Browsing Category

ଆଞ୍ଚଳିକ

କାଟୁ ଯାତ୍ରାରେ ମନ୍ତ୍ର ମୁଗ୍ଧ କଲା ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା

ହିଞ୍ଜିଳିକାଟୁ, (୧୭।୫) : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଚଳିତ ବର୍ଷ କାଟୁ ଯାତ୍ରାର ସୋମବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର ଓଡିଶୀ, ଶାସ୍ତ୍ରୀୟ ସଙ୍ଗୀତ ଓ ଯନ୍ତ୍ର…

ପୋଖରୀରେ ବୁଡି ବୃଦ୍ଧ ମୃତ…

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ବୁରୁପୋଡା ବେଲବନ୍ଧ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବୁରୁପୋଡା ପ୍ରଧାନ ସାହିର କାମ୍ପ ପ୍ରଧାନ (୬୫)। ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରକାଶଥାଉକି…

“ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଜିଲ୍ଲା ବିଜେପି ପକ୍ଷରୁ ତିନି ଦିନିଆ ଗଣଧାରଣା ଓ ବିକ୍ଷୋଭ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲ୍ ର ଦୂରାବସ୍ଥା ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ "ବଡ଼…

ଉଦଘାଟିତ ହେଲା “୧୦” ମ ବ୍ରହ୍ମପୁର ମହାନଗର ମହୋତ୍ସବ :ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି…

ବ୍ରହ୍ମପୁର - ଉଦଘାଟିତ ହୋଇଯାଇଛି ୧୦'ମ ବ୍ରହ୍ମପୁର ମହାନଗର ମହୋତ୍ସବ । ସୋମବାର ବ୍ରହ୍ମପୁର ସହରର ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ପ୍ରଥମ ସଂନ୍ଧ୍ୟାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ମହିଳା କୁଳପତି ପ୍ରଫେସର ଡ. ଗୀତାଞ୍ଜଳି ଦାସ ଆନୁଷ୍ଠାନିକ…

ଦାୟିତ୍ଵ ହୀନ ପ୍ରଶାସନିକ ଅଧିକାରୀ ଙ୍କ ହାତରେ ଆଶ୍ରମ ବିଦ୍ୟାଳୟ : ଛଟ ପଟ ହୋଇ ଅକାଳ ରେ ଚାଲିଗଲା ନିରୀହ ପିଲା ର…

ଚିତ୍ରକୁଣ୍ଡା/ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ ଅଧୀନସ୍ଥ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘଟଣାଟି କିଛି ଏଭଳି ଯେ ନାକମାମୁଡ଼ି ପଞ୍ଚାୟତ, ନୀଳପାରି ଗାଁ ର ୧୧ ବର୍ଷିୟ ବାଳକ ଶ୍ରୀଧର ଖେମୁଡୁଶିକ୍ଷା ଗ୍ରହଣ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଏନ୍‌ଏସ୍‌ଏସ୍‌ ଦଳ କୋଇମ୍ବାଟୁର ଗସ୍ତ

ବ୍ରହ୍ମପୁର : ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ସଂପ୍ରତି କୋଇମ୍ଵ।ଟୁର ଠାରେ ଆସନ୍ତ। ୧୮ ମେ ଠାରୁ ୨୪ ମେ ପର୍ଯନ୍ତ ହେବାକୁଥିବା ଜାତୀୟ ସିଂହତି ଶିବିରରେ ଯୋଗଦେବାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ର ଏକ ଏଗାର ଜଣିଆ ସ୍ୱେଚ୍ଛାସେବୀ ଦଳ କୋଇମ୍ବାଟୁର ଗସ୍ତ…

ବନବାସୀ ସେବା ସମିତି ର ୫୧ତମ ପ୍ରତିଷ୍ଠା ଦିବସ ସମାରୋହ : “ବନବାସୀ ସ୍ମୁତି “ଉନ୍ମୋଚିତ

ବାଲିଗୁଡା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ସ୍ବଗର୍ତ ବିଶ୍ବନାଥ ପଟ୍ଟନାୟକ ଙ୍କ ଦ୍ବାରା ପ୍ରତିଷ୍ଠିତ ବନବାସୀ ସେବା ସମିତି ପରିସରରେ ସମିତିର ୫୧ ତମ ପ୍ରତିଷ୍ଠା ଦିବସ ବୁଦ୍ଧ ପୂର୍ଣ୍ଣିମା ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ପ୍ରତ୍ୟୁଷରୁ ଅନ୍ତେବାସୀ…

ବପୋଲମେଣ୍ଡି ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ଫୁଲବାଣୀ:-ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି Iକନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା…

ହିଞ୍ଜିଳି ଲକ୍ଷ୍ମୀନୃସିଂହ ଯାତ୍ରା : ମନ ମୋହୁଛି ବେଶ ଓ କଳାକୁଞ୍ଜ ଆଲୋକରେ ଝଲସୁଛି ହିଞ୍ଜିଳି…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ତିନିଦିନିଆ ଲକ୍ଷ୍ମୀ ନୃସିଂହ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଛି । ପ୍ରତିଟି ସାହିରେ କଳାକୁଞ୍ଜ ଓ ମେଜ ଖୋଲି ଯାଇଛି ।କରୋନା ମହାମାରି ଯୋଗୁଁ ଦୁଇବର୍ଷ ସରକାରଙ୍କ ନିୟମାନୁସାରେ ରିତିନୀତି ରେ ପାଳନ ହୋଇଥିଲା ।ଦୁଇବର୍ଷ ପରେ ଯାତ୍ରା…

ଅସହାୟ ବ୍ୟକ୍ତିଙ୍କୁ ସାହା ହେଲେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କମିସନ ସଦସ୍ୟ…

ମାଲକାନଗିରି : ମାଲକାନଗିରି ପାଣ୍ଡିପାଣି ଅନ୍ତର୍ଗତ ସୁନାଧର ହନ୍ତାଲ ନାମକ ବ୍ୟକ୍ତି ଅସୁସ୍ଥତା ଯୋଗୁଁ ତିନି ଦିନ ହେବ ପାଣ୍ଡ୍ରିପାଣି ମେଡିକାଲ ରହି ଚିକିତ୍ସିତ ହେଉଥିଲେ l ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ବଦଳରେ ଅବନତି ଦେଖା ଦେବାରୁ ତାଙ୍କ ପରିବାର ଲୋକେ…