Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫୁଲବାଣୀ ବିଧାୟକଙ୍କ ବାଲନ୍ଦାପଡା – ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ଆଲୋଚନା
ଫୁଲବାଣୀ (୨୩/୬) : କନ୍ଧମାଳ -ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି l ଏଥିରେ ଫିରିଙ୍ଗିଆ ବି ଡିଓ!-->…
ବୁଲେର ପିକପ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ଦାରିଙ୍ଗବାଡ଼ି (୨୩/୦୬) : ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁର ବ୍ରାଡିମାହା ବୁଲାଣିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଗାନ୍ଦରଗୁଡି ରାସ୍ତା ନିର୍ମାଣରେ ନିୟୋଜିତ ଥିବା ବୁଲେର ପିକପ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣ!-->!-->!-->…
ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ବ ମୋକଦ୍ଦମା ଗୁଡିକ ଫୈସଲା କରିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ…
ଛତ୍ରପୁର (୨୩/୦୬) : ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ବ ସମୀକ୍ଷା ଓସ୍ବାନ ଦ୍ବାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ବ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେଯେ, ରାଜସ୍ବ!-->…
ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି…
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ!-->!-->!-->!-->!-->…
ଦାରିଗଂବାଡି ଏନ୍ଏଚ୫୯ର ଡାବୁଲୁମାହା ଘାଟିରେ ଦୁର୍ଘଟଣା
ଦାରିଙ୍ଗବାଡ଼ି, (୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିକଟ ଏନ୍ ଏଚ ୫୯ ର ଡାବୁଲୁମାହା ଘାଟିରେ କାର ଦୁର୍ଘଟଣାହୋଇଛି ଏହି ଦୁର୍ଘଟଣା ରେ ଦୁଇ ଜଣ ଆହତ ଓ ଜଣେ ଗୁରୁତର ଅଛନ୍ତି ସମସ୍ତଙ୍କୁ ଦାରିଙ୍ଗବାଡି ମେଡିକାଲ ରେ ଭର୍ତି କରାଯାଇଛି। ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳ ରେ!-->!-->!-->…
ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର
ଦାରିଙ୍ଗବାଡ଼ି,(୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୋଲିସ ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କରିଛି । ସୂଚନାରୁ ପ୍ରକାଶଯେ ମୃତ ତପସି ପ୍ରଧାନ (୭୫) ମାନସିକ ବିକୃତି ବ୍ୟକ୍ତି!-->!-->!-->…
ଆଦର୍ଶ ବିଦ୍ୟାଳୟ, ଗୁଣ୍ଡୁରିଗୁଡା ରେ ବିଏସଏଫର “ହର ଘର ଝଣ୍ଡା” କର୍ମଶାଳା ଅନୁଷ୍ଠିତ
ମାଲକାନଗିରି କୁଡୁମୁଲୁଗୁମ୍ମା (୨୩/୦୬) : ଭାରତବର୍ଷର ମହାପର୍ବ "ଆଜାଦୀ କି ଅମୃତ ମହୋତ୍ସବ ୨୦୨୨" ପରିପ୍ରେକ୍ଷୀରେ ସ୍ୱତନ୍ତ୍ରତା ର ସୁନେହେରି ପଞ୍ଚସ୍ତରୀ ବର୍ଷର ଅଭିଜ୍ଞତା ଓ କଷ୍ଟାର୍ଜିତ ସ୍ୱାଧୀନତା ପ୍ରାପ୍ତି ର ମହାବାର୍ତ୍ତା ପ୍ରଦାନ ସହ ,ରାଷ୍ଟ୍ରୀୟ ଧ୍ୱଜା "ତ୍ରୀରଙ୍ଗା" ଓ ଏହାର!-->…
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତାଙ୍କ ସାକ୍ଷାତ
ନବରଙ୍ଗପୁର(୨୩/୦୬) : ଆଜି ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘ ର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ୧. ଜିଲ୍ଲା!-->…
ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଦାରିଙ୍ଗବାଡ଼ି (୨୨/୬) : କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ଙ୍କୁ ପ୍ରବର୍ତ୍ତନା ନିର୍ଦେଶାଳୟର ଜେରା କରିବା ପ୍ରତିବାଦରେ ବୁଧବାର ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ!-->…
ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ନିସ୍ତୁକ ମାଡ଼, ଥାନାରେ ଏତଲା
ଦାରିଙ୍ଗବାଡ଼ି (୨୨/୬) : ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନଙ୍କ ନାମରେ ଆସିଛି କିଛି ଏଭଳି ଅଭିଯୋଗ । ସୂଚନା ପ୍ରକାରେ, ସିମନବାଡ଼ି ସ୍ଥିତି ଲାଦାମାଲା!-->!-->!-->…