Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ
ଫୁଲବାଣୀ : ସ୍ଥାନୀୟ ଏଜେଓ ହାଇସ୍କୁଲର ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କହଁର, ଜିଲା ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର, ପ୍ରମୁଖ!-->…
ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଆନନ୍ଦ ବାବାଙ୍କ ଦୁର୍ନୀତି ଚେର ଲମ୍ବୁଛି
ଛତ୍ରପୁରର ଭିନ୍ନକ୍ଷମ ଅନୁଷ୍ଠାନ ଉପରେ ବୁଧବାର ଭିଜିଲାନସ୍ ଚଢ଼ାଉ !!
ଛତ୍ରପୁର : ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଛତ୍ରପୁର ର ଭିନ୍ନକ୍ଷମ ଅନୁଷ୍ଠାନ ର ମାଲିକ ତଥା ସର୍ବେସର୍ବା ବୋଲାଉଥିବା ଡ଼ଃ.କେ.ଆନନ୍ଦ ରାଓଙ୍କ ନାମରେ ଅଭିଯୋଗ ର ଚେର ଲମ୍ବୁଛି । ସୋମବାର!-->!-->!-->…
ଜଙ୍ଗଲ ଜମିର ସାମାଜିକ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ କର୍ମଶାଳା…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ର ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ତିନି ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ଗ୍ରାମ ମୁଖିଆମାନଙ୍କୁ ନେଇ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଏଯେଡବ୍ଲୁଏସ!-->!-->!-->…
ମାଲକାନଗିରି ଜିଲ୍ଲାପାଳଙ୍କ ପାପୁଲୁର ଓ କୁର୍ମାନୁର ପଞ୍ଚାୟତ ଗ୍ରସ୍ତ…
ଚିତ୍ରକୋଣ୍ଡା : ମାଲକାନଗିରି ଜିଲାପାଳ ବିଶାଲ ସିଂ ଚିତ୍ରକୋଣ୍ଡା ବ୍ଲକର ପାପୁଳୁର ଓ କୁର୍ମାନୂର୍ ପଞ୍ଚାୟତକୁ ଅଚାନକ ଗ୍ରସ୍ତ।ଜିଲ୍ଲାପାଳ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ମାଲକାନଗିରି ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକର ପାପୁଲୁର୍ ଓ କୁର୍ମାନୁର୍!-->!-->!-->…
ଚିତ୍ରକୋଣ୍ଡା ବିଜେଡି ଦଳୀୟ କର୍ମୀଙ୍କ ସହ ଆର ଏସ ସି ୧ ୩ ନମ୍ବର ଗ୍ରାମବାସୀଙ୍କ ସହ ଆଲୋଚନା…
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ର ବିଜେଡି ଦଳୀୟ ବରିଷ୍ଠ କର୍ମୀଙ୍କ ଶୁକ୍ରା ମୁଦୁଲି, ପିତାମ୍ବର ଖେମୁଡୁ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ,ରାଲେଗଡା଼ ସରପଞ୍ଚ କମଳୁ ହନ୍ତାଳ, ପାପରମେଟେଲା ସରପଞ୍ଚ ନରସିଂଙ୍ଗ ସିନ୍ଧେରୀ,ଦୁଲଭ ଖିଲ, ସୁନାଧର ଖିଲ,!-->!-->!-->…
ବେଆଇନ ମଦ ଚାଲାଣ : ଜଣେ ଗିରଫ
କେ.ନୂଆଗାଁ : ବେଆଇନ ମଦ ଚାଲାଣ ବେଳେ ଜଣକୁ ଗିରଫ କରିଛି କେ.ନୂଆଗାଁ ପୋଲିସ । ଆଜି ସକାଳ ସାତଟା ସମୟରେ ଓଆର୦୭ Y ୪୦୬୩ ନମ୍ବର ବିଶିଷ୍ଟ ଏକ ମୋଟରସାଇକଲ ଯୋଗେ ଗୌଡ଼ ଗାଁର ପ୍ରଦୀପ ବେହେରା ବେଆଇନ ବିକ୍ରି କରିବାକୁ ଯାଉଥିବା ବେଳେ ପୋଲିସ ତାକୁ ଧବରା ଛକଠାରେଏ ଏସଆଇଏସ. ସି ଏଚ.ମୁର୍ମୁ ଏବଂ!-->…
ଛତ୍ରପୁର ଓକିଲ ସଂଘ ପକ୍ଷରୁ ନୂତନ ଏଡ଼ିଜେ ଓ ଜେଏମଏଫସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର : ଆଜି ଛତ୍ରପୁର ଓକିଲ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟସ୍ଥଳୀରେ ଯୋଗ ଦେଇଥିବା ଏଡ଼ିଜେ ଶ୍ରୀ ମନୋରଞ୍ଜନ ଦାସ ଓ ଜେଏମଏଫସି ଜୁଏଲ ପଟ୍ଟନାୟକଙ୍କୁ ଛତ୍ରପୁର କୋର୍ଟକୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ସଭାର ଏକ ଆୟୋଜନ କରାଯାଇଥିଲା। ଏହି ସଭାରେ ସବଜଜ ମାନସ ରଞ୍ଜନ ରାୟ ଓ!-->…
ବ୍ରହ୍ମପୁର ରେଳ ଷ୍ଟେସନରେ ୱାନ୍ ଷ୍ଟେସନ ୱାନ୍ ପ୍ରୋଡ଼କ୍ଟ ଆଉଟଲେଟ୍ ର ଉଦ୍ଘାଟନ
ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଚତୁର୍ଥ ନଂ ପ୍ଲାଟ୍ ଫର୍ମ ଠାରେ ଓରମାସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୱାନ୍ ଷ୍ଟେସନ ୱାନ୍ ପ୍ରୋଡ଼କ୍ଟ ଆଉଟଲେଟ୍ ର ଉଦ୍ଘାଟନ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଯୋଜନାରେ ମହିଳା ମାନଙ୍କୁ ସ୍ୱାବିଲମ୍ବୀ କରିବା ପାଇଁ!-->…
ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ବିଡ଼ିଓଙ୍କୁ ଦାବିପତ୍ର
ଦାରିଙ୍ଗବାଡ଼ି(୨୦/୭) : ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ ଦାରିଙ୍ଗବାଡ଼ି ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାରିଙ୍ଗବାଡ଼ି ବ୍ଲକ ସଭାପତି ଶୁଭଲଷ୍ମୀ ବେଜଙ୍କ ନେତୃତ୍ୱରେ!-->…
ମୁମୁର୍ଷ ଅବସ୍ଥାରେ ପଡ଼ିରହିଥିବା ମହିଳା ଉଦ୍ଧାର
ଦାରିଙ୍ଗବାଡ଼ି(୨୦/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମେଡିକାଲରେ ଗାଜଲବାଡ଼ି ଘାଟି ରାସ୍ତାରେ ମୁମୁର୍ଷ ଅବସ୍ଥାରେ ପଡ଼ିରହିଥିବା ଜଣେ ମହିଳାଙ୍କୁ ଜଣେ ପଥିକ ଉଦ୍ଧାର କରି ଆଣି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରି ଥାନାକୁ ସୂଚନା ଦେଇଥିଲେ । ସୂଚନା ମୁତାବକ ବଡ଼ଗଡ଼ ଥାନା!-->!-->!-->…