Browsing Category

ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟଙ୍କ ଯୋଗଦାନ

ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ଶ୍ରୀ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜାନକୀ ବଲ୍ଲଭ ବିଷୋୟୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ପରିଚାଳନା ସମିତିର ଏକ ଔପଚାରିକ ବୈଠକରେ…

ପ୍ରାକୃତିକ ବିପର୍ଯ୍ୟୟ କୁ ନେଇ ପ୍ରସ୍ତୁତି ବୈଠକ।…

ମାଲକାନଗିରି : ଜିଲ୍ଲା ସ୍ତରୀୟ ଟେବୁଲଟପ ଏକ୍ସରସାଇଜ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପାରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ର ପୂର୍ବ…

ଖାରିନାଳ ସେତୁ ତଳୁ ଆହତ ଯୁବକ ଉଦ୍ଧାର…

ହିଞ୍ଜିଳିକାଟୁ : ଶନିବାର ସକାଳେ ହିଞ୍ଜିଳି ଥାନା ଦୟାପଲ୍ଲୀ- ମହୁଲପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତା ଖାରିଆନାଳ ସେତୁ ତଳୁ ଜଣେ ଆହତ ଯୁବକଙ୍କ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ଆହତ ଜଣଙ୍କ ହେଲେ ଗୋପାଳପୁର ଥାନା ବାହାଦୁରପେଟା ଗ୍ରାମର ଦିଲିପ କୁମାର ବେହେରା (୩୨) । ଆହତ ଯୁବକଙ୍କୁ ଉଦ୍ଧାର…

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରିୟ ଅଭ୍ୟାସ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ପ୍ରାକୃତିକ ବିପର୍ଯ୍ୟୟ ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (ଟେବୁଲ ଟପ ଏକ୍ସସାଇଜ)ଟିଟିଇଏକ୍ସ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବ୍ଳକ ପରିଷର କାର୍ଯ୍ୟଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି…

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ…

ହିଞ୍ଜିଳିକାଟୁ : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ…

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ମହାସଭା : କୁଳ ଧ୍ବଜା ଉତ୍ତଳନ କଲେ ସଭାପତି

ସାନଖେମୁଣ୍ଡି :-ଆଜି ଏହି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପରିସରରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆରମ୍ବ ହୋଇଯାଇଛି।ଏହି ସଭା ୧୭/୧୮/୧୯ ତିନିଦିନ ବ୍ୟାପୀ ମହା ଆଡମ୍ବରରେ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୧୯ଗୋଟି ଗ୍ରାମ୍ୟ ପରିଷଦ ଓ ୩ଗୋଟି…

ମେସିନ ଦ୍ୱାରା ମନରେଗା ରାସ୍ତା କାମ ମାମଲା : ଖବର ପ୍ରକାଶିତ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତରେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ଏବଂ ପୋଖରୀ ଖୋଳା ଓ ଜମି ସମତଳ କାର୍ଯ୍ୟରେ ଶ୍ରମିକଙ୍କୁ ନିଯୁକ୍ତି କରା ନଯାଇ ଠିକାଦାର ମେସିନ ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିବା କୁ…

କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ସମନ୍ବୟ ବୈଠକ

ଛତ୍ରପୁର(୧୭/୦୬) : ଛତ୍ରପୁର ବ୍ଲକ୍ ଅଧିନ କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ଶୁକ୍ରବାର ସମନ୍ବୟ ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଟାଟା କମ୍ପାନୀ ଅଧିକୃତ ଜମିରେ ଚାଲିଥିବା ଦୀପକ ସା୍ର କାରଖାନାକୁ ବିରୋଧ କରି…

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା) ର ନିର୍ବାଚନ ଫଳାଫଳ ଘୋଷିତ

ସର୍ବକାଳୀନ ରେକର୍ଡ଼ ଭୋଟ ବ୍ୟବଧାନରେ ବାଜି ମାରିଲେ ଛତ୍ରପୁର କ୍ୟାଡ଼ର ଏପିପି ଭୁବନେଶ୍ୱର : କରୋନା କଟକଣା ପାଇଁ ଗତବର୍ଷ ଡ଼ିସେମ୍ବର ଠାରୁ ସ୍ଥଗିତ ରହିଥିବା ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ନିର୍ବାଚନ ଆଜି ତା ୧୭-୦୬-୨୦୨୨ରିଖ ଦିନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ…

ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ପୂର୍ବ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି(୧୭/୬) : ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଏଥିରେ ତହସିଲଦାର ଚାର୍ଲସ…