Browsing Category

ଆଞ୍ଚଳିକ

ପ୍ରଭାତ ସାହୁ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଯୁକ୍ତା ଓ ଅପୂର୍ବା ରେଫରୀ ନିମନ୍ତେ ମନୋନୀତ

ଫୁଲବାଣୀ : ଚଳିତ ମାସ ଜୁନ ୨୪ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ ଏବଂ ଓଡିଶା ଟାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ସମ୍ପୂର୍ଣ ଖେଳର ନିର୍ଦେଶକ ଭାବେ ମନୋନୀତ…

ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ (୧୬/୬) : ଗୁରୁବାର ସକାଳେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମର ଜୈନିକ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ନରହରି ସାହୁ (୨୭) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୭/୨୨ ରେ ଏକ…

ସର୍ବଶ୍ରେଷ୍ଠ ଆଦାୟକକାରି ସମ୍ମାନୀତ

ମାଲକାନଗିରି (୧୬/୦୬) : ଆଜି ଜିଲ୍ଲା ସଦରମହକୁମାରେ ଟାଟା ପାୱାର୍ ତରଫରୁ ଉତ୍ତମ ଇଲେକ୍ଟ୍ରିକ୍ ରେଭିନ୍ୟୁ କଲେକ୍ଟର୍ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସର୍ବଶ୍ରେଷ୍ଠ ଆଦାୟକାରୀ ରୁପେ ଶ୍ରୀ ପ୍ରଶଞ୍ଜିତ୍ ଦାସ୍ ୯ ଦିନରେ ମୋଟ ୪,୫୦,୫୭୬ ଟଙ୍କା…

ଇଞ୍ଜିନିଅରିଙ୍ଗ ସ୍କୁଲ ଛକରେ ସିରିଜ ଚୋରି ମାମଲା ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଇଞ୍ଜିନିୟରିଂ ସ୍କୁଲ ଛକରେ ଲଗାତାର ସିରିଜ ଚୋରି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବିଏନ ପୁର ଥାନା ପୁଲିସ ଗିରଫ କରିଛି l ସେମାନେ ହେଲେ ବିରେନ ସାହୁ ଏବଂ ତାଙ୍କ ସହଯୋଗୀ ସିମାଞ୍ଚଳ ସାହୁ l ବିରେନ ର ଘର ଇଂଜିନିୟରିଂ ସ୍କୁଲ ଛକ ରେ ଚୋରି ହୋଇଥିବା ସାହିଲ ଏଜେନ୍ସି ପାଖରେ…

ମେଡିକାଲ କଲେଜ ଖେଳପଡିଆ ନିକଟରୁ ଲୁଟ ମାମଲା, ଧରା ପଡିଲେ ତିନି ଲୁଟେରା

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଗତ ୧୨ ତାରିଖ ଭୋରରେ ହୋଇଥିବା ଏକ ଲୁଟ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସକୁ ବଡ ସଫଳତା ମିଳିଛି l ତିନି ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ପିଂକୁଲୁ…

କଣ୍ଟଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ

ବାଲିଗୁଡା : ଶିକ୍ଷକତା ଛାଡି ସମାଜସେବା ପାଇଁ ରାଜନୀତି ରେ ପାଦ ଥାପିଥିବା ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ…

ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ରଜ ପର୍ବ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,(୧୬/୬) : ରଜ ପର୍ବ ପାଳନ ନେଇ ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ସରପଞ୍ଚ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ…

ମୂଲ୍ୟବାନ କାଠ ଜବତ

ମାଲକାନଗିରି (୧୬/୦୬) : ମାଲକାନଗିରି ବନ କର୍ମଚାରୀମାନେ ଏମଭି-୧୯ ଗ୍ରାମର ଜନୈକ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମୂଲ୍ୟବାନ କାଠ ପଟ୍ଟା ଜବତ କରିଥିବା ଜଣା ପଡିଛି । ଏକ ନିର୍ଭରଯୋଗ୍ଯ ସୂତ୍ରରୁ ସୂଚନା ପାଇ ମାଲାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ…

ମହିମା ଧର୍ମାବଲମ୍ବୀ ସାଧୁ ସମାବେଶ

ବ୍ରହ୍ମପୁର(୧୫/୦୬) : ସ୍ଥାନୀୟ ଆସ୍କା ରୋଡ ରେଡ୍ଡୀ ଗ୍ୟାରେଜ ସନ୍ନିକଟ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆନ୍ଧ୍ର-ଓଡିଶା ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁ ଶୁକଦେବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧର୍ମସଭାରେ ଜଗତରେ ଭାଇଚାରା ଓ ଜୀବେଦୟା…

ବାଲିଗୁଡାରେ ରଜ ମଉଜ ପାଳିତ : ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ବାଲିଗୁଡା : ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି l ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ…