Browsing Category

ଆଞ୍ଚଳିକ

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ : ମାଓବାଦୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ପରାମର୍ଶ…

ଫୁଲବାଣୀ: ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ହେଲିକପ୍ଟର ଯୋଗେ ଦିନିକିଆ କନ୍ଧମାଳ ଗସ୍ତରେ ଅଛନ୍ତି । ଜିଲ୍ଲାର ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ ଠାରେ ନିର୍ମାଣଧୀନ ସିଆରପିଏଫ କ୍ୟାମ୍ପରେ ଓହ୍ଲାଇ କାର୍ଯ୍ୟ ବୁଲି…

ପଶୁଧନ ନିରକ୍ଷକ ଓ ଉପ ସ୍ୱାସ୍ଥ୍ୟ ଏଲ ଆଇ ସେଣ୍ଟର ପାଇଁ ଗାଁ ଲୋକଙ୍କ ଦାବି…

ଉମରକୋଟ ଉପଖଣ୍ଡିୟ ସାମ୍ବାଦିକ // ନିସର୍ତ୍ତ ଉମରକୋଟ // ରାଇଘର : ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ମାଓ ଅଧୁଷିତ ଅଞ୍ଚଳ ହେଉଥିବା ବେଳେ ଏଠାରେ ୨୬ ଟି ପଞ୍ଚାୟେତର ଜଣସାଧାରଣ, ପଶୁ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ…

ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ବାଲିମେଳା : ଗତ କାଲି ଅର୍ଥାତ୍ ୧ ଜୁନ୍ ୨୦୨୨ରେ ପ୍ରଶାସନ ବାଲିମେଳା ଅଞ୍ଚଳର ବିକାଶ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ନଜର ଆସିଥିଲା । ନୂତନ ହସ୍ପିଟାଲ୍ ନିର୍ମାଣ କରିବା ନିମନ୍ତେ ଘର ଭଙ୍ଗାଯିବା ନିମନ୍ତେ ପ୍ରାୟ ୧୪ ଘରକୁ ବିଗତ ଦିନରୁ ନିର୍ଦ୍ଦେଶନାମା ଜାରି…

ଦୁର୍ନୀତିଗ୍ରସ୍ତ ଜିଆରଏସଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଲେ ଗ୍ରାମବାସୀ

ଦାରିଙ୍ଗବାଡି,(୨/୬) : ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବିଜୟ କୁମାର ସାହୁ ଦୁର୍ନୀତି କରିଥିବା ନେଇ ବହୁ ଅଭିଯୋଗ ହୋଇଛି। ତାଙ୍କ କାର୍ଯ୍ୟାରମ୍ଭର ପ୍ରଥମ ପଞ୍ଚାୟତ ଶ୍ରାନିକେତା ପଞ୍ଚାୟତ ଠାରୁ ଆରମ୍ଭ କରି ବର୍ତମାନ ଦାଇତ୍ୱରେ ରହିଥିବା ଦୁଇ ପଞ୍ଚାୟତ ସିମନବାଡି ପଞ୍ଚାୟତ ଓ…

ମୋ ସ୍କୁଲ ଅଭିଯାନ ବୈଠକ

ଦାରିଙ୍ଗବାଡି,(୨/୬) : ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଦେଶୀ ନାୟଙ୍କ ଅଧକ୍ଷତା କ୍ରମେ ବୈଠକ ଆୟୋଜନ ହୋଇଥିବା ବେଳେ ମୋ ସ୍କୁଲ ଅଭିଯାନର ସଭାପତି ଏସ.ସୁନୀଲ କୁମାର ସୁବୁଦ୍ଧି ଏହାର ପରିଚାଳନା କରିଥିଲେ…

ପୋଚିଲିମା ରାଜସ୍ବ ନୀରିକ୍ଷକଙ୍କ କୋଠା ଉଦଘାଟନ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ (୨।୬) : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ପୋଚିଲିମା ଗ୍ରାମ ରେ ପୋଚିଲିମା ରାଜସ୍ବ ନିରୀକ୍ଷକ ଙ୍କ ନବ ନିର୍ମିତ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଈଯାଇଅଛି। ଗୁରୁବାର ହିଞ୍ଜିଳି କାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ…

ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଜୀବନ ଜ୍ୟୋତି କଳା ପରିଷଦ ର ସଭାପତି ରଜନୀ କାନ୍ତ ଦିଗାଳଙ୍କ ଅଧ୍ୟକ୍ଷତାରେ ଏବଂ…

ସରକାରୀ ପଲିଟେକନିକ୍ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ପଲିଟେକନିକ୍ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ ଇଂଜିନିୟରିଂ ସ୍କୁଲ ଛକଠାରେ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ Er ନିଶାକର ମଲ୍ଲିକ ଙ୍କପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ହୋଟେଲ ମେନେଜମେଣ୍ଟ ଏଣ୍ଡ କେଟରିଂ ଟେକ୍ନୋଲୋଜି ବିଭାଗର…

ରାଜ୍ୟ ସରକାରଙ୍କ ହାସ୍ୟାସ୍ପଦ ତାଳିପକା ନୀତିକୁ ସର୍ବସାଧାରଣରେ ନିନ୍ଦା

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ ଡାକ୍ତର ଅଭାବର ଚରମ ପରିଣାମ ସ୍ୱରୂପ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ଭୋଗୁଥିବା ବେଳେ ରାଜ୍ୟ ସରକାର ଡାକ୍ତର ଅଭାବକୁ ଏଡେଇବା ପାଇଁ ଏକ ପ୍ରକାର ହାସ୍ୟାସ୍ପଦ ତlଳିପକା ନୀତି ଅବଲମ୍ବନ କରିଛନ୍ତି l ଗତ ତା.31.5.2022ରିଖ…

ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ର ସମନ୍ଵୟ ବୈଠକ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ସୁନ୍ଦରଗଡ଼ : ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଆନୁକୁଲ୍ୟରେ ଗତ କାଲି ସ୍ଥାନୀୟ ମାଦ୍ରୀ କାଲୋ ଭବନ ଠାରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ସମନ୍ଵୟ ବୈଠକରେ ଫାଇନାନ୍ସ କମ୍ପାନୀ ଅଧିକାରୀ,ସ୍ଥାନୀୟ ସାମ୍ବାଦିକ, ପ୍ରାକ୍ତନ ଓ…