Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନ୍ଦରଗଡ଼ ଜିଲ୍ଲାରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜିତ
ସୁନ୍ଦରଗଡ଼ (୨୮/୦୫) : ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜନ!-->!-->!-->…
ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ସଚେତନ ଶିବିର ଅନୁଷ୍ଠିତ।
ଦାରିଙ୍ଗବାଡ଼ି, (୨୮/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାନବାଧିକାର ପରିଷଦ ପକ୍ଷରୁ ଏକ ସଚେତନତା ଶିବିର ହୋଟେଲ୍ ସ୍ନୋକ୍ରିକ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ BHRC ଅଧକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ସାହୁ , ସମ୍ମାନିତ ଅତିଥି ଭାବେ ଜାତୀୟ ସଭାପତି ଜବାହରଲାଲ!-->…
ବାଲ୍ୟ ବିବାହ ବନ୍ଦ କରିବା ପାଇଁ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ସଚେତନତା କର୍ମଶାଳା
ଦାରିଙ୍ଗବାଡ଼ି, (୨୮/୫) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମାସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ବାଲ୍ୟ ବିବାହକୁ ବନ୍ଦ କରିବା ଓ ପଞ୍ଚାୟତସ୍ତରୀୟ ଟାକ୍ସ ଫୋର୍ସ କମିଟିକୁ ସୁଦୃଢ଼ କରିବା ପାଇଁ ଏକ!-->!-->!-->…
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ
ନବରଙ୍ଗପୁର : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରି ସାହୁ ସ୍ବାଗତ ଅଭିଭାଷଣ ଦେବା ସହ ସୁସ୍ଥ ସମାଜ ଗଠନରେ!-->!-->!-->…
କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ହର ତରାଣୀଙ୍କ ଅକାଳ ବିୟୋଗରେ ସ୍ମୁତି ସଭା
ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୈଠକ ଗୃହରେ ଦିବଂଗତ BPM ୰ ହର ପ୍ରସାଦ ତାରିଣୀଙ୍କ ଅକାଳ ବିୟୋଗରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୁତି ସଭାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶୀ ସନ୍ତୋଷ କୁମାର!-->!-->!-->…
ମଦୁଆ ଙ୍କ ପାଇଁ ବ୍ରହ୍ମପୁର ଏସ ପି ଆଣିଲେ କଠୋର ନିୟମ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ
ବ୍ରହ୍ମପୁର : ଏସ ପି ଶ୍ରବଣ ବିବେକ ଙ୍କ ନିର୍ଦେଶ କ୍ରମେ ସହର ର ସମସ୍ତ ଥାନା କୁ ନିର୍ଦେଶ କ୍ରମେ ସହରର ବିଭିନ୍ନ ଥାନା ପକ୍ଷରୁ ବର୍ତମାନ ଏହିପରି ନୂଆ ଅଭିଯାନ ଆରମ୍ଭ କରାଯାଇଛି ଯାହାକି ସର୍ବସାଧାରଣର ସ୍ଥାନ ରେ ମଦ ପିଇଲେ ବ୍ରହ୍ମପୁର ପୋଲିସ!-->!-->!-->…
କାଉନସିଲ ବୈଠକରେ ଉପାଧ୍ୟକ୍ଷାଙ୍କୁ ଅସମ୍ମାନକୁ ନେଇ ଥାନାରେ ମାମଲା
ଭଦ୍ରକ : ଭଦ୍ରକ କାଉନସିଲ ବୈଠକରେ ପୌରପାଳିକା ଉପାଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗକୁ ନେଇ ତୁମୁଳ କାଣ୍ଡ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଉପାଧ୍ୟକ୍ଷାଙ୍କ ପୁଅ ତଥା ପୂର୍ବତନ କାଉନ୍ସିଲର ପ୍ରବୀର!-->…
ସ୍ୱାଭିମାନ ଅଞ୍ଚଳ ଦୁଇ ପଞ୍ଚାୟତ ଚାଷୀଙ୍କୁ ସବସିଡିରେ ମିନିପାୱାର ଟିଲର ପ୍ରଦାନ…
ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଦୁଇ ପଞ୍ଚାୟତ ରାଲେଗାଡା ଓ ଧୂଳିପୁଟ ଗ୍ରାମ ପଞ୍ଚାୟତରେ ଚଷା ପୁଅ ଅଖି ତୃତୀୟା ଦିନ ଅଳ୍ପ ଜମିରେ ମାଟି ମା ଜମିକୁ ପୂଜା ସହ ଧାନ ଅନୁକୂଳ କରି ଚାଷ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଦିନର ଆଗମନରେ କମ ସମୟ ମଧ୍ୟରେ କମ!-->…
ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ…
ଫୁଲବାଣୀ: ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି l ଗତ ସୋମବାର ଦିନ ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ!-->…
ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ସୁରକ୍ଷା ଆଇନ କର୍ମଶାଳା…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ଫୁଲବାଣୀ:-ଦିନକୁ ଦିନ ବାଲ୍ୟ ବିବାହ ଓ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ନେଇ ଏକ ସଚେତନତା ସଭା ଆଜି ଶୁକ୍ରବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କର୍ମଶାଳା!-->!-->!-->…