Browsing Category

ଆଞ୍ଚଳିକ

ବ୍ରଜନଗର ଟାୱାର ଲାଇନ ରାସ୍ତା ଏବଂ ଡ୍ରେନ ବ୍ୟବସ୍ଥା ନେଇ ନିଗମ ମେୟରଙ୍କ ଆଲୋଚନା

ବ୍ରହ୍ମପୁର ( ୪/୭) : ଆଜି ବ୍ରଜନଗର ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କୁ ସାକ୍ଷାତ କରି ବ୍ରଜନଗରକୁ ମହାନଗର ନିଗମ ଦ୍ଵାରା ଅର୍ଦ୍ଧନିର୍ମିତ ଭାବେ ଛାଡ଼ିଦିଆଯାଇଥିବା ଖୋଲା ଡ୍ରେନ ଓ ତତ୍ ଜନିତ ଉପୁଜୁଥିବା ସମସ୍ୟା…

ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼ (୪/୭) : ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ଲୋକନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର (୦୪/୦୭): କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ତୃତୀୟ ବାର୍ଷିକୋତ୍ସବ ପାଳନ ପରିପ୍ରେକ୍ଷୀରେ ଆୟୋଜିତ କଳାକାର ଶୋଭାଯାତ୍ରାର ଶୁଭାରମ୍ଭ କରି ସମାଜସେବୀ ସି.ଏଚ୍. ସନ୍ତୋଷ କୁମାର ସୁବୁଦ୍ଧି ଲୋକ କଳା ହିଁ ଆମ ଜାତୀୟ ସଂସ୍କୃତିକୁ…

ମିଷ୍ଟଭାଷୀ ପରୋପକାରୀ ଶିକ୍ଷକଙ୍କ ଅକାଳ ବିୟୋଗ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର କୋଦଭାଟାର ବାସିନ୍ଦା ଶିକ୍ଷକ ବିଦ୍ୟୁତ ମଣ୍ଡଳଙ୍କର ପରଲୋକ ହୋଇଯାଇଛି | ବିଦ୍ୟୁତ ମଣ୍ଡଳ ୧୯୮୮ ମସିହାରେ ମାଲକାନଗିରିରୁ ଶିକ୍ଷକତାରେ ଯୋଗଦାନ କରି ତାଙ୍କର ଜୀବନ ଆରମ୍ଭ କରିଥିଲେ | ଏହି ୩୪ ବର୍ଷ ଭିତରେ ସେ ରାଇଘର ବ୍ଲକର ଗୋନା…

ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି ଦୁଇ କିଡ଼ନୀ ରୋଗୀ, ସରକାରୀ ସହାୟତାକୁ ଅପେକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରତିବର୍ଷ କିଡ଼ନୀ ଜନିତ ସମସ୍ୟା ଦେଖାଯାଇଥିବା ବେଳେ ବହୁ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି।କିଏ ଚିକିତ୍ସା ଅଭାବ ରୁ ଘରେ ପଡି ଶଯ୍ୟାଶାୟୀ ହୋଇ ପ୍ରାଣ ହରାଉଥିବା ବେଳେ କିଏ ରୋଗ ର ଚିକିତ୍ସା ପାଇଁ ତ ଆଉ କିଏ ଅର୍ଥ ଅଭାବ ରୁ ମୃତ୍ୟୁ ବାଟକୁ…

ସଶକ୍ତ ପଞ୍ଚାୟତିରାଜ ଲାଗି ଆବାସିକ ତାଲିମ କାର୍ଯ୍ୟକ୍ରମ

ମାଲକାନଗିରି (୦୪/୭) : ସଶକ୍ତ ପଞ୍ଚାୟତିରାଜ ଲାଗି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ମାଲକାନଗିରି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ 04.07.2022 ତାରିଖ ଠାରୁ 08. 07.2022…

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ : ଦାରିଙ୍ଗବାଡି ପ୍ରେସକ୍ଳବର ପ୍ରତିବାଦ

ଦାରିଙ୍ଗବାଡି, (୪/ ୭) : ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦେଶ୍ୟ ମୁଳକ ଭାବେ କାଇମ୍ର ବ୍ରାଞ୍ଚ ଇଓଡ୍ଳୁ ପକ୍ଷରୁ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଆଜି ଦାରିଙ୍ଗବାଡି ପ୍ରେସକ୍ଳବ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ସ୍ଥାନିୟ ବିଡିଓ ଗଦାଧର…

ଅର୍ଦ୍ଧେନ୍ଦୁ ଦାସଙ୍କ ଅନ୍ୟାୟ ଗିରଫଦାରୀ ନେଇ ପ୍ରତିବାଦ

ବାଲିଗୁଡା : ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯାଇ ଥିବାରୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ଏବଂ ସରକାର ଗଣତନ୍ତ୍ର କୁ ହତ୍ୟା…

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ଅଭିଭାବକ ଚିନ୍ତାରେ

ଦାରିଙ୍ଗବାଡ଼ି,୪/୭, କନ୍ଧମାଳ ଜିଲ୍ଲାର ସର୍ବ ବୃହତ ବ୍ଳକ ଭାବେ ଦାରିଙ୍ଗବାଡ଼ି ପରିଚିତ । ସରକାର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବହୁ ଅର୍ଥ ବ୍ୟୟବରାଦ କରି ଆସୁଛନ୍ତି। ବ୍ଳକରେ ୧୭ଟି ବିଦ୍ୟାଳୟ ପ୍ରତିଷ୍ଠା କରି…

ନିଜ ପ୍ରତିଭା ବଳରେ ଆଜି ଜଣେ ସଫଳ ଅଭିନେତା ସହ ନିର୍ଦ୍ଦେଶକ ଦୌଡ ରେ ବାଲାରାଜୁ

ମାଲକାନଗିରି : ସମୟ ବଦଳିଛି ଆଉ ତା ସହ ବଦଳିଛି ଦୁନିଆ l ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭା ଯାହାକୁ ସମୟ ସୁଅରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛି ମାଲକାନଗିରି l ଜୀବନର ସଂଘର୍ଷ ଭିତରେ ପ୍ରତ୍ୟକ ବ୍ୟକ୍ତି ଆଗକୁ ବଢ଼ିବାର ସ୍ବପ୍ନ…