Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଣାଇ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ : ସାଇବର ଠକାମୀ ଉପରେ ଗୁରୁତ୍ୱ…
ଅନଲାଇନ ଏବଂ ଫେସବୁକ ଜରିଆରେ ଠକାମି ସମ୍ପର୍କରେ ପୋଲିସ ର ଜନସାଧାରଣ ଙ୍କୁ ସଚେତନତା..
ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ ସଚେତନତା କରାଇବା!-->!-->!-->!-->!-->…
ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ
ଫୁଲବାଣୀ : ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି l ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ!-->…
କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ!-->…
ଓଡିଶା ଚିତ୍ରାଳୟ ମାଲିକ ସଂଘ ର ଅର୍ଧ ବାର୍ଷିକ ଉସ୍ଛବ ପାଇଁ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ
ବ୍ରହ୍ମପୁର : ଓଡିଶା ଚିତ୍ରାଳୟ ମାଲିକ ସଂଘ ର ଅର୍ଧ ବାର୍ଷିକ ଉସ୍ଛବ ପାଳନ ପାଇଁ ପ୍ରସ୍ତୁତି ବୈଠକ ସଭାପତି ଦିଲ୍ଲୀପ କୁମାର ସାମନ୍ତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। କୋଭିଡ଼ ପରବର୍ତ୍ତୀ ପ୍ରଥମ ବୈଠକ ହୋଇ ଥିବାରୁ ଅର୍ଧାଧିକ ସଭ୍ୟ!-->!-->!-->…
5T ସ୍କୁଲର ବାସ୍ତଵ ଚିତ୍ର : ଉଦ୍ଘାଟନ ପୂର୍ବରୁ ଭୁଶୁଡିଲା ପାଚେରୀ,ନିମ୍ନ ମାନର କାମ ସହ ଶିଶୁ ଶ୍ରମିକ…
ଜିଲ୍ଲା ପ୍ରଶାସନ ଧୂରୁ୍ତଃରାଷ୍ଟ୍ର...!!
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବହୁ ସ୍କୁଲ 5t ଅଧିନ କୁ ଆସିବାପରେ ସ୍କୁଲର ରୂପରେଖ ବଦଳିବା ସହିତ ପିଲାଙ୍କୁ ସରକାରୀ ସ୍କୁଲକୁ ଆକୃଷ୍ଟ କରିବା ଓ ପ୍ରାଇଭେଟ ସ୍କୁଲ ସହିତ ପ୍ରତିଯୋଗିତା କରି ଅତ୍ୟାଧୁନିକ ପରିବେଶ ଉଚ୍ଚମାନର!-->!-->!-->!-->!-->!-->!-->…
ମାଲକାନଗିରି ପୋଲିସ ତରଫରୁ “ଆମ ପୋଲିସ ସମିତି ବୈଠକ” ଅନୁଷ୍ଠିତ…
ମାଲକାନଗିରି : ମାଲକାନଗିରି ଥାନା ପକ୍ଷରୁ ଆମ ପୋଲିସି ସମିତି ବୈଠକ ଆଜି ଆଦର୍ଶ ଥାନାରେ ଆୟୋଜିତ ହୋଇ ଯାଇଛି । ଆଦର୍ଶ ଥାନା ଅଧିକାରୀ ଶ୍ରୀ ରିଗାନ କିଣ୍ଡୋ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ପୋୖରାଧକ୍ଷ ଶ୍ରୀ ମନୋଜ ବାରିକ, ଏକ ନମ୍ବର ୱାର୍ଡ!-->!-->!-->!-->!-->!-->!-->…
ମାଲକାନଗିରି : ପଡିଆରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…
ମାଲକାନଗିରି : ପଡିଆ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ କାଲଦାପଲ୍ଲୀ ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ ଙ୍କ ଅଧ୍ୟକ୍ଷତାରେ ଥାନା ପରିସରରେ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ସ୍ଥାନୀୟ!-->!-->!-->…
ସରାମୁଳି ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି, (୨୮/୫) : ସରାମୁଳି ଗ୍ରାମର ଡାକ୍ତର ସମିର କୁମାର ନାୟକ ନିଜ ବିବାହ ଦିବସରେ ସଚେତନର ବାର୍ତ୍ତା ଦେବା ପାଇଁ ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଆଜି ସରାମୁଳି ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜେ!-->…
ସିଆରପିଏଫ୍ ପକ୍ଷରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଟିଫିନ୍ ବୋମା ଉଦ୍ଧାର
ବାଲିଗୁଡା (୨୮/୦୫) : କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସ ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ!-->…
ଜନଆନ୍ଦୋଳନର ସାଲିସ ବିହୀନ ନେତା କମ୍ରେଡ ଶିବରାମଙ୍କ ସ୍ମରଣ ସଭା
ବ୍ରହ୍ମପୁର (୨୮/୦୫) : ଶୋଷିତ, ନିଷ୍ପେସିତ ଶ୍ରମଜୀଵୀ ଜନଗଣଙ୍କ ଆନ୍ଦୋଳନ ର ସାଲିସ ବିହୀନ ନେତା ତଥା ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ପୂର୍ବତନ ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ପଲିଟ୍ ବ୍ୟୁରୋ ସଦସ୍ୟ କମ୍ରେଡ ଶିବରାମ ଙ୍କ ଗତ ତା ୨୮ ମଇ ୨୦୨୧ ରେ କୋଭିଡରେ ଅକାଳ ମୃତ୍ୟୁ ହୋଇ ବାମପନ୍ଥୀ!-->…