Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚୋରୀ କାରବାକୁ ଯାଇ ଚୋର ପାଇଲା ପ୍ରଜାକୋଟ ରେ ଦଣ୍ଡ ପୁଣି ଆଇନ ର ଦଣ୍ଡ..!
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର :- ଗତ ସମବାର ଟାଟାବେଞ୍ଜ ଛକ ରେ ଥିବା ଖାଣ୍ଟି ଓଡ଼ିଆ ହୋଟେଲ ରେ ହେଇଥିବା ଚୋରି ଘଟଣା କୁ ନେଇ ବୈଦ୍ୟନାଥପୁର ଥାନା ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଇତନ୍ୟପୋଡ଼ା ଗ୍ରାମ ର କେ. ସାଗର ରେଡ୍ଡୀ କୁ ଗିରଫ କରି କୋର୍ଟ!-->!-->!-->…
ମୋଟରସାଇକେଲ ଦୁର୍ଘଟଣା : ଚାଳକ ମୃତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ 59 ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି | ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ!-->…
ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନୂତନ ଭାବେ ମନ୍ତ୍ରୀପଦ ପାଇଥିବା ଚିକିଟି ବିଧାୟିକା ତଥା କୋଠାବାଡ଼ି ଏବଂ ନଗର ଉନ୍ନୟନ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ମନ୍ତ୍ରୀ ଶ୍ରୀମତୀ!-->…
ଭିଜିଲାନ୍ସ ରେଡ୍ ବେଳେ ଫୁଟିଲା ଗୁଳି , ଆଇଏଏସ ଅଫିସର ପୁଅଙ୍କ ମୃତ୍ୟୁ
ଚଣ୍ଡିଗଡ଼: ଜଣେ ଆଇଏଏସ ଅଫିସରଙ୍କ ପୁଅଙ୍କ ଗୁଳି ମାଡ଼ରେ ମୃତ୍ୟୁ ଘଟିଛି। ପଞ୍ଜାବର ଚଣ୍ଡିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ସଞ୍ଜୟ ପୋପଲି ନାମକ ଜଣେ ଆଇଏଏସ ଅଫିସରଙ୍କ ପୁଅ କାର୍ତ୍ତିକ ପୋପଲିଙ୍କ ମୃତ୍ୟୃ ଘଟିଥିବା ପୁଲିସ କହିଛି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ପରିବାର!-->…
ଗୁଜରାଟ ଦଙ୍ଗା ମାମଲା: ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ ଗିରଫ
ଅହମ୍ମଦାବାଦ: ଶନିବାର ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼(ଏଟିଏସ) ଚର୍ଚ୍ଚିତ ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ଗିରଫ କରିଛି। ସେ ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ଗିରଫ ପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଛି। ଏତଲା!-->…
ତିନି ଟ୍ରାକ୍ଟରରୁ ବ୍ୟାଟେରୀ ଓ ତେଲ ଚୋରି, ଥାନାରେ ଏତଲା
ପାତ୍ରପୁର : ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବ୍ଳକ କୋଳିହଳା ଗ୍ରାମରେ ଶୁକ୍ରବାର ମଧ୍ୟ ରାତିରେ ତିନି ଗୋଟି ଟ୍ରାକ୍ଟର ଗାଡ଼ି ରୁ ବ୍ୟାଟେରୀ ଓ ତେଲ ଚୋରି ହୋଇଥିବା ନେଇ ଜରଡା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗ୍ରାମର ଚକ୍ରପାଣି ସାହୁ ଓ ଶିବ ଶଙ୍କର ସାହୁ ଙ୍କ ତିନୋଟି!-->…
ଚିକିଟିରେ” ମୋ ଗେହ୍ଲା ଝିଅ” ଓ “ନିର୍ଭୟ କଢି” କାର୍ଯ୍ୟକ୍ରମ
ଚିକିଟି : ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଆଜି "ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଡିପିଓ ଗୀତାଞ୍ଜଳୀ ପାଣିଗ୍ରାହୀ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ!-->…
୨୦୨୫ ସୁଦ୍ଧା ଓଡ଼ିଶା ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ହେବ – ଶ୍ରମ ମନ୍ତ୍ରୀ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଥିବା ସମୀକ୍ଷାରେ ମନ୍ତ୍ରୀ ଶ୍ରୀ!-->…
ନିଷିଦ୍ଧ ନିଶାଦ୍ରବ୍ୟର ବିରୋଧରେ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୁଦ୍ଧ ଦିବସ ଅବସରରେ ଆନ୍ତଃଜିଲ୍ଲା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ!-->…
ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ, ପାଞ୍ଚଟି ଆଇଇଡି ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ଫୁଲମପାଡ଼ ଗ୍ରାମ ଅଞ୍ଚଳରେ ନକ୍ସଲ ଦ୍ୱାରା ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ଏବଂ କୌଣସି ଏକ ବଡ଼ ଘଟଣା ଘଟଇବା ପାଇଁ ପାଞ୍ଚଟି ଆଇଇଡି ନକ୍ସଲ ଖଞ୍ଜିଥିଲେ!-->!-->!-->…