଝରୀଗାଁ ବ୍ଲକ ର କିଛି ପଞ୍ଚାୟତ…
ଗାଁ କୁ ନା ଅଛି ରାସ୍ତା..., ନା ଅଛି ସ୍ୱାସ୍ଥ୍ୟ ବ୍ୟବସ୍ଥା....ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତ ପାଟିଆଗୁଡା ଓ ପର୍ସଲ ଗାଁ ଲୋକଙ୍କ ଦୁଃଖ କହିଲେ ନସରେ ଉଭୟ ଗାଁ ଓ ରତାଖଣ୍ଡି ଗୁଡା ପଞ୍ଚାୟତ ରେ ପାଖାପାଖି ୬00 ପରିବାର ଲୋକ ବସବାସ କରନ୍ତି!-->…
ଦଲାଲ ଙ୍କ କବଜାରେ କାଲିମେଳା ମିନି ଷ୍ଟାଡିୟମ : ପ୍ରତିବାଦରେ କାଲିମେଳା ବନ୍ଦ ଡାକରା ଦେଲେ ଅଞ୍ଚଳ ବାସୀ…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବାସୀ ଆଜି କାଲିମେଳା ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡ଼ାକରାରେ କାଲିମେଳାର ସମସ୍ତ ଯୁବକ ସହ କାଲିମେଳା ବାସୀ ଏହି ଡାକରା କୁ ସଫଳ କରିବା ପାଇଁ ଧାରଣା ମଧ୍ୟ ଦେଇଛନ୍ତି ।!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁନ୍ଦରଗଡ଼ ଜିଲ୍ଲା…
ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି କଲେ ସମୀକ୍ଷା
ସୁନ୍ଦରଗଡ଼/ ବଣାଇଁ, : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି!-->!-->!-->!-->!-->…
ସମ୍ବଲପୁର ବିଭିନ୍ନ ସମାଜିକ ଏବଂ ଶ୍ରମିକ ସଂଗଠନ ପକ୍ଷ୍ୟରୁ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ ଓ ଆଲୋଚନା…
ସମ୍ବଲପୁର : ସମ୍ବଲପୁର ର ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ସମ୍ବଲପୁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l
ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ତଥା ରାଜ୍ୟ ବିଯୁଜନତା ଦଳର!-->!-->!-->!-->!-->!-->!-->…
ଦରବୃଦ୍ଧି ଓ ବେକାରୀ ସମସ୍ୟା କୁ ନେଇ ଅଗଷ୍ଟ ୫ରେ ଜେଲଭରୋ ଆନ୍ଦୋଳନ କରିବ କଂଗ୍ରେସ…
ବ୍ରହ୍ମପୁର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା!-->…
ବଜ୍ରପାତ ନେଇ ଆସିଲା ମୃତ୍ୟୁର ବିଭୀଷିକା
ଚିତ୍ରକୋଣ୍ଡା (୦୩/୦୮) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଧୂଳିପୁଟ ପଞ୍ଚାୟତ ଅଧିନସ୍ଥ ଜୁମଡାଙ୍ଗ ଗ୍ରାମର ଏହି ଲୋମ ଟାଙ୍କୁରା ଦୃଶ୍ୟ ଗ୍ରାମବାସୀଙ୍କୁ ବେଶ୍ ଦୁଃଖାଭିମୁଖୀ କରିଛି । ଗତକାଲି ଲଗାଣ!-->!-->!-->…
ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୪୮ଲକ୍ଷ ଟଙ୍କାର ଋଣ ପ୍ରଦାନ
ମାଲକାନଗିରି (୩।୮) : ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ୟାଳୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଟିଙ୍କୁ ଚୟନ କରି ମୋଟ ୪୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ମହିଳାଙ୍କ ବିକାଶ ଏବଂ ସେମାନଙ୍କୁ!-->…
ସପ୍ତାହ ମଧ୍ୟରେ ଦୁଇଟି ଗ୍ରାମୀଣ ବ୍ୟାଙ୍କରେ ଡକାୟତ ଉଦ୍ୟମ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏବେ ବିଭିନ୍ନ ଗ୍ରାମାଞ୍ଚଳର ବ୍ୟାଙ୍କ୍ ଉପରେ ଡକାୟତ ଙ୍କ ଆଖି ପଡ଼ିବା ପୋଲିସ୍ ତଥା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲୋଟିଛି। ଡକାୟତଙ୍କ ଟାର୍ଗେଟ ରେ ଏଥର ଗ୍ରାମାଞ୍ଚଳର ବ୍ୟାଙ୍କ | ଗତ ଏକ!-->…
ପାଣ୍ଡ୍ରିପାଣି ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
ମାଲକାନଗିରି (୩।୮) : ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ କିଭଳି ଶିକ୍ଷାଦାନ କରାଯାଉଛି ଓ ବିଦ୍ୟାଳୟର ପରିବେଶ ସଫା ସୁତୁରା ରହୁଛିକି ନାହିଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଠିକ୍ ସମୟରେ ସ୍କୁଲ୍ ପହଞ୍ଚି ଶିକ୍ଷାଦାନ କରୁଛନ୍ତିକି ନାହିଁ ସେ!-->…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୩ଟି ପ୍ରତିଯୋଗିତାରେ ୩୦୦ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ l ସୁଦୂର କୁର୍ତ୍ତମଗଡ଼, ବାଟାଗୁଡା, ଓ ବାଲିଗୁଡା ସରକାରୀ!-->…