Browsing Category

ଆଞ୍ଚଳିକ

ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…

ନବରଙ୍ଗପୁର : ନବରଙ୍ଗପୁର ର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓ ଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା…

ପରୀତକ୍ତ କୂଅରେ ପଡ଼ିଲା ହାତୀ ଛୁଆ: ୨ଘଣ୍ଟା ପରେ ବନ ବିଭାଗ ଦ୍ଵାରା ଉଦ୍ଧାର …

ଫୁଲବାଣୀ :- ପୁଣି ବିପଦରେ ଗଜ, ଏକ ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ କୂଅ ରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼l ଗ୍ରାମ ନିକଟ ବିଲମାଳରେ ଥିବା କୂଅ ରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମ ବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ…

ଜି.ଆଇ.ଇ.ଟି . ବିଶ୍ବ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ…

ମାଲକାନଗିରି : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ.ଟି ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ସ୍ବାଗତ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥରେ ବିଶ୍ବବିଦ୍ୟାଳୟର ଏମ , ବି . ଏ ବିଭାଗର ପ୍ରଫେସର ସୁବ୍ରତ ମହାନ୍ତି , ଶ୍ରୀ ସୁଜିତ କୁମାର ପଣ୍ଡା , ଶ୍ରୀ…

ଫୁଲବାଣୀ ସ୍ୱଛାସେବୀ ମହାସଂଘ ରନିର୍ବାଚନ ଅନୁଷ୍ଠିତ।…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିରର କାର୍ଯ୍ୟକାରୀ କମିଟି ନିର୍ବାଚନ ବନବାସୀ ସେବାସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି।୪୨ଜଣ ସଦସ୍ୟ ଥିବା ମହାସଂଘରେ ସମ୍ମତିରେ ରାମଚନ୍ଦ୍ର ଦାସ ଅଧ୍ୟକ୍ଷ ମନୋନୀତ ହୋଇଥବା ବେଳେ ଉପାଧ୍ୟକ୍ଷ ଭାବେ ସାବିତ୍ରୀ…

ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତ…

କୋଇଡ଼ା ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ଯିବାଆସିବା ସୁବିଧା ଲାଗି ୨ଟି ବସ୍ ସେବାର ଶୁଭାରମ୍ଭ ସୁନ୍ଦରଗଡ଼/ରାଉରକେଲା : ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ମାସିଆ ‘ମଲ୍ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ…

ତାଲିମପ୍ରାପ୍ତ ୪୦ ଜଣ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ନିଯୁକ୍ତି ଉପଯୋଗୀ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ…

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଗୋଷ୍ଠୀ ବିବାଦର ଅବସାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ କଳିଙ୍ଗ ଜ୍ୟୋତି, ( ଶ୍ରୀ କ୍ଷୀରୋଦ କୁମାର ସାହାଣୀ) କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣା ବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱରେ…

ନିତିଦିନର ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ଧର୍ମପତ୍ନୀଙ୍କୁ ୧୫ ଲକ୍ଷ ଅର୍ଥରାଶି ପ୍ରଦାନ

ଛତ୍ରପୁର (୦୯.୦୬) : ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କ ହିତ ସକାଶେ ରାଜ୍ୟସରକାର ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି । ସେଥିସକାଶେ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା, ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନା ମାନ ପ୍ରଣୟନ କରିଛନ୍ତି । ଗତ କରୋନା ମହାମାରୀ ସମୟରେ ଅନେକ…

ଜିଲ୍ଲାର ସମସ୍ତ ବେଆଇନ୍ ଚିକିତ୍ସାଳୟ ଚିହ୍ନଟ କରାଯିବ : ଜିଲ୍ଲାପାଳ

ଛତ୍ରପୁର (୦୯.୦୬) : ରାଜ୍ୟ ସରକାର ରାଜ୍ୟର ସମସ୍ତ ଜନ ସାଧାରଣଙ୍କର ସ୍ବାସ୍ଥ୍ୟ କିଭଳି ଠିକ୍ ରହିବ ସେ ଦିଗରେ ଅଧିକ ଯତ୍ନବାନ ଅଛନ୍ତି । ଏଥି ସକାଶେ ଅନେକ ଗୁଡିଏ ସ୍ବାସ୍ଥ୍ୟ ସମ୍ପର୍କିତ ଯୋଜନା ମାନ କରାଯାଉଛି, କିନ୍ତୁ ସେ ସବୁ ଯୋଜନା ମାନ ଅସାଧୁ ବ୍ୟକ୍ତି ମାନଙ୍କ ହସ୍ତରେ ପଡି ଠିକ୍…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷିତ ରଖିବ-ଜିଲ୍ଲାପାଳ ଛତ୍ରପୁର (୦୯.୦୬) : ଯେକୌଣସି ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଏହାର ପୂର୍ବ ପ୍ରସ୍ତୁତି ହିଁ ଅଧିକାଂଶ କ୍ଷେତ୍ରରେ ସହାୟକ ହୋଇଥାଏ । ଏଣୁ ସମସ୍ତ ବିଭାଗ ନିଜନିଜର କାର୍ଯ୍ୟ…